
Browsing Category
Breaking News
ହାଇକୋର୍ଟଙ୍କ ସର୍ଭର ହ୍ୟାକ କରି ପର୍ଣ୍ଣ ଭିଡିଓ ପ୍ରସାରଣ କଲେ ଦୁର୍ବୃତ୍ତ, ଅଧାରୁ ଅଟକିଲା ମାମଲା ଶୁଣାଣି
ବେଙ୍ଗାଲୁରୁ: ହାଇକୋର୍ଟଙ୍କ ସର୍ଭର ହ୍ୟାକ କରି ପର୍ଣ୍ଣ ଭିଡିଓ ପ୍ରସାରଣ କଲେ ଦୁର୍ବୃତ୍ତ। ଯାହା ଫଳରେ ଅଧାରୁ ଶୁଣାଣି ଅଟକିଥିବା ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଗତ ସୋମବାର ୪ ଡିସେମ୍ବର ୨୦୨୩ ଅପରାହ୍ନରେ…
ପ୍ରତିବର୍ଷ ୧ କୋଟି ଲୋକଙ୍କ ଜୀବନ ନେଉଛି ମଦ ଓ ସ୍ୱିଟ୍ ଡ୍ରିଙ୍କ୍: ଅଧିକ ଟ୍ୟାକ୍ସ ଲାଗୁ କରିବାକୁ WHOର ଅନୁରୋଧ
ନୂଆଦିଲ୍ଲୀ : WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) କହିଛି ଯେ, ସାରା ବିଶ୍ୱରେ ମଦ୍ୟପାନ ଏବଂ ମିଠା ପାନୀୟ ଯୋଗୁଁ ଏକ କୋଟି ଲୋକ ମୃତ୍ୟୁବରଣ କରୁଛନ୍ତିି । ଏହାକୁ ହ୍ରାସ କରିବା ପାଇଁ ଡବ୍ଲୁଏଚଓ ସରକାରଙ୍କୁ ଏପରି ପଦାର୍ଥ…
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲାଗୁ ହେଲା ଏସ୍ମା: ଆଜିଠୁ ୬ ମାସ ଯାଏଁ ଲାଗୁ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ସରକାରୀ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କର୍ମଚାରୀଙ୍କ ପାଇଁ ଏସ୍ମା ଲାଗୁ କରାଯିବା ଖବର ସାମ୍ନାକୁ ଆସିଛି । ଆଜିଠାରୁ ୬ ମାସ ପାଇଁ ଏସେନସିଆଲ୍ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ ଲାଗୁ କରାଇଲେ ମୁଖ୍ୟମନ୍ତ୍ରୀ…
ରାଜ୍ୟରେ ବାତ୍ୟା ପ୍ରଭାବିତ ଫସଲ କ୍ଷୟକ୍ଷତି ଆକଳନ ରିପୋର୍ଟ ୧୨ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ SRCଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ମିଗ୍ଜୋମ୍ ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ବର୍ଷା ଲାଗି ରହିବା ଫଳରେ ଖରିଫ୍ ଚାଷ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ବର୍ଷା…
ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି ସୌର ଶକ୍ତି ଉତ୍ପାଦନ ସମ୍ଭାବନା ରହିଛି : କେନ୍ଦ୍ର ଶକ୍ତିମନ୍ତ୍ରୀ
ନୂଆଦିଲ୍ଲୀ: ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି (ଗିଗାୱାଟ୍ ପିକ୍) ସୌର ଶକ୍ତିଉତ୍ପାଦନ ସମ୍ଭାବନା ରହିଥିବା କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ଓ ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ ସିଂ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ସୌର…
ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ 2023 ଲୋକସଭାରେ ପାରିତ
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ 2023 ଶେଷରେ ଲୋକସଭାରେ ଜୋରଦାର ବିତର୍କ ପରେ ପାରିତ ହୋଇଛି । ଏହି ବିତର୍କ ଉପରେ ଆଲୋଚନା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବିଲ୍ର…
ମିଳିଲା ୧୦୦୦ ବର୍ଷର ପୁରୁଣା ମୁଦ୍ରା, ଖୁସି ହେବା ବଦଳରେ ଚିନ୍ତାରେ ପଡିଗଲେ ଏକ୍ସପର୍ଟ
ନୂଆଦିଲ୍ଲୀ: ଯେତେବେଳେ ପ୍ରାଚୀନ କାଳ ସହ ଜଡିତ କୌଣସି ମୁଦ୍ରା ସାମ୍ନାକୁ ଆସେ, ଲୋକମାନେ କେବଳ ଆଶ୍ଚର୍ଯ୍ୟ ହୁଅନ୍ତି ନାହିଁ ବରଂ ଏହା ବିଷୟରେ ଜାଣିବାକୁ ଇଚ୍ଛା ମଧ୍ୟ କରନ୍ତି। ସର୍ବଶେଷରେ, ଏହି ମୁଦ୍ରା କେବେଠାରୁ…
ସହଜ ହେବ ମହାପ୍ରଭୁଙ୍କ ଦର୍ଶନ, ଏସି ଟନେଲ ଦେଇ ଶ୍ରୀମନ୍ଦିର ଯିବେ ଶ୍ରଦ୍ଧାଳୁ: ନିର୍ମାଣ ପ୍ରକ୍ରିୟା ଆରମ୍ଭ
ଓଡିଶା ଭାସ୍କର: ଏଣିକି ସହଜ ହେବ ମହାପ୍ରଭୁଙ୍କ ଦର୍ଶନ। ଏସି ଟନେଲ ଦେଇ ଶ୍ରୀମନ୍ଦିର ଯିବେ ଶ୍ରଦ୍ଧାଳୁ। ଯେଉଁଥିପାଇଁ ସେଂଟ୍ରାଲ ଏସି ଟନେଲ ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।…
Whatspp କିମ୍ବା Email ମାଧ୍ୟମରେ ପଠାଯାଉଥିବା ଆଇନଗତ ନୋଟିସର କ’ଣ ରହିଛି ଭ୍ୟାଲିଡ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: କଳ୍ପନା କରନ୍ତୁ ଯେ, ଆପଣଙ୍କ ସମ୍ପତ୍ତି କିମ୍ବା ବିବାହ ବିବାଦ ଅଛି ଏବଂ ଆପଣଙ୍କ ବିରୁଦ୍ଧରେ ଏକ କୋର୍ଟ ମାମଲା ରୁଜୁ କରାଯାଇଛି। ଏହି ବାବଦରେ ଆପଣଙ୍କୁ ହ୍ଵାଟ୍ସଆପ କିମ୍ବା ଇ-ମେଲରେ ଏହାର ନୋଟିସ୍…
BIG NEWS: ଦିଲ୍ଲୀ ସଂସଦ ଉପରେ ଆକ୍ରମଣ କରିବାକୁ ଖଲିସ୍ଥାନୀ ଆତଙ୍କବାଦୀର ଧମକ
ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣ କରିବାକୁ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁର ଧମକ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୨୦୦୧ ରେ ସଂସଦ ଉପରେ ହୋଇଥିବା ଆକ୍ରମଣର ବାର୍ଷିକୀ ପୂର୍ବରୁ ଅର୍ଥାତ ଡିସେମ୍ବର…