Browsing Category

Breaking News

AIIMS Report: ସିଗାରେଟ୍ ସେବନ କରୁନଥିବା ଲୋକମାନେ ମଧ୍ୟ ଲଙ୍ଗସ କ୍ୟାନସରର ଶିକାର ହେଉଛନ୍ତି, ବାୟୁ ପ୍ରଦୂଷଣକୁ ନେଇ ସାବଧାନ ରୁହନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦିଲ୍ଲୀ-ଏନସିଆର ସମେତ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ବାୟୁ ପ୍ରଦୂଷଣ କାରଣରୁ ଲୋକମାନେ ବିଭିନ୍ନ ପ୍ରକାରର ରୋଗରେ ସଂକ୍ରମିତ ହେଉଥିବାର ଦେଖାଯାଉଛି ।…

ଭିଜିଲାନ୍ସ ଟିମ୍‌କୁ ଦେଖି ଛାତ ଡ଼େଇଁ ଛୁ ମାରିଲେ କନିଷ୍ଠ ଯନ୍ତ୍ରୀ: ଧରା ପଡିବା ପରେ କହିଲେ…

ଓଡିଶା ଭାସ୍କର: ଭିଜିଲାନ୍ସ ଟିମ୍‌କୁ ଦେଖି ପଡ଼ୋଶୀଙ୍କ ଛାତକୁ ଡେଇଁ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ଫେରାର ହୋଇ ଯାଇଥିବା ଖବର ଆଜି ସକାଳୁ ପ୍ରଚାରିତ ହୋଇଥିଲା। ତେବେ ସେଠାରେ ସେ ପ୍ରାୟ ୯ ଘଣ୍ଟା ଲୁଚି ରହିବା…

କାଜାଖସ୍ତାନ ହଷ୍ଟେଲରେ ଅଗ୍ନିକାଣ୍ଡ: ୧୯ ଜଣଙ୍କ ମୃତ୍ୟୁ, ଜଣେ ଭାରତୀୟ ଛାତ୍ରଙ୍କ ସମେତ ୪ ଆହତ

ନୂଆଦିଲ୍ଲୀ: ଗୁରୁବାର ଦିନ କାଜାଖସ୍ତାନର ବୃହତ୍ତମ ସହର ଆଲମାଟିରେ ଥିବା ଏକ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଭାରତୀୟ ଛାତ୍ରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସହରର ଜରୁରୀକାଳୀନ…

ଏବେ ପ୍ଲାଟିନମ ଅଳଙ୍କାର ଲୋକଙ୍କର ପ୍ରଥମ ପସନ୍ଦ, ଜାଣନ୍ତୁ ସୁନାକୁ କାହିଁକି ପସନ୍ଦ କରୁନାହାନ୍ତି ଗ୍ରାହକ

ନୂଆଦିଲ୍ଲୀ: ଏକ ବିବାହ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ହେଉ, ଲୋକମାନେ ସେମାନଙ୍କର ସ୍ୱତନ୍ତ୍ର ଲୋକଙ୍କୁ ସୁନାରେ ନିର୍ମିତ ଅଳଙ୍କାର ଉପହାର ଦିଅନ୍ତି। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ସୁନାର ଚମକ କମିବାରେ…

ୟୁଏଇରେ କପ୍ ୨୮ ସମ୍ମିଳନୀ, ଭାରତ କରିବ ସମସ୍ତ ବିକାଶଶୀଳ ଦେଶର ପ୍ରତିନିଧିତ୍ୱ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ ହେଉଥିବା କପ୍ ୨୮ ସମ୍ମିଳନୀରେ ଯୋଗ ଦେବା ଲାଗି ୟୁଏଇ ଗସ୍ତ କରୁଛନ୍ତି । କପ୍ ୨୮ ସମ୍ମିଳନୀର ଆୟୋଜନ ୨୮ ନଭେମ୍ବରରୁ ୧୨ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ…

ଓଡିଶାକୁ ଗର୍ବିତ କରାଇଲେ ଓଡ଼ିଆ ଝିଅ: ଦେଶର ପ୍ରଥମ ମହିଳା ADC ହେଲେ ମନୀଷା ପାଢ଼ୀ

ଓଡିଶା ଭାସ୍କର: ଆଜି ଭାରତ ବର୍ଷ କାହିଁକି ବିଶ୍ୱରେ ଓଡିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆରବିଆଇ ମୁଖ୍ୟଙ୍କ ଠାରୁ ଆରମ୍ଭ କରି ଦେଶର ରାଷ୍ଟ୍ରପତିଙ୍କ ପର୍ୟ୍ୟନ୍ତ ଓଡ଼ିଆ ଆଜି ବହୁ ଆଗରେ ରହିଛନ୍ତି। ତେବେ…

ଦୁନିଆରେ ଏମିତି ବି ମଣିଷ ଅଛନ୍ତି? ୫୦ ବର୍ଷ ହେଲା କେବଳ ପାଣି ଓ କୋଲ୍ଡ ଡ୍ରିଙ୍କ ପିଇ ବଞ୍ଚିଛନ୍ତି ଜଣେ ମହିଳା

ନୂଆଦିଲ୍ଲୀ: ମଣିଷ ବଞ୍ଚିବା ପାଇଁ ପ୍ରତ୍ୟେକ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ସାଧାରଣ ଭାବେ ଗୋଟିଏ ଦିନ ନ ଖାଇଲେ ଆମକୁ ହାଲିଆ ଲାଗେ ଓ କାମ କରିବାକୁ ବଳ ପାଏନି । ତେବେ ଜଣେ ମହିଳା କୌଣସି ଖାଦ୍ୟ ସେବନ ନକରି କେବଳ…

ଲମ୍ବା ଓ ସୁନ୍ଦର କେଶ ରଖି ଗିନିଜ୍ ୱାର୍ଲ୍ଡ ରେକର୍ଡ, କେଶର ଲମ୍ବ ୭ ଫୁଟ ୯ ଇଞ୍ଚ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସ୍ମିତା ଶ୍ରୀବାସ୍ତବ ନିଜର ଲମ୍ବା କେଶ ଲାଗି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ସ୍ମିତା ୧୪ ବର୍ଷରୁ କେଶ କାଟିବା ବନ୍ଦ କରିଦେଇଥିଲେ । ଏବେ ତାଙ୍କ କେଶ ବଢି ବଢି ୭ ଫୁଟ ୯…

ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ୨୫ ହଜାରକୁ ବୃଦ୍ଧି ପାଇଲା ଦେଶର ଜନ ଔଷଧି କେନ୍ଦ୍ର ସଂଖ୍ୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇଟି ବଡ଼ ଯୋଜନାର ଶୁଭାରମ୍ଭ କରିଛନ୍ତି । ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ ମହିଳା…

BIG BREAKING: ବଡ଼ ଧରଣର ଦୁର୍ଘଟଣା, ୧୭ ଜଣ ଆହତ

ଓଡିଶା ଭାସ୍କର: ଘାଟିରେ ଭ୍ୟାନ ଓଲଟିବାରୁ ୧୭ ଜଣ ଆହତ। ଏଭଳି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ନେଇ ସୂଚନା ଆସି ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଭ୍ୟାନଟି ଏକ ସଂକୀର୍ତ୍ତନ ମଣ୍ଡଳୀକୁ ନେଇ ଫେରୁଥିବା…