Browsing Category
Breaking News
26/11 Attack; ରକ୍ତରେ ଭିଜି ଯାଇଥିଲା ମାୟା ନଗରୀ: ଭାରତ ଅତୀତର କଳା କାହାଣୀରେ ମୁମ୍ବାଇ ବ୍ଲାଷ୍ଟ, ପୂରିଲା ୧୫ ବର୍ଷ
ଓଡ଼ିଶା ଭାସ୍କର: ୧୫ ବର୍ଷ ତଳର କଥା... ସବୁଦିନ ପରି ସେଦିନ ମଧ୍ୟ ହସ ଖୁସିରେ ଆରମ୍ଭ ହୋଇଥିଲା । ସୂର୍ଯ୍ୟଙ୍କ କିରଣ ସହିତ ମୁମ୍ବାଇ ସହରରେ ବିଞ୍ଚି ହୋଇ ଯାଇଥିଲା ହସଖୁସିର ମାହୋଲ । କିନ୍ତୁ କିଏ ଜାଣିଥିଲା, କେତେ…
SSB ପକ୍ଷରୁ ଜରୁରୀ ସୂଚନା: ୧୦୬୫ଟି ଅଧ୍ୟାପକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଧ୍ୟାନ ଦିଅନ୍ତୁ
ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ୧୦୬୫ଟି ଅଧ୍ୟାପକ ପଦ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ନୂଆ…
ଆକ୍ସନ ମୋଡ଼ରେ RBI: ବ୍ୟାଙ୍କ ବୋର୍ଡକୁ ସସପେଣ୍ଡ କଲା କେନ୍ଦ୍ରୀୟ ବ୍ୟାଙ୍କ, ଗ୍ରାହକଙ୍କ ଅବସ୍ଥା କ’ଣ ହେବ
ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକାଧିକ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଚଳିତ ସପ୍ତାହରେ ବ୍ୟାଙ୍କ ୮ଟି ବ୍ୟାଙ୍କ ଉପରେ ଜରିମାନା…
IPL-2024; ଶାର୍ଦ୍ଦୁଳ ଠାକୁରଙ୍କୁ ରିଲିଜ କଲା କୋଲକାତା: ଦିଲ୍ଲୀରେ କ’ଣ ହେବ ପୃଥ୍ୱୀ ଶ’ଙ୍କ ଭବିଷ୍ୟତ?
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ବିଭିନ୍ନ ଫ୍ରାଞ୍ଚାଇଜି ଦଳରୁ ଖେଳାଳିମାନଙ୍କୁ ରିଟେନ କରିବା ସହ କିଛି କେଳାଳିଙ୍କୁ ରିଲିଜ କରିବା ଆରମ୍ଭ କରିଛନ୍ତି । ତେବେ ଏହା ମଧ୍ୟରେ କୋଲକାତା ନାଇଟ…
ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା: ଏଣିକି ବ୍ୟାଙ୍କର ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ମିଳିବ ୪ ପ୍ରତିଶତ ସୁଧ
ନୂଆଦିଲ୍ଲୀ: ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ । ସେଥିପାଇଁ ଲୋକମାନେ ଅଧିକ ସୁଧ ମିଳୁଥିବା ବିକଳ୍ପ ସନ୍ଧାନରେ ରହିଥାନ୍ତି । ବର୍ତ୍ତମାନ ସମୟରେ ବଜାରରେ ସ୍ଥାୟୀ ଜମା (ଏଫଡି), ରିକରିଂ ଡିପୋଜିଟ…
ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ରାଜ୍ୟ: ୩ ଉପରେ ରହିଛି ତୀବ୍ରତା
ନୂଆଦିଲ୍ଲୀ: ସକାଳୁ ସକାଳୁ ଅନୁଭୂତ ହୋଇଛି ଭୂମିକମ୍ପର ଏକ ଶକ୍ତ ଝଟକା । ହରିୟାଣାର ସୋନିପତରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩ ଥିବା ରେକର୍ଡ କରାଯାଇଛି । ତେବେ ଭୂମିକମ୍ପରେ…
କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା: ଏହି ଛକରୁ ଶ୍ରୀମନ୍ଦିର ଯାଏଁ ଗାଡ଼ି ଚଳାଚଳ ମନା
ଓଡିଶା ଭାସ୍କର(ପୁରୀ): ଆସନ୍ତା ୨୭ ତାରିଖ ବା ସୋମବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ପ୍ରଶାସନ ପକ୍ଷରୁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ…
‘ବିରାଟ’ ଟ୍ରେଡ କଲା ରୋୟଲ ଚାଲେଞ୍ଜର୍ସ: ହାଇଦ୍ରାବାଦର ମୟଙ୍କଙ୍କୁ ଦଳରେ କଲା ସାମିଲ
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବ ମିନି ଅକ୍ସନ । ତେବେ ଏହା ପୂର୍ବରୁ ଅଙ୍କକଷା ଆରମ୍ଭ କରି ସାରିଛନ୍ତି ପ୍ରତ୍ୟେକ ଦଳର ମ୍ୟାନେଜମେଣ୍ଟ । ଏହାପୂର୍ବରୁ କିଛି ଦଳ ନୂଆ ‘ଟ୍ରେଡିଙ୍ଗ’…
ମୋର ବିଶ୍ୱାସ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର “ତେଜସ” ସିନେମା ଦେଖିଛନ୍ତି: ଅଭିନେତ୍ରୀ କଙ୍ଗନା
ମୁମ୍ବାଇ: ନିକଟରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ‘ତେଜସ୍’ ବଡ଼ପରଦାରେ ରିଲିଜ ହୋଇସାରିଛି। କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ସେମିତି କିଛି କମାଲ କରିପାରିନାହିଁ। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ମସ୍ତିଷ୍କକୁ କମଜୋର କରିଦିଏ ଆପଣଙ୍କର ଏହି ୫ଟି ଅଭ୍ୟାସ: ହୋଇଯାଆନ୍ତୁ ସାବଧାନ୍
ଓଡ଼ିଶା ଭାସ୍କର: ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ମସ୍ତିଷ୍କ । ଏହା ଆମର ଶାରୀରିକ, ମାନସିକ ଏବଂ ଭାବନାତ୍ମକ ବିକାଶ କରିଥାଏ । ତେଣୁ ମସ୍ତିଷ୍କର ଯତ୍ନ ନେବା ଆମ ପାଇଁ ଖୁବ ଜରୁରୀ ହୋଇଥାଏ । କାରଣ…