Browsing Category

Breaking News

ଅଧାରେ ଅଟକିଲା କ୍ୟାବିନେଟ ନିଷ୍ପତ୍ତି: ଅଣ-ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର: କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଲାଗିଛି ରୋକ । ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର କରିବା ପାଇଁ ହୋଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଗତ କ୍ୟାବିନେଟ ବୈଠକରେ ଏ ନେଇ…

୬ ଦିନ ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ପାଇଁ ଆଶାର କିରଣ: ମୃତ୍ୟୁର ମୁହଁରୁ ବାହାର କରୁଛି ଆମେରିକୀୟ ମେସିନ୍

ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରାଯାଉଛି । ଆଧୁନିକ ଯନ୍ତ୍ରଗୁଡ଼ିକର ସାହାଯ୍ୟ ନିଆଯାଉଛି । ଦେଶ ତଥା ବିଶ୍ୱର…

ବିଶ୍ୱକପ ଫାଇନାଲରେ ଫେରିବେ Captain Cool ମାହି! ମୋଦୀଙ୍କ ସହ ମ୍ୟାଚ ଦେଖିବେ ପିସିବି ମୁଖ୍ୟ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ ପାଇଁ ସଜେଇ ହୋଇସାରିଛି ମହାମଞ୍ଚ । ପ୍ରସ୍ତୁତ ହୋଇ ସାରିଛନ୍ତି ଦୁଇ ଫାଇନାଲିଷ୍ଟ ଭାରତ ଏବଂ ଅଷ୍ଟ୍ରେଲିଆ । ଆସନ୍ତା ୧୯ ତାରିଖ ରବିବାରରେ ଫାଇନାଲ ଫାଇଟ ପାଇଁ ମୁହାଁମୁହିଁ ହେବେ…

ମହମ୍ମଦ ଶାମିଙ୍କୁ ଟ୍ରୋଲ କରିବା ପଛରେ ପାକିସ୍ତାନର ବଡ ଷଡଯନ୍ତ୍ର: କାହିଁକି ବାରମ୍ବାର ଉଠାଉଛି ଧର୍ମ ପ୍ରସଙ୍ଗ

ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ର ଫାଇନାଲ ମ୍ୟାଚ୍ ରେ ଭାରତ ଧମାକେଦାର ଏଣ୍ଟ୍ରି କରିଛି । ବୁଧବାର ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ…

Breaking; ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’: ଓଡ଼ିଶାରେ କ’ଣ ରହିବ ପରିସ୍ଥିତି?

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବର୍ତ୍ତମାନ ବାତ୍ୟାର ରୂପ ନେଇଛି । ସମୁଦ୍ର ଭିତରେ ବାତ୍ୟାର ରୂପ ନେବା ପରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଘଣ୍ଟା ପ୍ରତି ୨୦ କି.ମି…

ବାତ୍ୟା ଆଲର୍ଟ; ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ: ଓଡ଼ିଶା ଉପରେ ନାହିଁ ବିପଦ

ନୂଆଦିଲ୍ଲୀ: ଆଜି ବାତ୍ୟାର ରୂପ ନେବ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ । ତେବେ ଏହା ଏକ ବଡ଼ ବାତ୍ୟା ନୁହେଁ, ଛୋଟ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଅବପାତଟି ଦିଗ ପରିବର୍ତ୍ତନ…

ଭୁବନେଶ୍ୱର ଯିବା ରାସ୍ତାରେ ବଡ଼ ଦୁର୍ଘଟଣା: ଦ୍ରୁତ ଗତିରେ ଆସି ଚଢ଼ିଗଲା ଟ୍ରକ

ଅନୁଗୁଳ: ଟ୍ରକ ଚଢ଼ି ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ଆଜି ସାମ୍ନାକୁ ଆସିଛି । ତେବେ ଏହି ଘଟଣାରେ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା କିଶୋର ନଗର ବରଗାପାଲି ଅଞ୍ଚଳରେ ।…

ମଧ୍ୟପ୍ରଦେଶ-ଛତିଶଗଡ଼ରେ ନିର୍ବାଚନ ଲଢେଇ: ସକାଳ ୭ରୁ ମତଦାନ ଆରମ୍ଭ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ଼ ବିଧାନସଭା ପାଇଁ ଆରମ୍ଭ ହୋଇଛି ମତଦାନ । ମଧ୍ୟପ୍ରଦେଶର ସମସ୍ତ ୨୩୦ ଏବଂ ଛତିଶଗଡ଼ର ୭୦ଟି ଆସନରେ ମତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସକାଳ ୭ଟାରୁ ମଧ୍ୟପ୍ରଦେଶରେ ମତଦାନ ଆରମ୍ଭ…

୨୦ ବର୍ଷ ତଳର ପ୍ରତିଶୋଧ ନେବ ଭାରତ; ବିଶ୍ୱକପ ଫାଇନାଲରେ ପୁଣି ମୁହାଁମୁହିଁ ହେବେ ଇଣ୍ଡିଆ-ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ; ଆଇସିସି ODI ବିଶ୍ୱକପର ଫାଇନାଲରେ କେଉଁ ଦଳ ଭାରତୀୟ ଦଳକୁ ଭେଟିବ ତାହା ସ୍ଥିର ହୋଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକପାଖିଆ ବିଜୟ ହାସଲ କରିବା ପରେ ଭାରତ ଟାଇଟଲ ମୁକାବିଲାରେ ସ୍ଥାନ ହାସଲ କରିଛି।…

(Video)ମାଡ଼ ମାରି କ୍ଷମା ମାଗିଲେ ଅଭିନେତା ନାନା ପାଟେକର, ଶୁଣନ୍ତୁ ସେ କ’ଣ କହୁଛନ୍ତି

ଓଡିଶା ଭାସ୍କର; ଫ୍ୟାନ୍‌ଙ୍କୁ ମାଡ଼ ମାରି କ୍ଷମା ମାଗିଲେ ଅଭିନେତା ନାନା ପାଟେକର । ଏହି ବିବାଦୀୟ ଘଟଣାକୁ ନେଇ ନାନା ସଫେଇ ରଖିବା ସହ ଘଟଣା ସମ୍ପର୍କରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏଠାରେ କହି ରଖୁଛୁ…