Browsing Category

Breaking News

OSSC ପକ୍ଷରୁ ବଡ଼ ଘୋଷଣା: CGL ୨୦୨୩ ଗ୍ରୁପ-ବି ଓ ଗ୍ରୁପ-ସି ପଦ ସଂଖ୍ୟା ପୁଣି ବଢ଼ିଲା

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଆସିଛି ପୁଣି ଏକ ଖୁସି ଖବର । ଓଏସଏସସି ପକ୍ଷରୁ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ୨୦୨୩ ନିଯୁକ୍ତିର ପଦ ସଂଖ୍ୟା ପୁଣି ବୃଦ୍ଧି କରାଯାଇଛି । ପ୍ରଥମେ ୪୯୫ଟି ଖାଲି ପଦ…

World Cup-2023 ସେମି ଫାଇନାଲ ପୂର୍ବରୁ ଭୟଙ୍କର ଅବତାର ନେଲେ ରୋହିତ: ଗୋଟିଏ ଇନିଂସରେ ଭାଙ୍ଗିଲେ ୫ଟି ବଡ଼ ରେକର୍ଡ

ଚେନ୍ନାଇ: ଆଜି ବିଶ୍ୱକପ-୨୦୨୩ର ଶେଷ ଲିଗ ମ୍ୟାଚରେ ନେଦରଲାଣ୍ଡକୁ ଭେଟିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ । ଯାହା ଦଳ ପାଇଁ ସମ୍ପୂର୍ଣ୍ଣ ଉଚିତ୍…

OSSC ପକ୍ଷରୁ ନିଯୁକ୍ତି ସୁଯୋଗ: ଷ୍ଟେନୋଗ୍ରାଫର, ଟାଇପିଷ୍ଟ, DEO ପଦ ପୂରଣ ପାଇଁ ଜାରି ହେଲା ବିଜ୍ଞପ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ନିକଟରେ ଓଏସଏସସି ପକ୍ଷରୁ ବହୁ ପଦ ପାଇଁ ଚାକିରି ବାହାରିଥିବା…

‘ଜୟ ଶ୍ରୀରାମ’ ଧ୍ୱନିରେ କମ୍ପି ଉଠିଲା ଅଯୋଧ୍ୟା ନଗରୀ: ଲକ୍ଷ ଲକ୍ଷ ଦୀପରେ ଆଲୋକିତ ସରଜୁ ନଦୀ

ଅଯୋଧ୍ୟା: ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଭୂମି ଆଜି ଲକ୍ଷ ଲକ୍ଷ ଦୀପର ଆଲୋକରେ ଆଲୋକିତ ହୋଇ ଉଠିଛି । ପ୍ରଭୂ ଶ୍ରୀରାମଙ୍କ ଆଗମନରେ ଅଯୋଧ୍ୟାରେ ପାଳନ ହେଉଛି ଆଲୋକର ପର୍ବ ଦୀପାବଳି ।…

Breaking News; ୱେଲଡିଂ ବେଳେ ଭୁବନେଶ୍ୱରରେ ଜଳିଗଲା ୫ ବସ୍

ଓଡିଶା ଭାସ୍କର; ଭୁବନେଶ୍ୱରରେ ଜଳିଗଲା ୫ ବସ୍ । ଦୀପାବଳି ସନ୍ଧ୍ୟା ପୂର୍ବରୁ ସାମ୍ନାକୁ ଆସଛି ଏଭଳି ଏକ ଅଭାବନୀୟ ଘଟଣା । ୱେଲଡିଂ ବେଳେ ବସରେ ନିଆଁ ଲାଗିଯାଇଥିବା ସୂଚନା । ରାଜଧାନୀର ତମାଣ୍ଡୋ ଅଞ୍ଚଳରେ ଥିବା ଏକ…

ଶିକ୍ଷକଙ୍କୁ ଦିଆଯିବ ୮ ଇଞ୍ଚିଆ ଟାବଲେଟ୍: ସମସ୍ତ DEOଙ୍କୁ OSEPAର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ତେବେ ଏହା ମଧ୍ୟରେ ପ୍ରାଥମିକ ଶିକ୍ଷାକୁ ଡିଜିଟାଲୀକରଣ କରିବା ଲକ୍ଷ୍ୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା…

ଦୀପାବଳିରେ ରଙ୍ଗୋଲି ପକାଇଲେ ପ୍ରିୟଙ୍କା ଚୋପ୍ରାଙ୍କ ଝିଅ, ଫ୍ୟାନ୍ସଙ୍କୁ ସେୟାର କଲେ ଫଟୋ

ନୂଆଦିଲ୍ଲୀ: ଆଜି ସମଗ୍ର ବିଶ୍ୱରେ ଦିୱାଲୀ ପର୍ବ ପାଳନ କରାଯାଉଛି। ଏହାର ଲୋକପ୍ରିୟତା ଦେଶ ତଥା ବିଦେଶରେ ଦେଖାଯାଉଛି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହୁଏତ ବିଦେଶରେ ବସବାସ କରୁଥିବେ, କିନ୍ତୁ ସେ ପ୍ରତ୍ୟେକ ପର୍ବକୁ…

ଭାରତୀୟ ସେନା ଯେଉଁଠି ରୁହନ୍ତି ତାହା କୌଣସି ମନ୍ଦିର ଠାରୁ କମ ନୁହେଁ, ଯବାନଙ୍କ ସହ ଦୀପାବଳି ପର୍ବ ପାଳନ ବେଳେ ଏପରି କହିଲେ PM ମୋଦୀ

ନୂଆଦିଲ୍ଲୀ: ଦିୱାଲୀ ପର୍ବ ସମଗ୍ର ଦେଶରେ ବହୁ ଆଡମ୍ବର ସହ ପାଳନ କରାଯାଏ। ଏହି ସମୟରେ, ପ୍ରତିବର୍ଷ ଭଳି, ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋ ଦିୱାଲି ପାଳନ କରିବାକୁ ଦେଶର ସୈନିକମାନଙ୍କ ପାଖରେ ପହଞ୍ଚିଛନ୍ତି। ଚଳିତ…

(video)ଘର ସହ ନିଜକୁ ବି ଏଲଇଡି ଆଲୁଅରେ ସଜାଇଲେ ମହିଳା, ୟୁଜର କହିଲେ ବିଜୁଳି ଦେବୀ

ଓଡ଼ିଶା ଭାସ୍କର:ଭାରତରେ ଆଲୋକର ପର୍ବ ଦୀପାବଳି ବେଶ୍ ଧୁମଧାମ୍‌ରେ ପାଳନ କରାଯାଏ । ଏହିଦିନ ଦୀପର ଆଲୋକରେ ରାତିର ଅନ୍ଧକାର ଦୂରେଇ ଯାଏ । ଚାରିଆଡେ ଆକର୍ଷଣୀୟ ଆଲୋକ ସଜ୍ଜା ଏକ ଅପୂର୍ବ ପରିବେଶ ସୃଷ୍ଟି କରେ । ଲୋକମାନେ…

Israel-Hamas war: ଜାତିସଂଘର ପାଲେଷ୍ଟାଇନରେ ଇସ୍ରାଏଲ୍ ବସତି ବିରୋଧ ପ୍ରସ୍ତାବକୁ ସମର୍ଥନ କଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ, ପାଲେଷ୍ଟାଇନରେ ଇସ୍ରାଏଲ୍ ବସତି ବିରୁଦ୍ଧରେ ମିଳିତ ଜାତିସଂଘରେ ଏକ ଗୁରୁତ୍ୱପୂର୍ଣ୍ଣ…