Browsing Category

Breaking News

‘ସିଙ୍ଘମ ଏଗେନ୍‌’ ରୁ ଦୀପିକାଙ୍କ ଫାଷ୍ଟ ଲୁକ୍ ହେଲା ଭାଇରାଲ୍‌, କ’ଣ କମେଣ୍ଟ କଲେ ରଣବୀର ସିଂହ ଦେଖନ୍ତୁ

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିଙ୍ଘମ ଏଗେନ୍‌’ କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଭରି ରହିଛି । ଅଜୟ ଦେବଗନ୍ ଷ୍ଟାରର ଏହି ଫିଲ୍ମରେ ଅକ୍ଷୟ କୁମାର ଓ ରଣବୀର ସିଂହ ମଧ୍ୟ ନଜର ଆସିବେ । କିଛି ଦିନ ତଳେ…

OSEPA ଜାରି କଲା ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି: ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଜାଣି ରଖନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରକାଶ ପାଇଥିବା ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ସେପ୍ଟେମ୍ବର ମାସ…

ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ବିରୁଦ୍ଧରେ ଲଢିବେ ହନୁମାନ, ଜାଣନ୍ତୁ କିଏ ଏହି ହନୁମାନ

ଭୋପାଳ: ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ କଂଗ୍ରେସ ଏହାର ପ୍ରଥମ ତାଲିକା ଜାରି କରିଦେଇଛି । ଏହି ତାଲିକାରେ କଂଗ୍ରେସ ୧୪୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏଥିରେ ବହୁ ବଡ ବଡ ନାମ ବି ସାମିଲ ରହିଛି । ତେବେ କଂଗ୍ରେସ…

ବିନା ସୂଚନାରେ ପତି ବି କରିପାରିବେନି ପତ୍ନୀଙ୍କ ଫୋନ୍ କଲ୍ ରେକର୍ଡ, ଏପରି ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ

ନୂଆଦିଲ୍ଲୀ: ଛତିଶଗଡ ହାଇକୋର୍ଟ ଏକ ମାମଲାର ଶୁଣାଣୀ କରି କହିଛନ୍ତି ପତି ପତ୍ନୀଙ୍କୁ କୌଣସି ସୂଚନା ନ ଦେଇ ଯଦି ତାଙ୍କ ଫୋନ୍ ରେକର୍ଡ କରୁଛି ତେବେ ଏହା ଆର୍ଟିକିଲ ୨୧ର ଉଲଙ୍ଘନ ଅଟେ । ଏହି କ୍ରମରେ ହାଇକୋର୍ଟ ଏକ…

ମର୍ମନ୍ତୁଦ ଦୁର୍ଘଟଣା: କାର୍ ଓ ଟ୍ରକ୍ ଧକ୍କାରେ ୭ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ତିରୁବନ୍ନାମଲାଇରେ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । କାର୍ ଓ ଟ୍ରକ୍ ଧକ୍କାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ…

ଆପଣ ଆଇଫୋନ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଗାଡ଼ିରେ କିପରି କନେକ୍ଟ ହୁଏ ଆପଲ କାର ପ୍ଲେ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଆଇଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିସହିତ ଯାନବାହାନ ମଧ୍ୟ ଯଥେଷ୍ଟ ଉନ୍ନତ ହେବାରେ ଲାଗିଛି। କାରରେ ଥିବା ମ୍ୟୁଜିକ୍ ସିଷ୍ଟମକୁ ପ୍ରବେଶ କରିବାକୁ,…

ଓଡ଼ିଶାରେ ୧୩୦୦ ସରକାରୀ ପଦ ଖାଲି: ଅକ୍ଟୋବର ୧୬ ଆବେଦନର ଶେଷ ତାରିଖ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ଅଧିନରେ ୧୩୦୦ ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଆବେଦନ କରିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ…

OUAT ବିକଶିତ କଲା ଏକ ନୂଆ ପୁଷ୍ଟିଯୁକ୍ତ କିସମ ‘ଶ୍ରୀରତ୍ନ’: ୧ ହେକ୍ଟର ଜମିରେ ଉତ୍ପାଦନ ହେବ ୨୩ କୁଇଣ୍ଟାଲ ମାଣ୍ଡିଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ମାଣ୍ଡିଆର ଉତ୍ପାଦନ, ପ୍ରଚାର, ପ୍ରସାର ନେଇ ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଖୁସି ଖବର । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)…

ଆଫଗାନିସ୍ତାନରେ ପୁଣି ଭୂମିକମ୍ପ ଝଟକା: ଘରୁ ବାହାରି ଦୌଡ଼ିବାକୁ ଲାଗିଲେ ଲୋକେ, ଜାଣନ୍ତୁ କେତେ ଥିଲା ତୀବ୍ରତା

କାବୁଲ: ପଶ୍ଚିମ ଆଫଗାନିସ୍ତାନରେ ଆଜି ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଏଠାରେ ୬.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଘଟିଛି ବୋଲି ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ସୂଚନା ଦେଇଛି। ୧୦ କିଲୋମିଟର…

ଜବରଦସ୍ତ ରୋଜଗାର କରିବାର ସୁଯୋଗ! ଆସନ୍ତା ସପ୍ତାହରେ ଖୋଲୁଛି ଏହି ୩ଟି କମ୍ପାନୀର IPO

ନୂଆଦିଲ୍ଲୀ: IPO କ୍ଷେତ୍ରରେ ସେପ୍ଟେମ୍ବର ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ମାସରେ ଅନେକ SME ଏବଂ ବଡ କମ୍ପାନୀର IPO ଖୋଲିଛି। ଅକ୍ଟୋବର ବିଷୟରେ କହିବାକୁ ଗଲେ, ଏହି ମାସରେ ମଧ୍ୟ ଅନେକ କମ୍ପାନୀ ଇସୁ…