Browsing Category

Breaking News

ହସ୍ପିଟାଲ ପାଲଟିଲା ରଣକ୍ଷେତ୍ର : ଜମି ବିବାଦକୁ ନେଇ ଖଣ୍ଡଯୁଦ୍ଧ

ଭଦ୍ରକ : ଝିମିଟି ଖେଳରୁ ମହାଭାରତ । ଠିକ ଏଭଳି ଭଦ୍ରକରେ ଏକ ଅଭାବନୀୟ ଘଟଣା ଘଟିଛି । ଭଦ୍ରକର ମୁଖ୍ୟ ହସ୍ପିଟାଲରେ ହେଲା ଖଣ୍ଡଯୁଦ୍ଧ । ମେଡିକାଲ ପାଲଟିଲା ଯୁଦ୍ଧର ମଇଦାନ । ଜମି ବିଦକୁ ନେଇ ଭଦ୍ରକ ଜିଲ୍ଲାର ମୁଖ୍ୟ…

ଶରତରେ ରହୁଛି ଗ୍ରୀଷ୍ମର ତାତି: ୩୫ଡିଗ୍ରୀ ଉପରେ ସହରର ତାପମାତ୍ରା, ଆହୁରି ୧୦ଦିନ କଲବଲ କରିବ ଗରମ

ଭୁବନେଶ୍ୱର(ଭାସ୍କର ନ୍ୟୁଜ): ମୌସୁମୀ ଅପସାରଣ ସମୟରେ ପାରଦ ଉପରମୁହାଁ ହୋଇଛି । ଶରତରେ ଗ୍ରୀଷ୍ମର ତାତି ଅନୁଭୂତ ହେଉଛି । ବର୍ଷା କମିଯାଇଥିବାରୁ ଆଶ୍ୱିନ ମାସରେ ମଧ୍ୟ ଟାଇଁ ଟାଇଁ ଖରା ସହ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ…

ଗୁଇନ୍ଦା ସଂସ୍ଥାରେ ୬୭୭ ପଦ ଖାଲି: ଦଶମ ପାସ୍ ପ୍ରାର୍ଥୀଙ୍କୁ ସୁରକ୍ଷା ସହାୟକ ଓ MTS ପଦରେ ଦିଆଯିବ ନିଯୁକ୍ତି

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ସିକ୍ୟୁରିଟି ଆସିଷ୍ଟାଣ୍ଟ ଓ ଏମଟିଏସ୍ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ମୋଟ ୬୭୭ଟି ପଦ ଖାଲି ରହିଥିବା ବେଳେ…

ରୂପ ବଦଳାଉଛି ଡେଙ୍ଗୁ ମଶା : ଘାତକ ସାଜୁଛି ‘ଆଲ୍‌ବୋପିକ୍ଟସ୍‌’

ଭୁବନେଶ୍ୱର : ଡେଙ୍ଗୁ ସୃଷ୍ଟିକାରୀ ମଶା ନିଜର ରୂପ ବଦାଳାଉଛି । ଆଗରୁ କେବଳ ଏଡ଼ସ୍ ମଶା ଡେଙ୍ଗୁ ସଂକ୍ରମଣର ମୁଖ୍ୟ ବାହକ ଥିବା ବେଳେ ତାହା ଏବେ ନୂଆ ପ୍ରଜାତିର ‘ଆଲ୍‌ବୋପିକ୍ଟସ୍‌’ ଏଡସ୍ ମଶା ସହ ମିଶି ଲୋକଙ୍କ ପାଇଁ…

ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ ବଦଳିବ? କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିସାରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) । ନଭେମ୍ବର ୩ ତାରିଖରୁ ୩୦ ତାରିଖ…

ଟ୍ରାଫିକ ବ୍ୟବସ୍ଥାରେ ଆସିବ ବଡ଼ ସଂସ୍କାର: ସହରକୁ ଜଗିବ ସ୍ୱୟଂକ୍ରିୟ ସିସିଟିଭି, ରାସ୍ତାରୁ ହଟିବେ ପୋଲିସ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସହରର ଛକ ଓ ବଜାରମାନଙ୍କରେ ଆଉ ଟ୍ରାଫିକ ପୋଲିସ ଜଗିବେ ନାହିଁ । ଟ୍ରାଫିକ ପରିଚାଳନା କ୍ଷେତ୍ରରେ ଆସିବ ଏକ ବଡ଼ ସଂସ୍କାର । ପୋଲିସ କର୍ମଚାରୀଙ୍କ ସ୍ଥାନରେ ବୈଷୟିକ ଜ୍ଞାନକୌଶଳର…

ଆଫଗାନିସ୍ତାନକୁ ଭେଟିବ ଭାରତ : ବିଜୟ ଲକ୍ଷ୍ୟରେ ଆଗେଇଛି ଟିମ ଇଣ୍ଡିଆ

ନୂଆଦିଲ୍ଲୀ : ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳା ଯିବ । ରାଜଧାନୀରେ ମୁହାଁମୁହିଁ ହେବେ ଦୁଇ ଦଳ । ପୂର୍ବରୁ ମ୍ୟାଚ ଗୁଡିକରେ ବିଜୟ ହୋଇଥିବାରୁ ଏବେ ବି ତା’ର ବିଜୟ ଅଭିଯାନର ଲକ୍ଷ୍ୟ ବଜାୟ ରଖି ଖେଳିବ…

ଗଣଶିକ୍ଷା ବିଭାଗର ସୂଚନା: ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରାଯିବ, କିଣାଯିବ ୯୬ ହଜାର ଟାବଲେଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିବା ସହିତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ…

World Cup-2023; ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ଐତିହାସିକ ବିଜୟ: ବିଶ୍ୱକପ ଇତିହାସରେ ପ୍ରଥମ ଥର ହେଲା ଏମିତି କାରନାମା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଐତିହାସିକ ବିଜୟର ଅଧିକାରୀ ହୋଇଛି ପାକିସ୍ତାନ । ଓପନର ଅବଦୁଲ୍ଲା ଶାଫିକ୍ ଏବଂ ମହମ୍ମଦ ରିଜୱାନଙ୍କ ଶତକ ଶ୍ରୀଲଙ୍କାକୁ ଚକମା ଦେଇ ମ୍ୟାଚକୁ ନିଜ କବଜାରେ…

IND vs PAK ମ୍ୟାଚ୍ ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା: ଗୁଜରାଟ ପୋଲିସ ପକ୍ଷରୁ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଜୋରସୋରରେ ଚାଲିଛି ଦିନିକିଆ ବିଶ୍ୱକପ୍ କ୍ରିକେଟ୍ । ପ୍ରତିଦିନ ବଡ଼ ବଡ଼ ଦଳ ମଦ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳୁଛି । କିନ୍ତୁ ପ୍ରକୃତ କ୍ରୀଡ଼ାପ୍ରେମୀ ଅକ୍ଟୋବର ୧୪ ତାରିଖକୁ ଅପେକ୍ଷା କରି…