Browsing Category

Breaking News

ବିଜାପୁରରେ ମାଓବାଦୀଙ୍କ ଆତଙ୍କ, ଗଳାକାଟି 3 ଗ୍ରାମବାସୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ମାଓବାଦୀଙ୍କ ଏହି କାପୁରୁଷତାପୂର୍ଣ୍ଣ କାର୍ଯ୍ୟ ପୁଣିଥରେ ସାମ୍ନାକୁ ଆସିଛି । ମାଓବାଦୀମାନେ ୩ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି । ବିଜାପୁରର ପେଡ୍ଡା କୋର୍ମା ଗାଁରେ ମାଓବାଦୀମାନେ…

ଛଅ ଦିନରେ ଏୟାର ଇଣ୍ଡିଆର ୮୩ଟି ଉଡ଼ାଣ ରଦ୍ଦ, ବୋଇଂ ୭୮୭ ସବୁଠାରୁ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନ ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଭାରତୀୟ ବିମାନ ଚଳାଚଳ ନିୟନ୍ତ୍ରଣ ସଂସ୍ଥା (ଡିଜିସିଏ) ଦ୍ୱାରା ଜାରି କରାଯାଇଥିବା କଡ଼ା ସୁରକ୍ଷା ନିର୍ଦ୍ଦେଶ…

ଏଆଇ ବ୍ୟବହାର କରି ଇରାନର ପରମାଣୁ ବୈଜ୍ଞାନିକଙ୍କ ହତ୍ୟା: ଯୁଦ୍ଧରେ ନୂଆ ଖୁଲାସା

ତେହେରାନ: ଇରାନର ପରମାଣୁ କାର୍ଯ୍ୟକ୍ରମରେ ଏକ ବଡ଼ ଆଘାତ ଲାଗିଛି, ଯେତେବେଳେ ଇସ୍ରାଏଲ ଦ୍ୱାରା କରାଯାଇଥିବା ସାମରିକ ହମଲାରେ ଅନେକ ବରିଷ୍ଠ ପରମାଣୁ ବୈଜ୍ଞାନିକଙ୍କ ସହ ଶୀର୍ଷ ସୈନ୍ୟ ଅଧିକାରୀମାନେ ନିହତ ହୋଇଛନ୍ତି।…

ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ନୂଆ ଖୁଲାସା: ହତ୍ୟାରେ ବ୍ୟବହୃତ ହୋଇଥିଲା ଦୁଇଟି ଅସ୍ତ୍ର, ପୋଲିସ କହିଲା କିଏ କରିଥିଲା ଆଟାକ

ଶିଲଙ୍ଗ: ମେଘାଳୟରେ ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡରେ ମେଘାଳୟ ପୁଲିସର ସ୍ପେଶାଲ ଇନଭେଷ୍ଟିଗେସନ ଟିମ (SIT) ନୂଆ ଖୁଲାସା କରିଛି। ପୁଲିସ ଅନୁସାରେ, ରାଜାଙ୍କୁ ହତ୍ୟା କରିବା ପାଇଁ ଗୋଟିଏ ନୁହେଁ,…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଅକଥନୀୟ ନିର୍ଯାତନା, ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ଭର୍ତ୍ତି କରି ଲୁହା ଚେଙ୍କ ଦେଲେ

ନୂଆଦିଲ୍ଲୀ: ବିହାରରେ ଜଣେ ପୁରୁଷ ତାଙ୍କ ପତ୍ନୀଙ୍କୁ ନିର୍ମମ ଭାବରେ ନିର୍ଯାତନା ଦେବା ଏବଂ ପରକୀୟା ପ୍ରୀତି ସନ୍ଦେହରେ ତାଙ୍କୁ ଦୁଇ ଦିନ ପାଇଁ ଏକ କୋଠରୀରେ ବନ୍ଦ କରି ରଖିବା ଅଭିଯୋଗରେ ଗିରଫ ହୋଇଛନ୍ତି । ମହିଳା ଜଣକ…

ଗୋପାଳପୁର ଗଣଦୁଷ୍କର୍ମ ମାମଲା ରେଡ୍ ଫ୍ଲାଗ୍: ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଗୋପାଳପୁରରେ ଘଟିଥିବା ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜି)…

ଚାରିଆଡେ ବ୍ୟାପିଲାଣି ହଇଜା, 2 ସପ୍ତାହ ବନ୍ଦ ରହିବ ସବୁ ହୋଟେଲ, ଫାଷ୍ଟଫୁଡ ଦୋକାନ

ଯାଜପୁର: ବ୍ୟାସନଗର ପୌରପାଳିକାରେ କଟକଣା । ହଇଜା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ନିଆଗଲା ପଦକ୍ଷେପ । 2 ସପ୍ତହ ପାଇଁ ସବୁ ହୋଟେଲ, ଫାଷ୍ଟଫୁଡ ବନ୍ଦ ପାଇଁ ଦିଆଗଲା ନିର୍ଦ୍ଦେଶ । ଜଳଖିଆ, ମିଠା ଦୋକାନ, ଚାଟ୍, ଗୁପଚୁପ…

ଜୁଲାଇରେ ଆସିବ ଭୟଙ୍କର ସୁନାମୀ, ଏହି ସବୁ ଦେଶ ହେବ ଛାରଖାର…

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି 'ନୂତନ ବାବା ବେଙ୍ଗା'ଙ୍କ ଭବିଷ୍ୟବାଣୀ । ସେ ଏବେ ଏକ ଭୟଙ୍କ ଭବିଷ୍ୟବାଣୀ କରିଛନ୍ତି । ଜୁଲାଇ 5ରେ ଭୂକମ୍ପ ହେବା ସହ ସୁନାମି ଆସିବ ବୋଲି…

ଗୋପାଳପୁର ବେଳାଭୂମିରେ ଦୁଷ୍କର୍ମ ମାମଲା: ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ଗୋପାଳପୁର ଗଣଦୁଷ୍କର୍ମ ମାମଲା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଛି । ସମସ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଥିବା ବେଳେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

କଡ଼ା ସୁରକ୍ଷା ମଧ୍ୟରେ ହେବ ଅମରନାଥ ଯାତ୍ରା, No-Fly Zone ଘୋଷଣା କଲା ଜମ୍ମୁ-କଶ୍ମୀର

ଶ୍ରୀନଗର: କଡ଼ା ସୁରକ୍ଷା ମଧ୍ୟରେ ହେବ ଅମରନାଥ ଯାତ୍ରା । ଜୁଲାଇ 1 ରୁ ଅଗଷ୍ଟ 10 ପର୍ଯ୍ୟନ୍ତ ସମଗ୍ର ତୀର୍ଥଯାତ୍ରା ରୁଟକୁ ନୋ-ଫ୍ଲାଇ ଜୋନ୍ ଘୋଷଣା କଲେ ଜାମ୍ମୁ କାଶ୍ମୀର ସରକାର । କେନ୍ଦ୍ର ଶାସିତ ଅଞ୍ଚଳର ଗୃହ…