Browsing Category
Breaking News
ପିତୃପକ୍ଷର ଶେଷଦିନ ଲାଗୁଛି ସୂର୍ଯ୍ୟପରାଗ, ଏହି ୪ ରାଶି ସତର୍କ ରହିବାକୁ କହିଲେ ଜ୍ୟୋତିଷବିଦ୍
ଏବେ ପିତୃପକ୍ଷ ଚାଲିଛି । ୧୪ ଅକ୍ଟୋବରରେ ପିତୃପକ୍ଷର ଶେଷଦିନ ପଡୁଥିବା ବେଳେ ଏହିଦିନ ସୂର୍ଯ୍ୟପରାଗ ବି ପଡୁଛି ଓ ଏହା ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଅଟେ । ଏହି ସୂର୍ଯ୍ୟ ଗ୍ରହଣ କନ୍ୟା ରାଶି ଓ ଚିତ୍ରା ନକ୍ଷତ୍ରରେ…
କୁସ୍ତିରେ ଦୀପକ ପୁନିଆ ହାତେଇଲେ ସିଲଭର
ଓଡିଶା ଭାସ୍କର; ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଆଜି ହେଉଛି ଚତୁର୍ଦ୍ଦଶ ଦିବସ । ଏହି ଅବସରରେ ଭାରତୀୟ ଦଳ ସମସ୍ତ ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଏହାରି ମଧ୍ୟରେ କୁସ୍ତିରେ…
(Video) ‘ଏ ଧନ ତୁମେ ଉଠିଯାଅ… ତୁମ ବିନା ମୁଁ ବଞ୍ଚିପାରିବି ନାହିଁ…’
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଦୁଆର ମୁହଁରେ ପହଞ୍ଚି ଯାଇଛନ୍ତି ସହଦି ସ୍ୱାମୀ । ବିକଳ ହୋଇ ଘରୁ ଦୌଡ଼ି ଆସିଛନ୍ତି ଏବେ ଏବେ ବିଧବାର ଆକ୍ଷା ପାଇଥିବା ସ୍ତ୍ରୀ । ସହିଦ ସ୍ୱାମୀର ଛାତିରେ ମୁଣ୍ଡକୁ ପିଟି କାନ୍ଦିବାରେ…
ଏକ ଘରୋଇ ସ୍କୁଲରୁ ଆସିଛି ଛାତି ଥରାଇ ଦେବା ଭଳି ଚିତ୍ର, ୫ ଶ୍ରେଣୀର ଛାତ୍ରୀକୁ ପିଟି ପିଟି ରକ୍ତାକ୍ତ କରିଦେଲେ ଅଧ୍ୟକ୍ଷ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଦାତିଆ ଜିଲ୍ଲାର ଏକ ଘରୋଇ ସ୍କୁଲରୁ ଆସିଛି ଛାତି ଥରାଇ ଦେବା ଭଳି ଚିତ୍ର । ଏହି ସ୍କୁଲର ଅଧ୍ୟକ୍ଷ ୫ ଶ୍ରେଣୀରେ ପଢୁଥିବା ଏକ କୋମଳମତୀ ଛାତ୍ରୀକୁ ଏପରି ପିଟିଛନ୍ତି ଯେ, ତାର ପିଠି ସାରା…
ପ୍ରଶ୍ନପତ୍ର ଭାଇରାଲ ଘଟଣା: ସାଇବର ଥାନାରେ ଏତଲା ଦେଲା BSE
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣା । ଏହି ଘଟଣାକୁ ନେଇ ସାଇବର ଥାନାରେ ଏତଲା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ । ଏକ ୟୁଟ୍ୟୁବ ଚ୍ୟାନେଲ ନାଁରେ ଏତଲା ଦେଇଥିବା…
+୨ ବୋର୍ଡ ପରୀକ୍ଷା ପାଇଁ କୋଶ୍ଚିନ୍ ବ୍ୟାଙ୍କ ପ୍ରକାଶ କଲା CHSE
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ପ୍ରଥମ ଥର ପାଇଁ +୨ ଛାତ୍ରଛାତ୍ରୀଙ୍କ ପାଇଁ କୋଶ୍ଚିନ୍ ବ୍ୟାଙ୍କ ପ୍ରକାଶିତ । ପ୍ରଥମ ପର୍ଯ୍ୟାୟରେ ଉପଲବ୍ଧ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ଗଣିତ ପ୍ରଶ୍ନପତ୍ର । CHSE ୱେବସାଇଟ୍…
ଜିଏସଟି କାଉନସିଲର ୫୨ ତମ ବୈଠକ: ଏହିସବୁ ସାମଗ୍ରୀ ଉପରେ କମିଲା ଜିଏସ୍ଟି, ମଦ ଉପରେ ନିଆଗଲା ବଡ ନିଷ୍ପତ୍ତି
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୫୨ ତମ ବୈଠକରେ ବହୁ ବଡ ନିଷ୍ପତ୍ତି ନିଆଯାଇଛି । ଜିଏସଟି ପରିଷଦ ପକ୍ଷରୁ ବାଜରା ଅଟାରୁ ପ୍ରସ୍ତୁତ ରୁଟି ଉପରେ ୫ ପ୍ରତିଶତ…
କ’ଣ ପୃଥିବୀର ଅଧା ଲୋକଙ୍କୁ ହୋଇଯିବ ନିକଟ ଦୃଷ୍ଟି ଦୋଷ ? WHOର ଷ୍ଟଡୀରେ ଆଶ୍ଚର୍ଯ୍ୟକର ଖୁଲାସା
ସମସ୍ତଙ୍କ ପାଇଁ ଆଖିର ଉପଯୁକ୍ତ ଯତ୍ନ ଏବଂ ଚିକିତ୍ସା ପାଇଁ ୨୪.୮ ବିଲିୟନ ଆମେରିକୀୟ ଡଲାର ଆବଶ୍ୟକ । ଡବ୍ଲୁଏଚଓ ଆକଳନ କରିଛି ଯେ, ଯଦି ଚକ୍ଷୁ ରୋଗୀଙ୍କୁ ସାହାଯ୍ୟ ନକରାଯାଏ, ତେବେ ବିଶ୍ୱକୁ ବିପୁଳ ଅର୍ଥନୈତିକ କ୍ଷତିର…
ଓଡ଼ିଶାରେ ପହଞ୍ଚିଲା ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର: ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଓଡ଼ିଶାରେ ପହଞ୍ଚିଲା ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ…
MBBS ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର: ପାସ୍ ମାର୍କରେ ହେଲା ପରିବର୍ତ୍ତନ
ନୂଆଦିଲ୍ଲୀ: ମେଡିକାଲ ପଢ଼ୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନ୍ୟାସନାଲ ମେଡିକାଲ କମିସନ୍(ଏନଏମସି) ଶୁକ୍ରବାର ଅର୍ଥାତ୍ ଅକ୍ଟୋବର ୬ରେ ଏମବିବିଏସ ପାସ୍ ମାର୍କକୁ ୪୦ ପ୍ରତିଶତ ହ୍ରାସ କରିବାକୁ ଦିଆଯାଇଥିବା…