Browsing Category
Breaking News
(Video) ଭିତରେ ED, ବାହାରେ CRPF… ଦିଲ୍ଲୀରେ ଆପ୍ ସାଂସଦ ସଞ୍ଜୟ ସିଂଙ୍କ ବାସଭବନ ଉପରେ ଚଢ଼ାଉ ଜାରି
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ବାସଭବନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଟିମ୍ ପହଞ୍ଚିଛି । କୁହାଯାଉଛି ଯେ, ଇଡି ଟିମ୍ ଘରେ ଖୋଜାଖୋଜି…
ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୨୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୩୨୮କୁ ବୃଦ୍ଧି
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୨୦ ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୭କୁ ବୃଦ୍ଧି ପାଇଛି । ଗତକାଲି ପୁଣି ୪ ଜଣ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ…
ADR ରିପୋର୍ଟରେ ବଡ଼ ଖୁଲାସା: ୧୦୭ ସାଂସଦ ଓ ବିଧାୟକଙ୍କ ଉପରେ ‘ହେଟ୍ ସ୍ପିଚ୍’ ମାମଲା, ୪୮୦ ପ୍ରାର୍ଥୀ ଲଢ଼ିଥିଲେ ନିର୍ବାଚନ, ଓଡ଼ିଶାରୁ ବି…
ନୂଆଦିଲ୍ଲୀ: ଦେଶର ମୋଟ ୧୦୭ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଘୃଣ୍ୟ ଭାଷଣ ଦେଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଏଭଳି ମାମଲାର ସମ୍ମୁଖୀନ ହୋଇଥିବା ୪୮୦ ଜଣ ପ୍ରାର୍ଥୀ ନିର୍ବାଚନରେ…
ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ଗାଡ଼ି : ଘଟଣାସ୍ଥଳରେ ୨ ମୃତ
କୁଚିଣ୍ଡା : ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲୋକେ ମର୍ଣ୍ଣିଂ ୱାକ୍ କରନ୍ତି । ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ମନ ବି ଭଲ ରୁହେ । କିନ୍ତୁ ଆଜି ସକାଳ ସମୟରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଘଟିଥିଲା ଏକ…
ଶାହାରୁଖ ଖାନଙ୍କ ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କର କାର୍ ଦୁର୍ଘଟଣା: ଲମ୍ବୋର୍ଗିନି ଫେରାରୀକୁ ଧକ୍କା ଦେଉଥିବାର Video ଭାଇରାଲ
ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ ଫିଲ୍ମ ‘ସ୍ୱଦେଶ' ସହିତ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଗାୟତ୍ରୀ ଯୋଶୀ ଇଟାଲୀରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଗାୟତ୍ରୀ ତାଙ୍କ ସ୍ୱାମୀ ବିକାଶ ଓବରୋୟଙ୍କ ସହ…
ପୋଲ ତଳକୁ ଖସିବା ପରେ ବସରେ ଅଗ୍ନିକାଣ୍ଡ: ୨୧ ଜଣ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ: ଇଟାଲୀର ଭେନିସର ଏକ ବ୍ରିଜରୁ ମିଥେନ ଗ୍ୟାସରେ ଚାଲୁଥିବା ଏକ ବସ୍ ଖସି ପଡିଛି। ବ୍ରିଜରୁ ଖସିଯିବା ପରେ ବସ୍ ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ଦୁଇ ଶିଶୁ ଏବଂ ବିଦେଶୀ ସମେତ ମୋଟ ୨୧ ଜଣଙ୍କର ମୃତ୍ୟୁ…
୯ଜିଲ୍ଲାରେ ପ୍ରବଳ ବର୍ଷିବ, ପଛକୁ ଫେରୁଛି ଲଘୁଚାପ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମବଙ୍ଗରେ ସ୍ଥଳଭାଗ ଅତିକ୍ରମ କରି ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ ପର୍ଯ୍ୟନ୍ତ ପହଁଚିଥିଲା । ହେଲେ ଉତ୍ତର ପଶ୍ଚିମ ଭାରତରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ…
ଆସନ୍ତାକାଲିଠୁ ଖୋଲିବ ଭୁବନେଶ୍ୱରର ୟୁନିଟ-୧ ହାଟ, ବିଏମସିର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଲା ବ୍ୟବସାୟୀ ସଂଘ
ଓଡିଶା ଭାସ୍କର: ଆସନ୍ତାକାଲିଠୁ ଖୋଲିବ ଭୁବନେଶ୍ୱରର ୟୁନିଟ-୧ ହାଟ । ଏନେଇ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ତରଫରୁ ଏହି ସୂଚନା ଦିଆଯାଇଛି । ଏଠାରେ କହି ରଖୁଛୁ ଯେ,ପାର୍କିଂ ଓ ଜବରଦଖଲ ସମସ୍ୟା ସହ ବିଭିନ୍ନ ଦାବିକୁ ନେଇ…
OAS ସ୍ତରରେ ଅଦଳବଦଳ: BMC ଅତିରିକ୍ତ କମିଶନର ହେଲେ ଘାସିରାମ ମୁର୍ମୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଭୁବନେଶ୍ୱରର ମହାନଗର ନିଗମ (ବିଏମସି)ର ନୂଆ ଅତିରିକ୍ତ କମିଶନର ଭାବେ ବରିଷ୍ଠ ଓଏଏସ ଅଧିକାରୀ…
କେସିଆରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିସ୍ପୋରକ ବୟାନ; କେସିଆର NDAରେ ସାମିଲ ହେବାକୁ ଚାହୁଁଥିଲେ ହେଲେ ମୁଁ ମନା କରିଥିଲି
ଓଡିଶା ଭାସ୍କର: ଭାରତ ରାଷ୍ଟ୍ର ସମିତି ଦଳ ମୁଖ୍ୟ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ସମ୍ପର୍କରେ ଏକ ବଡ଼ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ବୟାନ ରଖି ତେଲେଙ୍ଗାନା…