CHARIDHAM
Browsing Category

Breaking News

ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କଲେ କଟକ ଫ୍ୟାମିଲି କୋର୍ଟ

କଟକ: ଅଲଗା ହେବେନି ଅନୁଭବ-ବର୍ଷା ! ଓଲିଉଡ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ଲାଗିଛି ଏକ ବଡ଼ ଝଟ୍‌କା। ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଛନ୍ତି କଟକର ପରିବାର ଅଦାଲତ ବା…

ମୁଁ କୁଲଦୀପ ଯାଦବଙ୍କୁ ଚୟନ କରିପାରିବି ନାହିଁ, ଜାଣନ୍ତୁ କାହିଁକି ଏପରି କହିଲେ ପିସିବିର ମୁଖ୍ୟ ଚୟନକର୍ତ୍ତା…

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ୧୫ ଜଣିଆ ଦଳ ଘୋଷଣା କରିଛି। ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଆସିବ। ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ…

INDIA ଓ NDAର କଡା ଟକ୍କର ଭିତରେ NDAରେ ସାମିଲ ହେଲା ଜେଡିଏସ ଦଳ

ଓଡିଶା ଭାସ୍କର; INDIA ଓ NDAର କଡା ଟକ୍କର ଭିତରେ NDAରେ ସାମିଲ ହେଲା ଜେଡିଏସ ଦଳ। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନେତୃ୍ତ୍ୱାଧୀନ ଏନଡିଏ ତା'ର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା…

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍‌, ବିପର୍ଯ୍ୟୟ ପରିଚାଳନା ଲାଗି ସର୍ବାଧିକ ୪୬୯୮ କୋଟିର ବ୍ୟୟ ବରାଦ

ଭୁବନେଶ୍ୱର: ଆଜି ବିଧାନସଭାର ମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ୍ ।  ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ବର୍ଷ ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଟ ୨୮ ହଜାର ୨୦୦ କୋଟିର…

ପାକିସ୍ତାନର ବିଭିନ୍ନ ସଂଗଠନ ଓ ଖାଲିସ୍ତାନୀ ସଂସ୍ଥାର ନେତାଙ୍କ ମଧ୍ୟରେ ଚାଲିଛି ଗୁପ୍ତ ବୈଠକ, ଭାରତ ଲାଗି ଦୁଇପଟୁ ବଢିଲା ବିପଦ

ନୂଆଦିଲ୍ଲୀ: ଭାରତର ଗୁପ୍ତଚର ସଂସ୍ଥାକୁ ଏବେ ଏଭଳି ଏକ ଖବର ମିଳିଛି ଯାହାକୁ ନେଇ ଚିନ୍ତାରେ ପଡିଯାଇଛି ଭାରତ । ପାକିସ୍ତାନରେ ଥିବା ବିଭିନ୍ନ ସଂଗଠନ ଓ ପ୍ରୋ ଖାଲିସ୍ତାନୀ ସଂସ୍ଥାର ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ…

ପ୍ରେମ ପାଇଁ ବୟସକୁ ଖାତିର ନକରି ୭୦ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କଲେ ୩୫ ବର୍ଷୀୟ ଯୁବକ

ଓଡ଼ିଶା ଭାସ୍କର: କିଛି ଦିନ ହେବ ସୀମା ପାର୍‌ ପ୍ରେମ କାହାଣୀର ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି। ପ୍ରେମ ପାଇଁ ଦେଶ ପାର୍‌ କରିବାର ଅନେକ ମାମଲା ଅତୀତରେ ବହୁତ ଦେଖିବାକୁ ମିଳିଛି। ନିକଟରେ ପାକିସ୍ତାନ ସୀମା ହାଇଦର୍‌…

ବଡ଼ ଖବର; ବର୍ଷା ଯୋଗୁ ଅଧାରୁ ଅଟକିଲା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ

ମୋହଲି; ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ମୁକାବିଲା। ମୋହଲିରେ ଆଜି ଭାରତ-ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚ ଖେଳା ଯାଉଛି । ଭାରତୀୟ ସମୟରେ ଅପରାହ୍ନ ୧.୩୦ରେ ଏହି ମ୍ୟାଚ ଆରମ୍ଭ ହୋଇଥିବା ବେଳେ ବର୍ଷା ଯୋଗୁ…

ଅକ୍ଟୋବର ପ୍ରଥମ ସପ୍ତାହରେ ନାହିଁ ବାତ୍ୟା ଆଶଙ୍କା; ଆଇଏମଡି

ଓଡିଶା ଭାସ୍କର; ପଶ୍ଚିମ ବାୟୁ ସହ ଥିବା ବିଷୁବରେଖା ନିକଟରେ ତରଙ୍ଗ ଥିବା ଯୋଗୁଁ ଏହି ମାସର ଶେଷ ଆଡକୁ ଆଣ୍ଡାମାନ ସାଗର ଏବଂ ପାଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୟ ବଙ୍ଗୋପସାରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା…

ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ସବୁଠୁ ଭୟଙ୍କର ଭବିଷ୍ୟବାଣୀ, ଭୟାବହ ହେବାକୁ ଯାଉଛି ବିଶ୍ଵର ପରିସ୍ଥିତି

ଓଡ଼ିଶା ଭାସ୍କର: ବିଶ୍ଵ ପ୍ରସିଦ୍ଧ ଭବିଷ୍ୟଦ୍ରଷ୍ଟା ବାବା ଭାଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି । ତାଙ୍କ କହିବା ଅନୁସାରେ୨୦୨୩ ମସିହା ଅତ୍ୟନ୍ତ ଅଶାନ୍ତ ରହିବ ବୋଲି ବାବା ଭେଙ୍ଗା ଦଶନ୍ଧି ପୂର୍ବରୁ କହିଥିଲେ।…

ପତି-ପତ୍ନୀଙ୍କ ମଧ୍ୟରେ ସମ୍ଭୋଗକୁ କୌଣସି ଦୃଷ୍ଟିରୁ ଅପ୍ରାକୃତିକ କୁହାଯାଇପାରିବ ନାହିଁ, କାହିଁକି ଏପରି କହିଲେ କୋର୍ଟ

ଭୋପାଳ: ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ବିଧାୟକଙ୍କ ଉପରେ ପତ୍ନୀଙ୍କ ପକ୍ଷରୁ ଲଗାଯାଇଥିବା ଅପ୍ରାକୃତିକ ଯୌନ ସମ୍ବନ୍ଧ ଅଭିଯୋଗକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଧାରା ୩୭୫ ଆଇପିସିକୁ ଦୃଷ୍ଟିରେ ରଖି ସ୍ୱାମୀଙ୍କ…