
Browsing Category
Breaking News
ବାହାଘରକୁ ମାତ୍ର ସପ୍ତାହେ ବାକି ଥିବା ବେଳେ କାହିଁକି ରାଗୁଛନ୍ତି ପରିଣୀତି, ଆସନ୍ତୁ ଜାଣିବା କାରଣ
ମୁମ୍ବାଇ: ପରିଣୀତି ଓ ରାଘବ ଚଢା ସେପ୍ଟେମ୍ବର୨୪ ତାରିଖରେ ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି । ପରିଣୀତି ଓ ରାଘବ ଏକ ବଡ ୱେଡିଂ ସେଲିବ୍ରେସନର ପ୍ରସ୍ତୁତି କରୁଛନ୍ତି ଯାହା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ।…
ସନାତନ ଧର୍ମକୁ ନେଇ ବଢୁୁଥିବା ବିବାଦରୁ ବିଜେପି ଉଠାଉଛି ଲାଭ, କଂଗ୍ରେସକୁ ଚୁପ୍ ରହିବାକୁ ଦଳର ଶୀର୍ଷ ନେତାମାନେ ଦେଲେ ପରାମର୍ଶ
ହାଇଦ୍ରାବାଦ: ସନାତନ ଧର୍ମକୁ ନେଇ ଦ୍ରାବିଡ ମୁନେତ୍ର କାଜାଗମ୍ ନେତାଙ୍କ ଟିପ୍ପଣୀକୁ ନେଇ ବଢୁଥିବା ବିବାଦ ମଧ୍ୟରେ କଂଗ୍ରେସ ଏବେ ସତର୍କ ହୋଇଯାଇଛି । ପାର୍ଟିର କିଛି ନେତା ଏହି ବିଷୟ ଉପରେ ସାବଧାନତା ଅବଲମ୍ବନ…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ; ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ୭୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
(Video) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମଦିବସ: ଓଡ଼ିଆ କଳାକାର ଧୂଆଁରେ ଆଙ୍କିଲେ PMଙ୍କ ଫଟୋଚିତ୍ର
କଟକ: ଆଜି ସାରା ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମ ବାର୍ଷିକୀ ପାଳନ କରୁଛି । ଏହାରି ମଧ୍ୟରେ କଟକର ସ୍ମୋକ କଳାକାର ଦୀପକ ବିଶ୍ୱାଳ ନିଆଁ ଲଗାଇ ସେହି ଧୂଆଁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
୭୩ ବର୍ଷରେ ଯୁବକଙ୍କୁ ବି ପଛରେ ପକାଇ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ , ରାଜ୍ କ’ଣ ରହିଛି ଆସନ୍ତୁ ଜାଣିନେବା
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି । ୭୩ ବର୍ଷରେ ବି ତାଙ୍କ ମଧ୍ୟରେ ଏକ ଯୁବକର ଶକ୍ତି ଭରି ରହିଛି । ଗୋଟିଏ ଦିନରେ ସେ ୮ ସହରରେ ଅଲଗା ଅଲଗା ଇଭେଣ୍ଟ ଆଟେଣ୍ଡ କରିଥାନ୍ତି…
ଭାରତ ପାଇଁ ଐତିହାସିକ ମୁହୂର୍ତ୍ତ; ନୂଆ ସଂସଦ ଭବନରେ ଉଡ଼ିଲା ତ୍ରିରଙ୍ଗା, ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ତଥା ନୂଆ ସଂସଦ ଭବନରେ ଉଡ଼ିଲା ତ୍ରିରଙ୍ଗା । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ନୂଆ ସଂସଦ ଭବନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ…
RTO ପାଖକୁ ଯିବାକୁ ପଡିବନି, ଘରେ ବସି ଏପରି କରିପାରିବେ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ
ନୂଆଦିଲ୍ଲୀ: ଆପଣ ଏକ ବାଇକ୍, କାର୍ କିମ୍ବା ଅନ୍ୟ କୌଣସି ପ୍ରକାରର ଗାଡି ଚଳାଇବାକୁ ଚାହୁଁଛନ୍ତି କି,ତେବେ ଏଥିପାଇଁ ବିନା ଲାଇସେନ୍ସରେ ଗାଡି ଚଳାଇବା ଏକ ଦଣ୍ଡନୀୟ ଅପରାଧ। ଏହା ଆପଣଙ୍କ ଅନ୍ୟ ଡକ୍ୟୁମେଣ୍ଟ୍ ପରି…
ପାର୍କିଂ ବିବାଦକୁ କେନ୍ଦ୍ର କରି, ସ୍ତ୍ରୀ ଏବଂ ପୁଅଙ୍କ ସାମ୍ନାରେ ସ୍ୱାମୀକୁ ହତ୍ୟା
ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଏକ ଘରେ ୬ ଜଣ ବ୍ୟକ୍ତି ପଶି ପାର୍କିଂ ବିବାଦ ପାଇଁ ତାଙ୍କ ପତ୍ନୀ ଏବଂ ପୁଅଙ୍କ ଆଗରେ ଜଣେ ବ୍ୟକ୍ତିଙ୍କୁ ଛୁରୀରେ ହତ୍ୟା କରିଛନ୍ତି। ଏହି ବ୍ୟକ୍ତି ଦକ୍ଷିଣ ପୂର୍ବ ଦିଲ୍ଲୀର…
IND vs SL Weather Forecast: ବର୍ଷା ଯୋଗୁଁ ଧୋଇଯିବ କି ଫାଇନାଲ ମ୍ୟାଚ?
କଲମ୍ବୋ: ଆଜି ଏସିଆ କପର ଫାଇନାଲ ମ୍ୟାଚକୁ ନେଇ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ହେବାକୁ ଥିବା ଏହି ଦିନିକିଆ ଏସିଆ କପ୍ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ସ୍ଥାନୀୟ ରଣସିଂହ ପ୍ରେମଦାସା ଷ୍ଟାଡିୟମ୍ରେ…
ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ : ଆଜି ପୁଣି ସୁନ୍ଦରଗଡ଼ରେ ୧୧ ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼ : ଗତକାଲି ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସରେ ୭ଜଣ ଆକ୍ରାନ୍ତ ଥିବା ବେଳେ ଆଜି ପୁଣି ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦କୁ ଛୁଇଁଛି । ଏନେଇ ଜିଲ୍ଲା ମୁଖ୍ୟ…