CHARIDHAM
Browsing Category

Breaking News

ଟ୍ରେନରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା କମାଇବାକୁ ରେଲୱେର ନୂଆ ପ୍ରୟାସ, ଧୂଆଁ ଉଠିିବା ମାତ୍ରକେ ସ୍ୱତଃ ଆରମ୍ଭ ହୋଇଯିବ ପାଣି ସିଞ୍ଚନ

ଗୋରଖପୁର: ଦେଶରେ ଟ୍ରେନ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ଜୀବନର ସୁରକ୍ଷା ଲାଗି ଭିନ୍ନ ଭିନ୍ନ ନୂଆ କୌଶଳମାନ ପ୍ରୟୋଗ କରିବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ଟ୍ରେନ ବଗିଗୁଡିକୁ…

ଓଡ଼ିଶାରେ ଖୁବ୍ ଜୋରରେ ଆଗେଇ ଚାଲିଛି ‘ଯବାନ’, ଟ୍ୱିଟ କରି ଧନ୍ୟବାଦ ସହ ଲଭ ୟୁ କହିଲେ ଶାହରୁଖ ଖାନ

ଭୁବନେଶ୍ୱର: ଶାହରୁଖ ଖାନଙ୍କ ଯବାନ ଫିଲ୍ମର କ୍ରେଜ୍ ସାରା ଦୁନିଆରେ ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ଯବାନ ୱାର୍ଲଡୱାଇଡ୍ ୧୨୯ କୋଟି କଲେକ୍ସନ କରିଥିଲା । ସିନେମାଘରେ ମୁକ୍ତିଲାଭ…

ଗଣେଶ ଚତୁର୍ଥୀ ପୂର୍ବରୁ ମିଳିଲା ବଡ ଉପହାର : ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ସାରା ଦେଶରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ କର୍ମଚାରୀଙ୍କ ପେନସନ ଏବଂ ଦରମାକୁ ବୃଦ୍ଧି କରାଯାଇଛି । ଖୁବ ଶୀଘ୍ର କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏର ଘୋଷଣା କରିବେ । କିନ୍ତୁ ଏହା ପୂର୍ବରୁ…

୬୩୨ରେ ପହଞ୍ଚିଲାଣି ମୃତ୍ୟୁସଂଖ୍ୟା, ଜାତିସଂଘ କହିଲା ବିଗତ ଏକ ଶତାବ୍ଦୀ ମଧ୍ୟରେ ଏହା ଥିଲା ଆଫ୍ରିକାରେ ସବୁଠାରୁ ବଡ ଭୂକମ୍ପ

ନୂଆଦିଲ୍ଲୀ: ମରକ୍କୋରେ ଶୁକ୍ରବାର ରାତିରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୬୩୨ରେ ପହଞ୍ଚିଲାଣି । ଏହା ସହିତ ୩୨୯ ଜଣ ଆହତ ହୋଇଥିବା ବେଳେ ୫୦ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଏଠାରେ ସୂଚାଇ…

ଆରମ୍ଭ ହେଲା G20 ସମ୍ମିଳନୀ ଉଦଘାଟନୀ ଉତ୍ସବ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେମପ୍ଲେଟ୍ ଦେଲା ସଦସ୍ୟ ରାଷ୍ଟ୍ରଙ୍କୁ ‘ଭାରତ’…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ ଭାଷଣ ଦେଇ ଜି-୨୦ ଶିଖର ସମ୍ମିଳନୀକୁ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଭାରତ ଜି-୨୦ର ଅଧ୍ୟକ୍ଷ ରୂପେ ଶିଖର ସମ୍ମିଳନୀର ପରିଚାଳନା କରୁଛି । ଏହାପରେ ବ୍ରାଜିଲ ଏହି…

ଏଆଇ ଦୁନିଆରେ ନିଜର ସ୍ଥିତିକୁ ଜାହିର କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌, ମୁକେଶ ଅମ୍ବାନୀ କଲେ ଆମରିକାର ଏହି କମ୍ପାନୀ ସହ ଏକ ବଡ ଡିଲ୍

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍‌ର ୪୬ ତମ ବାର୍ଷିକ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମଡେଲକୁ ନେଇ ବଡ ଦାବୀ କରିଥିଲେ । ଏବେ ଏଆଇ ଦୁନିଆରେ…

ଜି୨୦ ହେଲା ଜି୨୧, ସମସ୍ତଙ୍କୁ ନେଇ ଚାଲିବାର ସମୟ ଆସିଯାଇଛି କହି ଏହି ନୂତନ ରାଷ୍ଟ୍ରକୁ ସ୍ଥାୟୀ ସଦସ୍ୟ ଭାବରେ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ଡପରେ ସାରା ବିଶ୍ୱର ମହାଶକ୍ତିଙ୍କ ମହାମନ୍ଥନ ଆରମ୍ଭ ହୋଇଯାଇଛି । ସ୍ୱାଗତ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏହା…

ମରିଗଲାଣି କି ମାନବିକତା : ନବଜାତକୁ ହେଉଛି ହତାଦର

ବଲାଙ୍ଗୀର : ଆଜିକା ମଣିଷଙ୍କର ମାନବିକତା ମରିଗଲାଣି । ମଣିଷ ମାନଙ୍କ ମଧ୍ୟରେ ଆଉ ମଣିଷତ୍ତ୍ୱ ଦେଖିବାକୁ ମିଳୁନି । ସେହିଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଦେଖିବାକୁ ମିଳିଛି । ଏଠାରେ ଗୋଟେ…

ଆମେରିକା ସାମ୍ବାଦିକଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ସୁଯୋଗ ଦିଆଗଲାନି, ଅଭିଯୋଗ ଲଗାଇଲା କଂଗ୍ରେସ

ନୂଆଦିଲ୍ଲୀ: ଜି-୨୦ ବୈଠକରେ ଯୋଗ ଦେବା ପାଇଁ ଆସି ଭାରତରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଏକ…

ଲୋକଙ୍କ ଆକାଉଣ୍ଟରେ ଅଚାନକ ଜମା ହେଲା ହଜାର ହଜାର ଟଙ୍କା, ନଗଦ ରାଶି ଉଠାଇବା ପାଇଁ ବ୍ୟାଙ୍କରେ ଲାଗିଲା ଭିଡ, ପରେ କଣ ହେଲା?

ଭୁବନେଶ୍ୱର: ରାଜ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡା ଜିଲ୍ଲାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଅଚାନକ ଭିଡ ଦେଖିବାକୁ ମିଳିଥିଲା । ଅଜ୍ଞାତ ସୁତ୍ରରୁ ବହୁ ଗ୍ରାହକଙ୍କ ବ୍ୟାଙ୍କ ଖାତାରେ…