Browsing Category
Breaking News
IND vs ENG: ଗୌତମ ଗମ୍ଭୀରଙ୍କ ମା’ଙ୍କୁ ହୃଦଘାତ, ହେଡ୍ କୋଚ ତୁରନ୍ତ ଭାରତ ଫେରିଲେ; ଜାଣନ୍ତୁ କେବେ ଯିବେ ଇଂଲଣ୍ଡ
ଲଣ୍ଡନ/ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ହେଡ୍ କୋଚ ଗୌତମ ଗମ୍ଭୀର ପାରିବାରିକ ଜରୁରୀ ସ୍ଥିତି କାରଣରୁ ଇଂଲଣ୍ଡରୁ ଭାରତ ଫେରିଛନ୍ତି। ରିପୋର୍ଟ ଅନୁସାରେ, ତାଙ୍କ ମାତା ସୀମା ଗମ୍ଭୀରଙ୍କୁ ଜୁନ ୧୧ ରାତିରେ ହୃଦଘାତ…
ଡ୍ରିମଲାଇନର ମିଳିଲା ଭିଡିଓ ରେକର୍ଡର, CVRରୁ MAYDAY କଲର ମିଳି ପାରିବ ବିଶେଷ ତଥ୍ୟ
ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳରେ ଫରେନ୍ସିକ ଟିମ ଓ ଏଟିଏସର ଯାଞ୍ଚ । ଦୁର୍ଘଟଣାସ୍ଥଳରୁ କରାଗଲା ନମୁନା ସଂଗ୍ରହ । ATSକୁ ମିଳିଲା ବିମାନର ଡିଜିଟାଲ୍ ଭିଡିଓ ରେକର୍ଡର୍ (DVR) । ଏହା ସହ ଏୟାର ଇଣ୍ଡିଆ…
ପଠାନକୋଟରେ ଭାରତୀୟ ବାୟୁସେନାର ଅପାଚେ ହେଲିକପ୍ଟରର ଜରୁରୀ ଅବତରଣ, ଅଞ୍ଚଳରେ ହଙ୍ଗାମା
ପଠାନକୋଟ: ପଞ୍ଜାବର ପଠାନକୋଟ ଜିଲ୍ଲାର ନଙ୍ଗଲପୁର ଥାନା ଅଧୀନ ହେଲେଡ଼ ଗାଁ ନିକଟରେ ଶୁକ୍ରବାର ସକାଳେ ଭାରତୀୟ ବାୟୁସେନାର ଏକ ଅପାଚେ (AH-64E) ଫାଇଟର ହେଲିକପ୍ଟରର ଜରୁରୀ ଅବତରଣ କରାଯାଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ…
ଯୁବକଙ୍କୁ ମାରି ଫିଙ୍ଗିଦେଲେ
ଫୁଲବାଣୀ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀର ଫିରିଙ୍ଗିଆ ଥାନା ଅନ୍ତର୍ଗତ ବଇରିଗୁମ୍ଫା ଗାଁ ସ୍କୁଲ ନିକଟରେ।
ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ…
ମହିଳାଙ୍କୁ ହତ୍ୟା ଅଭିଯୋଗ: ଶବ ରଖି ଜ୍ବାଇଁ ଓ ଶାଶୁକୁ ପିଟିଲେ ପରିବାର ଲୋକ
ସୋର: କୁଚିଆକୋଇଲି ଗାଁରେ ମହିଳାଙ୍କୁ ହତ୍ୟା ଅଭିଯୋଗ । ଜ୍ବାଇଁ ଓ ଶାଶୁଙ୍କୁ ପିଟିଲେ ମୃତକଙ୍କ ବାପଘର ଲୋକେ । ତେବେ ସୋର ଥାନା କୁଚିଆକୋଇଲି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ବାପଘର ଲୋକେ…
ବଢ଼ିଲା ଗୃହରକ୍ଷୀଙ୍କ ଦୈନିକ ଡ୍ୟୁଟି କଲ୍-ଅପ୍ ଭତ୍ତା, 11 ଟଙ୍କା ବୃଦ୍ଧି
ଭୁବନେଶ୍ବର: ଗୃହରକ୍ଷୀଙ୍କ ଦୈନିକ ଡ୍ୟୁଟି କଲ୍-ଅପ୍ ଭତ୍ତା ବୃଦ୍ଧି ହୋଇଛି । ଡ୍ୟୁଟି କଲ୍-ଅପ୍ ଭତ୍ତା ୬୧୨ରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି । 11 ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।
୨୦୨୫ ଜାନୁଆରୀ…
ଏୟାର ଇଣ୍ଡିଆ ବିମାନରେ ଜଳିଗଲେ ଯାତ୍ରୀ, DNA ଟେଷ୍ଟ ଦ୍ୱାରା ମୃତକଙ୍କୁ କିପରି ଚିହ୍ନଟ କରାଯିବ ଜାଣନ୍ତୁ
ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ସାରା ଦେଶକୁ ଥରାଇ ଦେଇଥିଲା। ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ…
ଅହମ୍ମଦାବାଦ ବିମାନ ଦୁର୍ଘଟଣା: କ’ଣ କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…?
ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ହୋଇଥିବା ବଡ଼ ଧରଣର ବିମାନ ଦୁର୍ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ । 242 ଜଣଙ୍କୁ ନେଇ ଲଣ୍ଡନ ଯାଉଥିବା ବେଳେ କ୍ରାସ୍ ହୋଇଗଲା ଏୟାର ଇଣ୍ଡିଆ ବିମାନ । ଯାତ୍ରୀଙ୍କ…
ଇସ୍ରାଏଲର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍, ଇରାନର 3 ସେନାମୁଖ୍ୟଙ୍କ ମୃତ୍ୟୁ !
ନୂଆଦିଲ୍ଲୀ: ଇସ୍ରାଏଲର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ । ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କଲା ଇସ୍ରାଏଲ । 200 ରୁ ଅଧିକ ଲଢୁଆ ବିମାନ ଦ୍ବାରା ଆକ୍ରମଣ । ଇରାନର 3 ସେନାମୁଖ୍ୟଙ୍କ ମୃତ୍ୟୁ ଦାବି କଲା ଇସ୍ରାଏଲ୍ ।…
ଇରାନ ଏୟାର ସ୍ପେଶ୍ ବନ୍ଦ ଯୋଗୁଁ ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ: ଇରାନ ଏୟାର ସ୍ପେଶ୍ ବନ୍ଦ ଯୋଗୁଁ ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକାଧିକ ବିମାନର ଗତିପଥ ବଦଳାଇଲା ଏୟାର ଇଣ୍ଡିଆ । ଆଉ କିଛି ବିମାନକୁ ଫେରିଆସିବାକୁ…