CHARIDHAM
Browsing Category

Breaking News

Ahmedabad Plane Crash: ଦୁର୍ଘଟଣା ସମ୍ପର୍କରେ ଆଗୁଆ ଜାଣିଥିଲେ ପାଇଲଟ୍, କରିଥିଲେ Mayday Call

ଗାନ୍ଧିନଗର: ଗୁଜୁରାଟ ସର୍ଦ୍ଦାର ବହ୍ଲବଭାଇ ଇଣ୍ଟରନ୍ୟାଶନାଲ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟ ଜାଣିପାରିଥିଲେ । କାରଣ ଦୁର୍ଘଟଣାର ମାତ୍ର କିଛି ସମୟ ପୂର୍ବରୁ ବିମାନର ପାଇଲଟ୍ Mayday Call…

(Video) ସାମ୍ନାକୁ ଆସିଲା ଅହମ୍ମଦାବାଦର ବିମାନ ଦୁର୍ଘଟଣାର ଫୁଟେଜ, ଦେଖିଲେ ଟାଙ୍କୁରୀ ଉଠୁଛି ଲୋମ

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାରି ଭିତରେ ବିମାନ ଦୁର୍ଘଟଣାର ପ୍ରଥମ ଭିଡିଓ…

ସେଦିନ ଥିଲା ଜୁନ୍ 12, 2024…ହଟିଥିଲେ 25 ବର୍ଷର ସରକାର, ଆଉ ଆସିଥିଲେ ମୋହନ ସରକାର

ଭୁବନେଶ୍ବର: ସେଦିନ ଥିଲା ଜୁନ୍ 12, 2024 । 25 ବର୍ଷର ଇତିହାସରେ ସେଦିନ ପଡ଼ିଥିଲା ଯବନିକା । ଆଉ ରାଜ୍ୟ ଦେଖିଥିଲା ତାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ । ଗୋଟିଏ…

Ahmedabad Plane Crash: ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ

ଗାନ୍ଧୀନଗର: ଗୁଜୁରାଟ ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ସବାର ଥିଲେ ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ଏ ନେଇ ବଡ଼ ସୂଚନା ପ୍ରକାଶ ପାଇଛି । ସେ ପରିବର ସହ ଥିଲେ କିମ୍ବା ଏକୁଟିଆ…

ରାଜାଙ୍କ ହତ୍ୟାର ୧ ଘଣ୍ଟା ପରେ ସ୍ୱାମୀଙ୍କ ଆଇଡିରୁ ପୋଷ୍ଟ କରିଥିଲେ ସୋନମ, ପରେ ଘାଟି ତଳକୁ ଫିଙ୍ଗି ଦେଇଥିଲେ

ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ଅପଡେଟ୍ ସାମ୍ନାକୁ ଆସିଛି। ରାଜାଙ୍କ ହତ୍ୟାର ଏକ ଘଣ୍ଟା ପରେ ସ୍ତ୍ରୀ ସୋନମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର କରିଥିଲେ। ସୋନମ ପୋଲିସଙ୍କୁ ଚକମା ଦେବାକୁ ଏକ…

ଗୁଜୁରାଟରେ ବଡ଼ ବିମାନ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହା, ଉଦ୍ଧାର କାର୍ଯ୍ୟରେ BSF ଯବାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ-୧୭୧ ଅହମଦାବାଦରୁ ଲଣ୍ଡନ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସର୍ଦ୍ଦାର ବଲ୍ଲହବଭାଇ ପଟେଲ ଇଣ୍ଟରନ୍ୟାଶନାଲ ଏୟାର ପୋର୍ଟରେ ଏ ଘଟଣା ଘଟିଥିବାବେଳେ ଉଦ୍ଧାର କାର୍ଯ୍ୟ ସାଙ୍ଗକୁ…

(VIDEO) ଗୁଜୁରାଟରେ ଖଣ୍ଡ ଖଣ୍ଡ ହୋଇଗଲା Air India ବିମାନ, ବିମାନରେ ଥିଲେ 290 ଜଣ ଯାତ୍ରୀ

ଗାନ୍ଧିନଗର: ଗୁରୁବାର ଅପରାହ୍ନରେ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ବୋଇଂ 717 ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିଲା । ଅହମ୍ମଦାବାଦର ମେଘାନୀନଗର…

ମିଡ୍ ନାଇଟରେ ମୁକ୍ତିଲାଭ କଲା ବାବୁସାନଙ୍କ ଫିଲ୍ମ ‘ବୋଉ ବୁଟୁ ଭୂତ’, ଜମିଲା ଦର୍ଶକଙ୍କ ଭିଡ଼

ଭୁବନେଶ୍ବର: ମିଡ୍ ନାଇଟରେ ମୁକ୍ତିଲାଭ କଲା ବାବୁସାନଙ୍କ ଫିଲ୍ମ 'ବୋଉ ବୁଟୁ ଭୂତ' । ଓଡ଼ିଶା ଇତିହାସରେ ପ୍ରଥମ ଥର ମିଡ ନାଇଟ ଶୋ’ ରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'ବୋଉ ବୁଟୁ ଭୁତ'। ଦର୍ଶକଙ୍କ ଉତ୍କଣ୍ଠାକୁ ଆଖିରେ…

ଟାଗୋରଙ୍କ ବାଂଲାଦେଶ ପୈତୃକ ଘର ଉପରକୁ ଆକ୍ରମଣ, ଭାଜପାର ନିନ୍ଦା

ଢାକା: ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘରକୁ ଆକ୍ରମଣ କଲେ ଦୁର୍ବୃତ୍ତ । ବାଂଲାଦେଶର ଶାହଜାଦପୁରରେ ଅପସ୍ଥିତ ଟାଗୋରଙ୍କ ପୈତୃକ ଘର । ଯାହାକୁ ଅଡିଯୋରିୟମ କରାଯାଇଥିଲା । ଆକ୍ରମଣ ସମୟରେ ଟାଗୋରଙ୍କ ବିରୋଧରେ…

OpenAI ଲଞ୍ଚ କଲା ନୂଆ AI ମଡେଲ o3-pro; କଣ ଏଥିରେ ଖାସ୍‌ ?

ନୂଆଦିଲ୍ଲୀ: OpenAI ଲଞ୍ଚ କଲା ଏହାର ଅତ୍ୟାଧୁନିକ ଏଆଇ ମଡେଲ o3-pro । ଆମେରିକାର ଏଆଇ ରିସର୍ଚ୍ଚ କମ୍ପାନୀ ଓପନ ଏଆଇ (OpenAI) ଆନୁଷ୍ଠାନିକ ଭାବରେ ଲଞ୍ଚ କରିଛି o3-pro । ଏହା ଏକ ନୂତନ କୃତ୍ରିମ ବୁଦ୍ଧିମତ୍ତା…