
Browsing Category
Breaking News
ବ୍ୟାଙ୍କ ଖୋଲୁ ଖୋଲୁ ପଶିଲେ ଲୁଟେରା, ଚୁଟକିରେ ବ୍ୟାଙ୍କ କରିଦେଲେ ସଫା
ଯୋଡ଼ା: ଯୋଡ଼ାରେ ସକାଳୁ ସକାଳୁ ବ୍ୟାଙ୍କ ଲୁଟ । ବ୍ୟାଙ୍କ ଖୋଲୁ ଖୋଲୁ ପଶିଲେ ଲୁଟେରା ।
ଯୋଡ଼ାସ୍ଥିତ ବୈତରଣୀ ଗ୍ରାମ୍ୟବ୍ୟାଙ୍କରୁ ବଡ଼ ଧରଣର ଲୁଟ ହୋଇଛି । ୫ ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ବ୍ୟାଙ୍କରେ…
ପୁଣି ରାଜା ରଘୁବଂଶୀ ଭଳି ମାମଲା, ବିବାହର ୩ ସପ୍ତାହ ପରେ ସ୍ୱାମୀକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ
ମୁମ୍ବାଇ: ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କୁପୱାଡରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ୨୩ ମେ'ରେ ସତାରାର ବାସିନ୍ଦା ରାଧିକା ଲୋଖଣ୍ଡେ ଅନିଲ ଲୋଖଣ୍ଡେଙ୍କୁ ବିବାହ କରିଥିଲେ, କିନ୍ତୁ ବିବାହର ମାତ୍ର ତିନି…
ଲୋୟର ପିଏମଜିରେ ବିଜେଡି କର୍ମୀଙ୍କ ଉତପାତ୍, ପୋଲିସ-ବିରୋଧୀ ଦଳ ନେତା ଧସ୍ତାଧସ୍ତି
ଭୁବନେଶ୍ୱର: ସରକାରଙ୍କ ବର୍ଷ ପୂର୍ତ୍ତି ପାଳନବେଳେ ବିଜେଡି ଦଳ ପକ୍ଷରୁ ଲୋୟର ପିଲଏମଜିରେ ପ୍ରତିବାଦ ପ୍ରଦର୍ଶନ ।
ଲୋୟର ପିଏମଜିର ବିଜେଡିର ନାରାବାଜି । ବିଜେଡି କର୍ମୀ ଭାଙ୍ଗିଲେ ବ୍ୟାରିକେଟ୍ । ପୋଲିସ ଓ ବିଜେଡି…
ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ +୩ କଟ୍ଅଫ୍ ମାର୍କ, ସବୁ ବିଭାଗରେ ରେଭେନ୍ସା ଆଗରେ
କଟକ: ରାଜ୍ୟରେ +୩ ନାମ ଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ବିଜ୍ଞାନ, ବାଣିଜ୍ୟ, କଳାରେ ରେଭେନ୍ସାରେ ଜାଇଛି…
ସାପ କାମୁଡ଼ାରେ ପ୍ରାଣ ହରାଇଲେ ଦମ୍ପତି, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର
ନୂଆଦିଲ୍ଲୀ: ବର୍ତ୍ତମାନ ରାଜ୍ୟ ତଥା ଦେଶରେ ବର୍ଷା ଲାଗି ରହିଛି। ଏଥିରେ ପାଣି ଚାରିଆଡେ ଜମିବା ମଧ୍ୟ ଦେଖିବାକୁ ମିଳିଛି। ପାଣି ପଶିଯିବାରୁ ଯନ୍ତୁ ନିଜ ବାସସ୍ଥାନରୁ ଅନ୍ୟସ୍ଥାନକୁ ଯିବା ଫଳରେ ଲୋକମାନଙ୍କ ଘରେ…
ରାଜା ରଘୁବଂଶୀଙ୍କୁ 5 ନୁହେଁ, 6 ଜଣ କରିଥିଲେ ହତ୍ୟା ! ଷଷ୍ଠ ଅଭିଯୁକ୍ତ କିଏ ?
ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ହତ୍ୟାକାଣ୍ଡରେ 5 ଜଣ ନୁହେଁ ବରଂ 6 ଜଣ ସମ୍ପୃକ୍ତ ଥିବା ନେଇ ଦାବି କରାଯାଉଛି ।
ମେଘାଳୟ ପୋଲିସ ରାଜା ରଘୁବଂଶୀ…
ରାଜ୍ୟ ସ୍ତରୀୟ ବିକାଶ ବାହାନର ହେଲା ଶୁଭାରମ୍ଭ, ଆଜିଠୁ ଜୁନ୍ ୨୧ ଯାଏଁ ଗଡ଼ିବ
ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ବିକାଶ ବାହାନର ହେଲା ଶୁଭାରମ୍ଭ। ଆଜିଠୁ ଜୁନ୍ ୨୧ ଯାଏଁ ଗଡ଼ିବ ବିକାଶ ବାହାନ। ଏହାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ କଲେ ସଚେତନ।…
ଭାରସାମ୍ୟ ହରାଇ ଘାଟିରୁ ଖସିଲା ୧୦୮ ଆମ୍ବୁଲାନ୍ସ
ଭୁବନେଶ୍ୱର: ଭାରସାମ୍ୟ ହରାଇ ଘାଟିରୁ ଖସିଲା ୧୦୮ ଆମ୍ବୁଲାନ୍ସ। ରାୟଗଡ଼ା ଗୋଇବନ୍ଧା ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏମକେସିଜିରୁ ରୋଗୀ ଛାଡ଼ି ଫେରିବାବେଳେ ଏହି ଦୁର୍ଘଟଣା ଘଟିବା ଜଣାପଡିଛି। ଆମ୍ବୁଲାନ୍ସର ଆଟେଣ୍ଡାଣ୍ଟ…
ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା: IAS ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ
ମାଲକାନଗିରି: ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା । ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କଲେ ମାଲକାନାଗିରି SDJM କୋର୍ଟ । 50 ହଜାର ଟଙ୍କାର 2ଟି ମୁଚାଲିକା…
ଦୁଇ ବାଇକ ମୁହାଁମୁହିଁ ଧକ୍କା: 2 ମୃତ, ଜଣେ ଗୁରୁତର
ଅନୁଗୁଳ: 2 ବାଇକ ମୁହାଁମୁହିଁ ଧକ୍କା । ଚାଲିଗଲା 2 ଜଣଙ୍କ ଜୀବନ । ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ 2ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ…