Browsing Category
Breaking News
ଏଣିକି ବନ୍ୟା, ବାତ୍ୟା, ଭୂକମ୍ପ ପୂର୍ବରୁ ମୋବାଇଲ ଫୋନକୁ ଆସିବ ‘ସତର୍କ ସୂଚନା’: ଖୁବଶୀଘ୍ର ସାରା ଦେଶରେ କାର୍ଯ୍ୟକାରୀ ହେବ
ନୂଆଦିଲ୍ଲୀ: ଦିନକୁ ଜଳବାୟୁ ପରିବର୍ତ୍ତନ କାରଣରୁ ମଣିଷକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅକାରଣରେ ଅନେକ ଲୋକଙ୍କର ମୃତ୍ୟୁ ଘଟିବା ସହିତ ବହୁ ଘରଦ୍ୱାର ଭାଙ୍ଗିରୁଜି ଯାଉଛି…
ରକ୍ଷାବନ୍ଧନ ପରେ କେବେ ଖୋଲିଦେବା ଉଚିତ ରାକ୍ଷୀ, କିପରି ଏହାର ବିସର୍ଜନ କରିବା ଉଚିତ, କ’ଣ କହୁଛନ୍ତି ଜ୍ୟୋତିଷାଚାର୍ଯ୍ୟ ଆସନ୍ତୁ ଜାଣିବା
ଆଉ ମାତ୍ର କିଛିଦିନ ପରେ ଅର୍ଥାତ୍ ଅଗଷ୍ଟ ୩୦ ତାରିଖରେ ପଡୁଛି ରାକ୍ଷୀ ପୂର୍ଣ୍ଣିମା । ଏହିଦିନଟିକୁ ସବୁ ଭଉଣୀମାନେ ବେଶ୍ ଉତ୍ସାହର ସହ ଚାହିଁ ବସିଥାନ୍ତି । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ସ୍ନେହ ଓ ପ୍ରେମର…
ଇସ୍ରୋର ପଛରେ ଏହି ବ୍ୟକ୍ତିଙ୍କ ଅବଦାନ ଚିରସ୍ମରଣୀୟ, ଜାଣନ୍ତୁ ତାଙ୍କ ବିଷୟରେ…
ଓଡିଶା ଭାସ୍କର; ୬୧ ବର୍ଷର ପରେ ଭାରତକୁ ମିଳିଛି ଏକ ଐତିହାସିକ ସଫଳତା । ଚନ୍ଦ୍ର ପୃଷ୍ଠରେ ପାଦ ଥାପି ଆଜି ସାରା ବିଶ୍ୱରେ ଇତିହାସ ରଚିଛି ଭାରତ । ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରି ବିଶ୍ୱର ପ୍ରଥମ…
ପ୍ରଜ୍ଞାନାନନ୍ଦ ଓ କାର୍ଲସେନଙ୍କ ମଧ୍ୟରେ ହେବ ଟାଇବ୍ରେକର: ଭାରତ ପାଖରେ ଇତିହାସ ରଚିବାର ସୁଯୋଗ
ନୂଆଦିଲ୍ଲୀ: ଭାରତର ୧୮ ବର୍ଷ ବର୍ଷୀୟା ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନାନନ୍ଦ ଏବଂ ନରୱେର ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ମାଗନସ୍ କାର୍ଲସେନଙ୍କ ମଧ୍ୟରେ FIDE ବିଶ୍ୱକପ୍ ଫାଇନାଲର ଦୁଇଟି ରାଉଣ୍ଡ ଖେଳାଯାଇଛି ଏବଂ…
ଚନ୍ଦ୍ରଯାନ ୩ ପରେ ଏବେ ଚନ୍ଦ୍ରଯାନ ୪ ପାଇଁ ପ୍ରସ୍ତୁତ ହେଲେଣି ଭାରତ ଓ ଜାପାନ, କେବେ ଲଞ୍ଚ ହେବ ଜାଣି ନିଅନ୍ତୁ
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ୩ର ସଫଳ ଅବତରଣ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ଚନ୍ଦ୍ରଯାନ ୩ର ସଫଳତା ପରେ ଏବେ ସମସ୍ତଙ୍କ ନଜର ଆଗାମୀ ପର୍ଯ୍ୟାୟ ଅର୍ଥାତ୍ ଚନ୍ଦ୍ରଯାନ ୪ ଉପରେ । ଭାରତୀୟ…
(Video) ସତ ହେଲା ମାଳିକା, ଚନ୍ଦ୍ରପୃଷ୍ଠରେ ଘର କରିବାକୁ ମଣିଷ ପ୍ରସ୍ତୁତ: ଏବେ ପୃଥିବୀର ଶେଷ ସମୟ ଆସିଗଲା
ମହାପୁରୁଷ ଅଚ୍ୟୁତାନନ୍ଦ ଲେଖି ଯାଇଥିବା ମାଳିକାବାଣୀ ସବୁ ଗୋଟି ଗୋଟି କରି ସତ ହେବାରେ ଲାଗିଛି । ତାଙ୍କର ପ୍ରତ୍ୟେକଟି କଥା ଏବେ ଅକ୍ଷରେ ଅକ୍ଷରେ ଘଟି ଚାଲିଛି । ତେଣୁ ସେ କଳିଯୁଗ ଧ୍ୱଂସକୁ ନେଇ କରିଥିବା ଭବିଷ୍ୟବାଣୀ…
ଜିଓ ଗ୍ରାହକଙ୍କୁ ବଡ଼ ଝଟକା : କମ୍ପାନୀ ବନ୍ଦ କଲା ସବୁଠାରୁ ଶସ୍ତା ପ୍ଲାନ୍, ଏବେ ଖର୍ଚ୍ଚ କରିବାକୁ ପଡ଼ିବ ଏତିକି ଟଙ୍କା
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ପୋର୍ଟଫୋଲିଓରୁ ସବୁଠାରୁ ଶସ୍ତା ୧୧୯ ଟଙ୍କା ପ୍ରିପେଡ୍ ପ୍ଲାନ୍ ହଟାଇ ଦେଇଛି । ୨୦୨୧ ଶେଷରେ ଶୁଳ୍କ ବୃଦ୍ଧି ପରେ ଜିଓ ଏହି ପ୍ଲାନ୍ ଆରମ୍ଭ କରିଥିଲା । କହିବାକୁ ଗଲେ ୧୧୯ ଦିନର…
ଚନ୍ଦ୍ରଯାନ ୩ ଉପରେ ନିର୍ମାଣ ହେବ ଫିଲ୍ମ, ମିଶନ ମଙ୍ଗଳର ନିର୍ଦ୍ଦେଶକ କହିଲେ ସୁଯୋଗର ହାତଛଡା କରିବି ନାହିଁ
ଦେଶ ଏବେ ଚନ୍ଦ୍ରଯାନ ୩ର ସଫଳତାକୁ ନେଇ ସାରା ବିଶ୍ୱରେ ପ୍ରଶଂସିତ ହେଉଛି । ଚନ୍ଦ୍ରଯାନର ଲ୍ୟାଣ୍ଡର ବୁଧବାର ସନ୍ଧ୍ୟା ୬ ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ପାଦ ରଖିଥିଲା । ଇସ୍ରୋର ଏହି ସଫଳତା ପରେ ଏବେ ଫିଲ୍ମ…
Whatsappର ନୂଆ ଫିଚର, ବିନା ନାମରେ ତିଆରି କରିପାରିବେ ଗ୍ରୁପ
ବର୍ତ୍ତମାନ ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ମେସେଜିଙ୍ଗ ଆପ ହେଉଛି ହ୍ୱାଟ୍ସଆପ । ଏଥିରେ ଭିଡିଓ କଲିଙ୍ଗର ଫିଚର ସହିତ ଆହୁରି ବିଭିନ୍ନ ପ୍ରକାରର ସୁବିଧା ଉପଲବ୍ଧ ରହିଛି । ଏହି ପ୍ଲାଟଫର୍ମରେ ୨ ବିଲିଅନରୁ…
୧୪ ଦିନ ପରେ ଚନ୍ଦ୍ରରେ ଘୋଟିଯିବ ଅନ୍ଧକାର… ପୃଥିବୀକୁ ଫେରିବ କି ଚନ୍ଦ୍ରଯାନ-୩? କୁଆଡ଼େ ଯିବେ ବିକ୍ରମ-ପ୍ରଜ୍ଞାନ
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ଭାରତର ଚନ୍ଦ୍ରଯାନ-୩ ଇତିହାସ ରଚିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଲାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶ ପାଲଟି ଯାଇଛି । ଏହାପରେ ଭାରତ ଏବଂ ସ୍ପେସ ଏଜେନ୍ସି ଇସ୍ରୋ ପାଇଁ…