Browsing Category

Breaking News

ଭାରତୀୟ ସେନାଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ, ତିନୋଟି ଗ୍ରେନେଡ଼ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ସିନ୍ଧ୍ରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନା ଚାରିଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ସୋମବାର ରାତିରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ…

ଏବେ ଚୀନ-ପାକିସ୍ତାନକୁ ରକ୍ଷା ନାହିଁ! ଭାରତ ପାଖେ ରହିବ ୯୭ ଡ୍ରୋନ, ୧୦ ହଜାର କୋଟିରେ ହୋଇଛି ଡିଲ୍!

ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ଥାନ ସହ ସୀମା ଉପରେ ନଜର ରଖିବା ପାଇଁ ଭାରତ ଏହାର ନୀରିକ୍ଷଣ ବ୍ୟବସ୍ଥାକୁ ବ୍ୟାପକ କରିବା ଲାଗି ମଜବୁତ କରିବାକୁ ଯାଉଛି। ସୋମବାର ଦିନ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଚୀନ୍ ଏବଂ…

Video : ଭୁବନେଶ୍ୱରରୁ ବାଲେଶ୍ୱର ଯାତାୟତ ହେଲା ବାଧାପ୍ରାପ୍ତ, ୧୦ ଫୁଟ ତଳକୁ ଭୁଶୁଡିଲା ବ୍ରିଜ

ଯାଜପୁର : NH-୧୬ରେ ଭୁଶୁଡିଲା ବ୍ରିଜ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟରେ ଘଟିଥିଲା ଏଭଳି ଅଘଟଣ । ବ୍ରିଜ୍ ଭୁଶୁଡିବା ଯୋଗୁ ଜାତୀୟ ରାଜପଥରେ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ…

ଟମାଟୋ ପରେ ଝଟକା ଦେବ ପିଆଜ : ଦରଦାମକୁ ଆୟତରେ ରଖିବା ପାଇଁ ସରକାର ହେଲେ ପ୍ରସ୍ତୁତ

ନୂଆଦିଲ୍ଲୀ : ଗତ କିଛି ସପ୍ତାହ ହେବ କେତେକ ଲୋକଙ୍କ ଖାଇବା ଥାଳିରୁ ଟମାଟୋ ଆଉ ଦେଖିବାକୁ ମିଳୁନି । ଏହାର ଦର ସାରା ଦେଶରେ ଆକାଶ ଛୁଆଁ । ଦେଶର କେତେକ ସ୍ଥାନରେ ଟମାଟୋର ଦର ୨୫୦ ଟଙ୍କାରେ ଯାଇ ପହଞ୍ଚିଥିଲା । ତେବେ…

ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଓ ଝାଡ଼ଖଣ୍ଡ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ…

ବିମାନରେ ବସିବା ମାତ୍ରେ ଆପେ ଆପେ ହୋଇଯିବ Flight ମୋଡ, ଏହି ଫିଚର ଉପରେ କାମ କରୁଛି ଗୁଗୁଲ

ନୂଆଦିଲ୍ଲୀ: ବର୍ତ୍ତମାନ, ଯଦି ଆମେ ବିମାନ ଯୋଗେ ଯାତ୍ରା କରୁ, ତେବେ ଆମ ସ୍ମାର୍ଟଫୋନକୁ କିଛି ସମୟ ପାଇଁ ଫ୍ଲାଇଟ ମୋଡରେ ରଖିବାକୁ ପଡିବ। ଏହାର ଅର୍ଥ ଆମକୁ ଏହି କାମକୁ ମାନୁଆଲୀ କରିବାକୁ ହେବ। କିନ୍ତୁ ବର୍ତ୍ତମାନ…

ଆଜି ୪୦୬ଜଣଙ୍କୁ ନୂଆ ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଲୋକସେବା ଭବନସ୍ଥିତ କନ୍‍ଭେନ୍‍ସନ ସେଣ୍ଟର ଠାରେ ଆଜି ଅପରାହ୍ଣରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । କୃଷି…

ନୀତି ଆୟୋଗ ରିପୋର୍ଟ: ଓଡ଼ିଶାରେ କମିଛି ଦାରିଦ୍ର୍ୟ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ୫ ବର୍ଷ ଶାସନ ଭିତରେ ଭାରତର ୧୩.୫ କୋଟି ଲୋକ ଗରିବ ସୀମାରେଖାରୁ ବାହାରି ପାରିଛନ୍ତି । ସୋମବାର ନୀତି ଆୟୋଗ ଜାରି କରିଥିବା ଏକ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ…

ବିଦେଶ ମନ୍ତ୍ରୀଙ୍କ ସହ ୧୧ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ : କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସମେତ ୧୧ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ୬ଜଣ ରହିଛନ୍ତି । ୬ଜଣ ଟିଏମ୍ସି…

(Video) ଧୋନୀଙ୍କ ଗ୍ୟାରେଜରେ ଅଛି ଶୋରୁମ ଠାରୁ ଅଧିକ ଗାଡ଼ି, ହେଲା ଆଶ୍ଚର୍ଯ୍ୟ ଜନକ ଖୁଲାସା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାଇକ୍ ପ୍ରତି ପ୍ରେମ କାହାକୁ ଅଛପା ନାହିଁ। ଧୋନୀଙ୍କର ବାଇକ୍ ପରି କାରର ଏକ ଚମତ୍କାର ସଂଗ୍ରହ ଅଛି। ବର୍ତ୍ତମାନ ଧୋନୀଙ୍କ ବାଇକ୍ ସଂଗ୍ରହ ଦେଖି…