Browsing Category

Breaking News

କ୍ରାଇମବ୍ରାଞ୍ଚର ଚେତାବନୀ: ଭୁଲ୍ ଖବର ସୋସିଆଲ ମିଡ଼ିଆରେ ଶେୟାର କରନ୍ତୁନି, AI ଦ୍ୱାରା ପୋଷ୍ଟକୁ ଯାଞ୍ଚ କରାଯାଉଛି, ଧରାପଡ଼ିଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆର ବ୍ୟବହାର ବହୁଳ ଭାବେ କରାଯାଉଛି । ତେଣୁ ଦିନକୁ ଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖାଯାଉଛି । ସୋସିଆଲ…

ଏଣିକି ବୁଲା କୁକୁରଙ୍କୁ ମିଳିବ ID Card: କେଉଁଠି ଓ କେମିତି ହେବ ସେମାନଙ୍କ ପରିଚୟ?

ମୁମ୍ବାଇ: ମଣିଷର ପରିଚୟ ପାଇଁ ବର୍ତ୍ତମାନ ଆଧାର କାର୍ଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ଭାବରେ ସ୍ଥାନ ପାଇଛି । କିନ୍ତୁ ଏବେ କେବଳ ମଣିଷ ନୁହେଁ, ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ଆଧାର କାର୍ଡର ବ୍ୟବସ୍ଥା…

ଘୋର କଳିଯୁଗ ! ମଲ୍‌ ନିର୍ମାଣ ପାଇଁ ୧୫୦ବର୍ଷ ପୁରାତନ ମନ୍ଦିର ଉପରେ ଚାଲିଲା ବୁଲଡୋଜର

କରାଚି : ପାକିସ୍ତାନର କରାଚିରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଏକ ସପିଂ ମଲ ପାଇଁ ଭଙ୍ଗାଯାଇଛି, ଯାହାକୁ ନେଇ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । କରାଚିର ସୋଲଜର ବଜାରରେ ସ୍ଥିତ ହିନ୍ଦୁ…

ବଡ଼ ନିଷ୍ପତ୍ତି: ଜୁଲାଇ ୧୭ ଓ ୧୮ ତାରିଖ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ: ପ୍ରବଳ ବର୍ଷା କାରଣରୁ ଗତ କିଛିଦିନ ଧରି ଦେଶର ରାଷ୍ଟ୍ରୀୟ ରାଜଧାନୀ ପାଣି ଘେରରେ ରହିଥିଲା । ଭୀଷଣ ବର୍ଷା ଲାଗି ରହିବା ଫଳରେ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏହା ମଧ୍ୟରେ ପୁଣି…

Twitter Down Again: ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ

ନୂଆଦିଲ୍ଲୀ: ପୁଣି ଥରେ ୟୁଜର୍ସଙ୍କ ଚିନ୍ତା ବଢ଼ାଇ ଦେଇଛି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର । ଟ୍ୱିଟର ପୁଣି ଥରେ ଡାଉନ ହୋଇଯାଇଛି । କିଛି ୟୁଜର୍ସଙ୍କୁ ‘can not retrieve tweets’ ଦେଖାଯାଉଛି । ଆଉ କିଛି…

ସୀମା ପ୍ରେମ ପାଇଁ କାନ୍ଦୁଛନ୍ତି ଭଗବାନ୍! ହିନ୍ଦୁ ମନ୍ଦିର ଉପରେ ରକେଟ ଲଞ୍ଚରରେ ହେଉଛି ଆକ୍ରମଣ

ନୂଆଦିଲ୍ଲୀ: ପାକିସ୍ତାନ ଯୁବତୀ ସୀମା ହାଇଦର ଏବଂ ଗ୍ରେଟର ନୋଏଡାର ସଚିନଙ୍କ ଲଭ ଷ୍ଟୋରୀ ଭାରତରୁ ପାକିସ୍ତାନ ପର୍ଯ୍ୟନ୍ତ ଚର୍ଚ୍ଚ ହେବାରେ ଲାଗିଛି । ୪ ପିଲାଙ୍କୁ ନେଇ ପାକିସ୍ତାନରୁ ଭାରତ ଆସିବା ପରେ ପାକିସ୍ତାନୀ…

ଏଣିକି ପୋଲିସ ପିନ୍ଧିବ ଲାଲ ଟୋପି: ଡ୍ୟୁଟି ସମୟରେ ପିନ୍ଧିବାକୁ ଆସିଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାଧାରଣ ଭାବେ ପୋଲିସ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କର ୟୁନିଫର୍ମର ରଙ୍ଗ ଧୂସର ବୋଲି ଆମେ ଭାବିଥାଉ । ମାତ୍ର ଏହା ଭୁଲ୍ ଅଟେ । ବିଭିନ୍ନ ରାଜ୍ୟରେ ପୋଲିସଙ୍କ ପାଇଁ ଅଲଗା ଅଲଗା ପ୍ରକାରର ପୋଷାକ…

ଏହାକୁ ଛୁଇଁଲେ ଅମର ହୋଇଯିବ ମଣିଷ ସମାଜ! ୨୦୨୪କୁ ନେଇ ବଡ଼ ଭବିଷ୍ୟବାଣୀ-ଗୋଟିଏ ଖୁସି ଗୋଟିଏ ଦୁଃଖ

ଦୁନିଆରେ କିଛି ଲୋକ ଭବିଷ୍ୟବାଣୀ କରିଦେଉଥିବା ନେଇ କୁହାଯାଏ । ଗ୍ରହ ନକ୍ଷତ୍ରର ଗତିବିଧି ଓ ମଣିଷକୁ ଦେଖି ତାର ଆଗାମୀ ଜୀବନ ବିଷୟରେ କହିଥାନ୍ତି । କିନ୍ତୁ ଅନେକ ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ କିଛି ଏହାକୁ…

ଆଗାମୀ ତିନିଦିନ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା; ଓଡ଼ିଶାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ, ହିମାଚଳ…

ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ମୋଦୀ ସରକାର ନେଇଛନ୍ତି ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ: କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ…

ଭୁବନେଶ୍ୱର : ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ମୋଦୀ ସରକାର ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି । ବୌଦ୍ଧଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସ୍ୱରାଷ୍ଟ୍ୟବିଭାଗ ରାଷ୍ଟ୍ରମନ୍ତ୍ରୀ…