Browsing Category

Breaking News

ବ୍ରିଟେନରେ ମିଳିଲା କୋଭିଡର ଆଉ ଏକ ଭାରିଆଣ୍ଟ ‘ଏରିସ୍’, ଜାଣନ୍ତୁ ପୂର୍ବ ତୁଳନାରେ କେତେ ଅଲଗା ଏହାର ଲକ୍ଷଣ ?

ନୂଆଦିଲ୍ଲୀ: କୋରାନା ନାମ ଶୁଣିବା ମାନେ ଆଖି ଆଗରେ ଭୟଙ୍କର ଦୃଶ୍ୟ ସାମ୍ନାକୁ ଚାଲିଆସେ । ଯଦିଓ ସମଗ୍ର ବିଶ୍ୱରେ କରୋନାଙ୍କର ବିପଦ ଟଳିଯାଇଛି, କିନ୍ତୁ ପ୍ରତ୍ୟେକ ଦିନ ଦୁନିଆର ଅଲଗା ଅଲଗା ଦେଶରେ ଏହାର ବିଭିନ୍ନ…

ଗୌରୀକୁଣ୍ଡ ନିକଟରେ ଭୂସ୍ଖଳନ; ଜଳ, ସ୍ଥଳ, ଆକାଶ ଏକ କରି ସାରିଲେଣି ଉଦ୍ଧାରକାରୀ ଦଳ , ତଥାପି ମିଳୁନିି ୨୦ ଲୋକଙ୍କ ସନ୍ଧାନ

ଡେରାଡୁନ: ଶୁକ୍ରବାର ମଧ୍ୟରାତ୍ରୀରେ ଆସିଥିବା ଭୂୂସ୍ଖଳନରେ ନିଖୋଜ ହୋଇଥିବା ୨୦ ଲୋକଙ୍କର ଆଜି ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ଉଦ୍ଧାରକାରୀ ଦଳ ଲଗାତର ଏହି ନିଖୋଜ ଲୋକଙ୍କ ସନ୍ଧାନରେ ଜଳ,ସ୍ଥଳ, ଆକାଶ ଏକାଠି…

ପୁଣି ଲଜ୍ଜା: ୧୩ ବର୍ଷର ଝିଅକୁ ୨୮ ଦିନ ଧରି ଦୁଷ୍କର୍ମ, ଫୋନ୍ କରି ମା’କୁ କହିଲା-‘ଝିଅକୁ ଆସି ନେଇଯାଅ’

ନୂଆଦିଲ୍ଲୀ: ମୁଜାଫରପୁରର ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ୨୮ ଦିନ ଧରି ବନ୍ଧକ ରଖି ତାଙ୍କ ସହ ଭୁଲ୍ କାମ କରାଯାଇଥିଲା । ଏହା ପରେ ଅପହରଣକାରୀମାନେ ତାଙ୍କ ପିତାମାତାଙ୍କୁ ଡାକି ଝିଅକୁ…

ଜଳାଭିଷେକ ପାଇଁ ମନ୍ଦିର ଯିବା ବେଳେ ଘଟିଲା ଅଘଟଣ : ସାଳନ୍ଦୀ ନଦୀରେ ଭାସିଗଲେ ୨ ଜଣ କାଉଡିଆ

ସୋର : ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ବରଦା ଅଞ୍ଚଳରେ ଘଟିଛି ଏକ ଅଘଟଣ । ଆଜି ହେଉଛି ଶ୍ରାବଣ ମାସର ପଞ୍ଚମ ସୋମବାର । ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଜଳାଭିଷେକ କରିବାକୁ ଯାଉଥିବା ବେଳେ ବରଦା ପୋଲ…

ପଶ୍ଚିମବଙ୍ଗ ପୋଲିସର ବଡ଼ ଚଢଉ: ଖାଲି ଘରୁ ଜବତ ହେଲା ୬୦ଟି ବାକ୍ସରେ ଥିବା ୧୨୦୦୦ ଖଣ୍ଡ ଜେଲାଟିନ ଷ୍ଟିକ୍

କଲିକତା: ପଶ୍ଚିମବଙ୍ଗର ରେଡିପୁର ଗ୍ରାମ ନିକଟସ୍ଥ ଏକ ନିଛାଟିଆ ଘରୁ ପ୍ରାୟ ୧୨,୦୦୦ ଖଣ୍ଡ ଜେଲାଟିନ ଷ୍ଟିକ୍ ଥିବା ୬୦ ଟି ବାକ୍ସ ଜବତ କରାଯାଇଛି। ଏନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ…

ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ବିଦ୍ୟୁତ କର୍ମଚାରୀଙ୍କୁ ଧ।ରୁଆ ଅସ୍ତ୍ରରେ ହାଣି ହତ୍ୟା

ଭଞ୍ଜନଗର: ତାରାସିଂ ଥାନା କୁପାଟି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏଠାରେ ଜଣେ ଉପଭୋକ୍ତା ମିଟର ରିଡିଂ କରିବାକୁ ଆସିଥିବା ଜଣେ ବିଦ୍ୟୁତ କର୍ମଚାରୀଙ୍କୁ ଧ।ରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ…

ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ, ଲୋକସଭା ସଚିବାଳୟ ପକ୍ଷରୁ ଜାରି ହେଲା ସୂଚନା

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ପୁଣି ସାଂସଦ ପଦ ଫେରିପାଇଛନ୍ତି। ଲୋକସଭା ସଚିବାଳୟ ଏହି ବିଜ୍ଞପ୍ତି ଜାରି କରିଛି। ସୁପ୍ରିମକୋର୍ଟଙ୍କଠାରୁ ଅଶ୍ଵସ୍ତି ପାଇବା ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଫେରାଇବା ପାଇଁ…

ଅଗଷ୍ଟ ୧୫ ପୂର୍ବରୁ ସୁରକ୍ଷାବାହିନୀର ବଡ଼ ସଫଳତା: LoC ଦେଇ ଅନୁପ୍ରବେଶର ଚେଷ୍ଟା ବିଫଳ, ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: କାଶ୍ମୀରରେ ଶାନ୍ତି ଏବଂ ସ୍ଥିରତାକୁ ଭଙ୍ଗ କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀମାନେ ସକାଳେ ପୁଞ୍ଚ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ଷଡଯନ୍ତ୍ରରେ ବିଫଳ…

ଟ୍ୟୁନିସିଆ ଉପକୂଳରେ ପୁଣି ବଡ଼ ଦୁର୍ଘଟଣା: ପ୍ରବାସୀ ଜାହାଜ ବୁଡ଼ି ୪ ମୃତ, ୫୦ ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ଟ୍ୟୁନିସିଆର କେରେକେନା ଦ୍ୱୀପରୁ ଏକ ପ୍ରବାସୀ ଜାହାଜ ବୁଡ଼ିଯାଇ ଚାରିଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଛି ଏବଂ ୫୧ ଜଣ ନିଖୋଜ ଅଛନ୍ତି। ଜଣେ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ ଜାହାଜରେ ଥିବା ସମସ୍ତ…

ଫିରିଙ୍ଗିଆ ଥାନା ପୋଡି ଘଟଣାରେ ନେତାଙ୍କ ସହ ୫୦ ଜଣଙ୍କ ନାମରେ ମାମଲା : ୧୯ ଜଣ ଗିରଫ

ବ୍ରହ୍ମପୁର : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଓ ଭଙ୍ଗାରୁଜା ମାମଲରେ ଏବେ ପର୍ଯ୍ୟନ୍ତ ପୋଲିସ ୫୦ ଜଣଙ୍କ ନାମରେ ମାମଲା ରୁଜୁ କରି ସାରିଲାଣି । ଏହି ଘଟଣାକୁ ନେଇ ଆକ୍ସନ ମୁଡରେ ପୋଲିସ । ବର୍ତ୍ତମାନ ସୁଧା ପୋଲିସ ୧୯…