Browsing Category
Breaking News
ହିନ୍ଦୁ ଗୋଷ୍ଠୀଙ୍କ ଶୋଭାଯାତ୍ରା ବେଳେ ସଂଘର୍ଷ ୩ ମୃତ: ହରିୟାଣାରେ ହାଇ ଆଲର୍ଟ, ସ୍କୁଲ-ଇଣ୍ଟରନେଟ ବନ୍ଦ
ମେୱାତ: ହରିଆଣାର ମେୱାତ ଜିଲ୍ଲାରେ ନ୍ୟୁହରେ ଜିଲ୍ଲାର ନନ୍ଦ ଗ୍ରାମ ଠାରେ ସୋମବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ମାତୃ ଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ବାହାରିଥିବା ବ୍ରଜମଣ୍ଡଳ ଯାତ୍ରା ବେଳେ ଦୁଇ ଗୋଷ୍ଠୀ ଭିତରେ ମାରପିଟ…
ରାଜଧାନୀରେ ରେକର୍ଡ ଭାଙ୍ଗିଲା ବର୍ଷା: ୩ ଘଣ୍ଟା ଭିତରେ ବୁଡ଼ିଗଲା ସାରା ସହର
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ବାଦଲଫଟା ବର୍ଷା ଯୋଗୁଁ ସବୁଆଡ଼େ ଜଳମଗ୍ନ ହୋଇଯାଇଛି । ୩ ଘଣ୍ଟାର ବର୍ଷାରେ ବେହାଲ ହୋଇପଡ଼ିଛି…
ପାଣିପାଗ ବିଭାଗର ସୂଚନା ଆହୁରି ଦୁଇଦିନ ପ୍ରବଳ ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଏହି ବର୍ଷା ଆହୁରି ଦୁଇଦିନ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା…
ବଡ଼ ଦୁର୍ଘଟଣା, Express Highway ନିର୍ମାଣ ବେଳେ ଖସି ପଡ଼ିଲା କ୍ରେନ: ୧୪ ଜଣଙ୍କ ମୃତ୍ୟୁ
ମୁମ୍ବାଇ: ମହାରାଷ୍ଟ୍ର ଥାଣେ ଅଞ୍ଚଳରୁ ଏକ ଛାତିଥରା ଘଟଣା ଏବେ ସାମନାକୁ ଆସିଛି । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଶ୍ରମିକମାନଙ୍କ ଉପରେ ଖସି ପଡ଼ିଛି ଏକ ବିଶାଳକାୟ କ୍ରେନ । ଫଳରେ ଘଟଣାସ୍ଥଳରେ ୧୫ ଜଣ…
ବଦଳିଲା +୨ ବିଜ୍ଞାନ ସିଲାବସ୍ ଓ ପରୀକ୍ଷା ପ୍ରଣାଳୀ: ନୂଆ ଢାଞ୍ଚାରେ ହେବ ପିଲାଙ୍କ ପରୀକ୍ଷା
ଭୁବନେଶ୍ୱର: +୨ ପିଲାମାନଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ଏକ ମଡ଼ ନିଷ୍ପତ୍ତି ନିଆଯାଇଛି । +୨ ବିଜ୍ଞାନ ବିଭାଗର ସିଲାବସ ଏବଂ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ହୋଇଛି । ବିଭିନ୍ନ ପୁସ୍ତକରେ କିଛିଟା…
ସରକାର ପଢୁଛନ୍ତି କି ଆପଣଙ୍କ Whatsapp ମେସେଜ? ଏହି ଚିହ୍ନରୁ ଜାଣିପାରିବେ ସତ୍ୟତା
ହ୍ୱାଟ୍ସଆପ ଜରିଆରେ ଆପଣ ନିଜ ଲୋକଙ୍କ ସହ କରୁଥିବା ଚାଟ୍ ବା ମେସେଜକୁ ସରକାର ପଢୁଛନ୍ତି କି? ଏମିତି ଏକ ପ୍ରଶ୍ନ କେବେ ନା କେବେ ଆପଣଙ୍କ ମନକୁ ଆସିଥିବ । ପ୍ରକୃତରେ ସରକାର ଆପଣଙ୍କ ବ୍ୟକ୍ତିଗତ ଚାଟ୍ ପଢୁଛନ୍ତି କି…
ଏପ୍ରିଲ-ଜୁନ୍ ତ୍ରୈମାସରେ ସରକାରଙ୍କ ଆର୍ଥିକ ନିଅଣ୍ଟ ୪.୫୧ ଲକ୍ଷ କୋଟିରେ ପହଁଚିଲା, ସୁଧ ଫେରସ୍ତ ପାଇଁ ୨.୪୪ ଲକ୍ଷ କୋଟି ଖର୍ଚ୍ଚ
ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତର ଆର୍ଥିକ ନିଅଣ୍ଟ ୪.୫୧ ଲକ୍ଷ କୋଟି ଟଙ୍କା ହୋଇଛି, ଯାହାକି ଚଳିତ ବର୍ଷ ସରକାରଙ୍କ ବାର୍ଷିକ ଆକଳନର ୨୫.୩ ପ୍ରତିଶତ ଅଟେ।…
Love Marriage ପାଇଁ ବାଧ୍ୟତାମୂଳକ ହେବ ପିତା-ମାତାଙ୍କ ସହମତି! ମୁଖ୍ୟମନ୍ତ୍ରୀ କରୁଛନ୍ତି ପ୍ଲାନିଙ୍ଗ
ପ୍ରେମରେ ପଡ଼ି ବିବାହ କରିବା ଘଟଣା ବର୍ତ୍ତମାନ ସମୟରେ ପ୍ରାୟତଃ ସାଧାରଣ ଘଟଣା ପାଲଟିଯାଇଛି । ପ୍ରେମରେ ଅନ୍ଧ ହୋଇ ପିତା-ମାତାଙ୍କୁ ଭୁଲି ଯାଉଥିବା ବେଳେ ବିବାହ ପାଇଁ ମଧ୍ୟ ସେମାନଙ୍କ ଅନୁମତିକୁ ଅପେକ୍ଷା କରୁ…
(Video) ଜାରି ହେଲା ୧୪୪, ଇଣ୍ଟରନେଟ ସେବା ବି ବନ୍ଦ: ଅଣାୟତ ହେଉଛି ହରିୟାଣା ପରିସ୍ଥିତି
ନୂଆଦିଲ୍ଲୀ: ହରିୟାଣାର ନୁହ ଅଞ୍ଚଳରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ମାତୃଶକ୍ତି ଦୁର୍ଗା ବାହିନୀର ବ୍ରଜମଣ୍ଡଳ ଯାତ୍ରାରେ ପଥରମାଡ଼କୁ ନେଇ ହିଂସା ଜୋର ଧରିଛି । ବର୍ତ୍ତମାନ ଶୋଭାଯାତ୍ରା ହିଂସା ଜୋର ଧରିଥିବାରୁ ହରିୟାଣାରେ…
ପ୍ୟାକେଟ୍ ଅଟା-ଚାଉଳ ଉପରୁ ଜିଏସ୍ଟି ପ୍ରତ୍ୟାହାର କରିବାର ଉଦ୍ଦେଶ୍ୟ ନାହିଁ, ପରିଷଦ ସେପରି କୌଣସି ସୁପାରିଶ କରିନାହାଁନ୍ତି
ନୂଆଦିଲ୍ଲୀ: ଦେଶରେ ଦରଦାମ୍ ଆକାଶ ଛୁଆଁ ରହିଥିବା ବେଳେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ଅଟା, ଚାଉଳ ଭଳି ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ଉପରୁ ଜିଏସ୍ଟି ପ୍ରତ୍ୟାହାର କରିବାର କୌଣସି ଉଦେଶ୍ୟ ନାହିଁ । ସରକାର…