CHARIDHAM
Browsing Category

Breaking News

ଅନୈତିକ ସମ୍ପର୍କ ପାଇଁ ଜଣେ ଲୋକକୁ ଜାଳିଦେଲେ ଗ୍ରାମବାସୀ

ଗଜପତି: ଅନୈତିକ ସମ୍ପର୍କ କାରଣରୁ ଜଣେ ବ୍ୟକ୍ତିକୁ ହତ୍ୟା କରି ଜାଳିଦେଲେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ କୁଇହୁରୁ ଗାଁରେ। ଖବର ମୁତାବକ,…

(Video) ଫିଲ୍ମ ହଲ ବାହାରେ ପହଞ୍ଚିଲେ ଅକ୍ଷୟ କୁମାର, ପଚାରିଲେ- ହାଉସଫୁଲ-୫ର ରିଭ୍ୟୁ, ଲୋକେ ମୁହଁ ମୋଡ଼ି ଚାଲିଗଲେ

ନୂଆଦିଲ୍ଲୀ: ହାଉସଫୁଲ-୫ ଫିଲ୍ମ ହଲରେ ଧୁମ ମଚାଇଛି। ଫିଲ୍ମ ୨ ଦିନରେ ୫୦ କୋଟି ଟଙ୍କା ଉପରେ ରୋଜଗାର କରିଛି। ଏଥିସହ ଫିଲ୍ମ ହିଟ୍ ଆଡ଼କୁ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଅକ୍ଷୟ କୁମାର ମୁହଁରେ ମାସ୍କ ପିନ୍ଧି…

ମହାନଦୀରେ ଭାସିଯାଇ ନାବାଳିକା ନିଖୋଜ

କଟକ: ଗାଧୋଉଥିବା ବେଳେ ମହାନଦୀରେ ଭାସିଗଲେ ନାବାଳିକା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଗାଁରେ। ଅନେକ ସାନୟରେ ଆମେ ଦେଖିଛେ ନଦୀରେ ଗାଧେଇବା ସାନୟରେ ଗୋଡ ଖସିବା…

ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ଦ୍ବିତୀୟ ଥର ପାଇଁ ମାଆ ହେଲା ବାଘୁଣୀ ମୌସୁମୀ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିର ଖବର । ଦ୍ବିତୀୟ ଥର ପାଇଁ ମାଆ ହେଲା ବାଘୁଣୀ ମୌସୁମୀ । ଧଳା ବାଘୁଣୀ ମୌସୁମୀ ଜନ୍ମ ଦେଲା 2 ଶାବକ । ଯାହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା 29କୁ ବୃଦ୍ଧି ପାଇଛି…

କ୍ୟାବ୍ ବୁକ୍ କଲେ ଦେବାକୁ ପଡ଼ିବନି ଆଡଭାନ୍ସ ଟିପ୍ସ, Ola, Uber ଏବଂ Rapido ସହ ଜିଡ଼ିତ ଏହି ଖବର

ନୂଆଦିଲ୍ଲୀ: Ola, Uber କିମ୍ବା Rapido ବୁକିଂ କରିବା ସମୟରେ, ଆପଣଙ୍କୁ ପ୍ରାୟତଃ ଆଗୁଆ ଟିପ୍ ଆପ୍ସନ ମିଳିଥାଏ, ଯାହା ଯୋଗୁଁ କ୍ୟାବ୍ ଏଗ୍ରୀଗେଟର୍ସଙ୍କ ସମସ୍ୟା ବଢ଼ିବାକୁ ଯାଉଛି। ଏବେ ସୂଚନା ମିଳିଛି ଯେ,…

ମାତିଛନ୍ତି ମନ୍ଦିର ଲୁଟେରା, ବୀରନରସିଂହପୁର ଦକ୍ଷିଣକାଳୀ ମନ୍ଦିରରୁ ଚୋରି

ପୁରୀ: ମାତିଛନ୍ତି ମନ୍ଦିର ଲୁଟେରା । ବୀରନରସିଂହପୁର ଦକ୍ଷିଣକାଳୀ ମନ୍ଦିରରୁ ପୁଣି ଚୋରି । ଗତକାଲି ରାତିରେ ମନ୍ଦିର ଭିତରେ ପଶି ମା’ ଙ୍କର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଲୁଟ ହୋଇଥିବା ଅଳଙ୍କାରର ମୁଲ୍ୟ…

ସାଂସଦ ପ୍ରିୟା ସରୋଜ ଏବଂ କ୍ରିକେଟର ରିଙ୍କୁ ସିଂହଙ୍କ ଆଜି ନିର୍ବନ୍ଧ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଟିମର ଖେଳାଳି ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟୀର ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ଆଜି ଲକ୍ଷ୍ନୌର ଫାଇଭ ଷ୍ଟାର ହୋଟେଲ ସେଣ୍ଟ୍ରମର ଫଲକର୍ନ ହଲରେ ଆୟୋଜିତ ହେବ। ଏହି ଅତିଥି…

AI ଛାଉଣୀରେ ରହିବ ପୁରୀ, 24 ଘଣ୍ଟା ରଖିବ ନଜର: SP

ପୁରୀ: ସ୍ନାନଯାତ୍ରା ପୂର୍ବରୁ ସମୀକ୍ଷା କଲେ ପୁରୀ ଏସପି । ସ୍ନାନଯାତ୍ରାରେ ଶୃଙ୍ଖଳିତ ଦର୍ଶନ ପାଇଁ ତତ୍ପର ପୋଲିସ । AI ଛାଉଣୀରେ ରହିବ ପୁରୀ । AI କ୍ୟାମେରା ଦ୍ୱାରା ହେବ ସର୍ଭେଲାନ୍ସ ବ୍ୟବସ୍ଥା । 100ରୁ ଅଧିକ…

ଆମ୍ବତୋଟାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ରାୟଗଡା: ଆମ୍ବ ତୋଟାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି ଯୁବକଙ୍କ ମୃତଦେହ। ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲାର ମୁନିଗୁଡା ଥାନା ଅନ୍ତର୍ଗତ କାଣିଯୋଡି ଗାଁ ଆମ୍ବ ତୋଟାରୁ। ଦିନକୁ ଦିନ ଏତେ ମାତ୍ରାରେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି, ପାଲିଙ୍କିରେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀଙ୍କ ନଗର ପରିକ୍ରମା

ପୁରୀ: ଶନିବାର ଚମ୍ପକ ଦ୍ୱାଦଶୀ ଅବସରରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଗୁଆଲି ଯାତ୍ରା । ପାଲିଙ୍କିରେ ବିଜେ କରି ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବାପରେ ପ୍ରଥମେ ଶ୍ରୀ ନଅର ଓ ପରେ ଜମ୍ବେଶ୍ଵର…