Browsing Category

Breaking News

IIM CAT ପାଇଁ ଜାରି ହେଲା ବିଜ୍ଞପ୍ତି, ୨ ଅଗଷ୍ଟରେ ଆରମ୍ଭ ହେବ ଆବେଦନ

ନୂଆଦିଲ୍ଲୀ: କମନ ଆଡମିଶନ ଟେଷ୍ଟ (CAT) ହେଉଛି ଏକ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଯାହା ମାଧ୍ୟମରେ ଦେଶର ମ୍ୟାନେଜମେଣ୍ଟ କଲେଜ / ପ୍ରତିଷ୍ଠାନଗୁଡ଼ିକରେ ପିଜି ପାଠ୍ୟକ୍ରମରେ ଆଡମିଶନ ଦିଆଯାଏ। IIM ଲକ୍ଷ୍ନୌ…

କାର ଉପରେ ମାଡିଗଲା ଟ୍ରକ୍, ଦୁର୍ଘଟଣାରେ ଇନ୍ସପେକ୍ଟର ମୃତ, ଡ୍ରାଇଭର ଫେରାର

ନୂଆଦିଲ୍ଲୀ: ରବିବାର ସକାଳେ ଏକ ସିଆଜ କାର ଉପରେ ଟ୍ରକ ଚଢାଇଦେଇଛି । ଯେଉଁଥିରେ କାର ଚାଳକଙ୍କ ମୃତ୍ୟୁ ଘଟିଛି । ଘଟଣା ସଂପର୍କରେ ସୂଚନା ମିଳିବା ମାତ୍ରେ, ପୋଲିସ ଘଟଣାସ୍ଥଳରେ ପହଁଚି କାର ଚାଳକ ଶବକୁ ଉଦ୍ଧାର କରି…

ପନିପରିବା ପରେ ଏବେ ମସଲାର ଦାମରେ ଲାଗିବ ନିଆଁ : ଜୀରାର ଦାମ ଭାଙ୍ଗିଲା ରେକର୍ଡ

ନୂଆଦିଲ୍ଲୀ : ପରିବା ପରେ ବର୍ତ୍ତମାନ ମସଲାର ଦାମରେ ନିଆଁ ଲାଗିବାର ଆଶଙ୍କା କରାଯାଉଛି । ଗତବର୍ଷ ତୁଳନାରେ ଚଳିତବର୍ଷ କିଛି ମସଲାର ଦାମରେ ଦ୍ୱିଗୁଣ ବୃଦ୍ଧି ପାଇବାର ଦେଖିବାକୁ ମିଳିଛି । ଏଥିମଧ୍ୟରୁ ସବୁଠାରୁ ଅଧିକ…

କ୍ରୀଡ଼ାପ୍ରେମୀଙ୍କୁ ବଡ଼ ଝଟକା: IPL-2024 ସଂସ୍କରଣ ଖେଳାଯିବ ବିଦେଶରେ, BCCI କରୁଛି ପ୍ଲାନିଂ!

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୪ ସଂସ୍କରଣକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ସିଜିନକୁ ଶୀଘ୍ର କରାଇବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…

ରେଲୱେ ଦେଲା ଯାତ୍ରୀମାନଙ୍କୁ ଖୁସି ଖବର, ଗଣେଶ ପୂଜାରେ ଚାଲିବ ୨୬୬ଟି ସ୍ପେଶାଲ ଟ୍ରେନ

ନୂଆଦିଲ୍ଲୀ: ଗଣେଶ ମହୋତ୍ସବରେ ଦ୍ରୁତ ଗତିରେ ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ୨୫୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହୋଇଛି, ଯାହାଫଳରେ ଗାଁରୁ ସହରକୁ ଯାଉଥିବା ଯାତ୍ରୀମାନେ ସହଜରେ…

ଏବେ ସଡ଼କରେ ରୁହନ୍ତୁ ସାବଧାନ! ଏହି ନିୟମ ଭାଙ୍ଗିଲେ ସିଧା FasTAGରେ କଟିବ ଚାଲାଣ

ନୂଆଦିଲ୍ଲୀ: ଭାରତରେ ସଡକ ଏବଂ ଟ୍ରାଫିକ ସହ ଜଡିତ ନିୟମ ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଥାଏ। ଏହି ନିୟମଗୁଡିକ ମଧ୍ୟରୁ ସର୍ବାଧିକ ଉଲ୍ଲଂଘନ ହେଉଛି ଦ୍ରୁତ ଗତିରେ ଗାଡି ଚଳାଇବା। ଅର୍ଥାତ ଗତି ସୀମାଠାରୁ ଅଧିକ ସ୍ପିଡ଼ରେ…

ଅଶ୍ଲୀଳ ଭିଡିଓ ଭାଇରାଲ ସମାଜ ପାଇଁ ଏକ ବଡ଼ ବିପଦ: ପୁଅ, ଝିଅଙ୍କର ଗୋଟିଏ ଭୁଲ୍ ହିଁ ସବୁ ଅନର୍ଥର କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଆମର ସମାଜ ଡିଜିଟାଲ ଆଡ଼କୁ ଗତି କରୁଥିବା ବେଳେ ପ୍ରତ୍ୟେକ କାର୍ଯ୍ୟ ପୂର୍ବାପେକ୍ଷା ଅଧିକ ସହଜସାଧ୍ୟ ହେବାରେ ଲାଗିଛି । ତେବେ ଇଣ୍ଟରନେଟ, ପ୍ରଯୁକ୍ତିବିଦ୍ୟାର ବିକାଶ ଯେତିକି…

Video : ହସ୍ପିଟାଲ ବେସମେଟରେ ଲାଗିଲା ନିଆଁ, ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଗଲା ୧୦୦ ରୋଗିଙ୍କୁ

ଗୁଜୁରାଟ : ଅହମଦାବାଦର ଏକ ଛୋଟ ହସ୍ପିଟାଲରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ହସ୍ପିଟାଲର ବେସମେଟରେ ଅଜାଣତରେ ନିଆଁ ଲାଗିବା କାରଣରୁ ୧୦୦ ରୋଗୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଗଲା ।…

(Video) ଘର ଖୋଜୁ ଖୋଜୁ ଶାହରୁଖ ଖାନଙ୍କୁ ମିଳିଥିଲା ସୁପରହିଟ ସିରିୟଲ, ଏପରି ଆରମ୍ଭ କରିଥିଲେ ଫିଲ୍ମ କ୍ୟାରିୟର

ମୁମ୍ବାଇ: ଆଜିର କିଙ୍ଗଖାନ, ସୁପରହିଟ୍ ଷ୍ଟାର ଶାହରୁଖ ଖାନ ୧୯୮୮ରେ ଦୁରଦର୍ଶନର ଏକ ଟିଭି ସିରିୟଲ ‘ଫୌଜି’ ମାଧ୍ୟମରେ ମନୋରଞ୍ଜନ ଇଣ୍ଡଷ୍ଟ୍ରୀରେ ପାଦ ଥାପିଥିଲେ । ଶୋ’ ରେ ସେ ଭାରତୀୟ ସେନାର ଏକ ବାହାଦୂର ଏବଂ…

ରାଜ୍ୟର ନିବେଶକଙ୍କୁ ଫେରସ୍ତ କରାଯିବ ଅର୍ଥ: କାହାର କେତେ ଟଙ୍କା ଅଟକିଛି, କେନ୍ଦ୍ର ସରକାରଙ୍କୁ ତାଲିକା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାହାରା ଗ୍ରୁପରେ ନିବେଶ କରିଥିବା ରାଜ୍ୟର ସମସ୍ତ ନିବେଶକଙ୍କୁ ଫେରସ୍ତ କରାଯିବ ସେମାନଙ୍କର ନିବେଶ ଅର୍ଥ । ଏନେଇ ରାଜ୍ୟ ସମବାୟ ବିଭାଗ ପକ୍ଷରୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ଚିଠି…