Browsing Category

Breaking News

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ବଢ଼ିଲା PF ସୁଧ ହାର, ସାଢ଼େ ୬ କୋଟି ଜନତା ହେବେ ଉପକୃତ

ନୂଆଦିଲ୍ଲୀ: ସାଢ଼େ ୬ କୋଟି ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର । ନରେନ୍ଦ୍ର ମୋଦୀ ସରକାର ଦେଶର ଜନସାଧାରଣଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଏଣିକି କର୍ମଚରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ କୋଟି କୋଟି ଗ୍ରାହକଙ୍କ…

ବଦଳିଗଲା ଟ୍ୱିଟରର ନାମ ଏବଂ ଲୋଗୋ: କମ୍ପାନୀ ଏବେ ‘X’ ନାମରେ ହେବ ପରିଚିତ

ନୂଆଦିଲ୍ଲୀ: ଟ୍ୱିଟରକୁ ନେଇ ସବୁବେଳେ ଖବର ରହି ଆସୁଥିବା ବେଳେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଖବର ସାମ୍ନାକୁ ଆସିଛି । ସାଧାରଣତଃ ଟ୍ୱିଟର ଲୋଗରେ ଥିବା ପକ୍ଷୀ ଆକର୍ଷଣୀୟ ହୋଇଥାଏ । ହେଲେ ବର୍ତ୍ତମାନ ଟ୍ୱିଟରର…

ତଳକୁ ଖସିଲା ସୁନାର ମୂଲ୍ୟ, ଏବେ କିଣି ନିଅନ୍ତୁ ସବୁ ଅଳଙ୍କାର: ଜାଣନ୍ତୁ କ’ଣ ରହିଛି ରେଟ୍…

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ପୁଣିଥରେ ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ଯାହା ଫଳରେ ସାଧାରଣ ଲୋକଙ୍କ ପାଇଁ ସୁନାଅଳଙ୍କାର କିଣିବା ଆହୁରି ସହଜ ହୋଇଯାଇଛି । ଏବେ ମହିଳାମାନେ ନିଜ ମନ ପସନ୍ଦର ଗହଣା…

(Video) ବିଧାନସଭାରେ ରାଜେନ୍ଦ୍ର ସିଂ ଗୁଦାଙ୍କୁ ମତ ରଖିବାକୁ ଦିଆଗଲାନି, ମନ୍ତ୍ରୀ ଓ ମାର୍ଶାଲ ଠେଲାପେଲା କରି ସଦନ ବାହାରକୁ ଆଣିଲେ

ଜୟପୁର: ଅଶୋକ ଗେହେଲଟଙ୍କୁ କ୍ୟାବିନେଟରେ ମନ୍ତ୍ରୀ ପଦରୁ ହଟାଯିବା ପରେ ସୋମବାର ଦିନ କଂଗ୍ରେସ ନେତା ରାଜେନ୍ଦ୍ର ସିଂ ଗୁଦାଙ୍କୁ ରାଜସ୍ଥାନ ବିଧାନସଭା ବାହାରେ ରୋକାଯାଇଛି । ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର…

ଖୁସି ଖବର! ଏଣିକି ଚାଷୀଙ୍କୁ ଦିଆଯିବ ୧୨,୫୦୦ ଟଙ୍କା: PM Kisan Yojna ଯୋଜନାରେ ହେଉଛି ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶର କୋଟି କୋଟି କୃଷକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆଣୁଛନ୍ତି କେନ୍ଦ୍ର ସରକାର । ପିଏମ କିସାନ ଯୋଜନାର ୧୪ତମ କିସ୍ତି ଆସିବାର ୩ ଦିନ ପୂର୍ବରୁ ଟ୍ୱିଟ କରି ଏକ ବଡ଼ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।…

(Video) ସତ ହେଉଛି ମାଳିକାବାଣୀ.. ଖୋଲୁଛି ଶ୍ରୀମନ୍ଦିରର ସବୁ ଦୁଆର: ଏଥର ଶେଷ ହେବ ପୃଥିବୀ, ଆସୁଛି ପ୍ରଳୟ

ହଜାର ହଜାର ବର୍ଷ ଧରି ପୁରୀ ଶ୍ରୀମନ୍ଦିରରେ ଚାଲି ଆସୁଥିବା ପରମ୍ପରା ଆଜି ଭାଙ୍ଗି ଯାଇଛି । ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଯାଇଛି ବଡ଼ ଦେଉଳର ପଶ୍ଚିମ ଦୁଆର । ବର୍ତ୍ତମାନ ଶ୍ରୀମନ୍ଦିରର କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି…

ମଦ ନିଶାରେ ନିଜର ଘର ଉଜାଡି ଦେଲା ନୃସଂଶ ବାପା : ସ୍ତ୍ରୀ ଓ ପୁଅର ତଣ୍ଟିଚିପି କଲା ହତ୍ୟା

ଭଦ୍ରକ : ମଦ ନିଶାରେ ସ୍ୱାମୀ ଉଜାଡି ଦେଲା ପୁରା ପରିବାର । ତଣ୍ଟିଚିପି ସ୍ତ୍ରୀ ଓ ପୁଅକୁ କଲା ହତ୍ୟା । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସୁଛି । ଜଣେ ସ୍ୱାମୀ ମଦ ନିଶାରେ ନିଜ ସ୍ତ୍ରୀ ଓ ପୁଅକୁ…

ଜ୍ଞାନବ୍ୟାପୀ ପରିସରରେ ସର୍ଭେ କାମ ବନ୍ଦ : କଟକଣା ଲଗାଇଲେ ସୁପ୍ରିମକୋର୍ଟ

ବାରଣାସୀ : ଜ୍ଞାନବ୍ୟାପୀ ମସଜିଦ ପରିସରରେ ସର୍ଭେ କାମ ବନ୍ଦ । ଏଏସଆଇକୁ ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଦୁଇ ଦିନ ପାଇଁ ଏହି କଟକଣା ଲଗାଯାଇଛି । ତେବେ ଆସନ୍ତା ୨୬ତାରିଖ ୫ଟା…

ମଝି ଆକାଶରେ ଜଳିଗଲା ସେନାଙ୍କ ବିମାନ: ଦୁର୍ଘଟଣାରେ ୪ ସେନା କର୍ମଚାରୀଙ୍କ ସମେତ ୯ ମୃତ

ନୂଆଦିଲ୍ଲୀ: ବଢିବାରେ ଲାଗିଛି ବିଭିନ୍ନ ଯାନବାହନର ଦୁର୍ଘଟଣା ମାମଲା । କେବେ ଟ୍ରେନ୍ ତ କେବେ ବସ୍ ପୁଣି କେବେ ମଝି ଆକାଶରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଯାତ୍ରୀ । ଏଭଳି ଏକ ବିମାନ ଦୁର୍ଘଟଣାରେ ୪ ଜଣ…

ପ୍ରେମରେ ଅନ୍ଧ ମହିଳା : ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡି ପାକିସ୍ତାନୀ ପ୍ରେମିକ ପାଇଁ ଡେଇଁଲେ ଭାରତ ସୀମା

ନୂଆଦିଲ୍ଲୀ: ପାକିସ୍ତାନୀ ମହିଳା ସୀମା ହାଇଦରକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପୁଣି ସେଭଳି ଏକ ଖବର ସାମ୍ନାକୁ ଆସିଛି । କିନ୍ତୁ ଏଥର ପ୍ରେମରେ ଅନ୍ଧ ହୋଇ ଜଣେ ଭାରତୀୟ ମହିଳା ପ୍ରେମିକକୁ ଭେଟିବା…