Browsing Category
Breaking News
ଆଉ ପଡ଼ିବନି ଚାର୍ଜର ଆବଶ୍ୟକ: ଆପଣଙ୍କ ଶରୀରରୁ ହିଁ ଚାର୍ଜ ହେବ ଗ୍ୟାଜେଟ୍
ବେଲାଋଷର ମିନସ୍କରେ ରହୁଥିବା ୧୯ ବର୍ଷ ବୟସ୍କ ଆବିଷ୍କାରକ ମାଇକେଲ ଭାଗା ଏକ ଗ୍ୟାଜେଟ୍ ଉଦ୍ଭାବନ କରିଛନ୍ତି, ଯାହା ବର୍ତ୍ତମାନ ମାନବ ଶରୀରର ଶକ୍ତି ବ୍ୟବହାର କରି ସ୍ମାର୍ଟଫୋନ୍ ଚାର୍ଜ କରିପାରିବ । ଏହି ହ୍ୟାଣ୍ଡେର୍ଜି…
ଅଣ୍ଡରଗାର୍ମେଣ୍ଟ ସପ୍ଲାଏ କରୁଥିବା କମ୍ପାନୀର ଡାଟା ଚୋରୀ, ଇସଲାମିକ୍ ଦେଶକୁ ବିକ୍ରୀ ହୋଇଛି ୧୫ ଲକ୍ଷ ହିନ୍ଦୁ ଯୁବତୀଙ୍କ ଡାଟା
ଜୟପୁର: ରାଜସ୍ଥାନ ଜୟପୁରରୁ ଆସିଛି ଏକ ବଡ ଧରଣର ଚିନ୍ତାଜନକ ଖବର । ରାଜସ୍ଥାନର ଜଣେ ଧୂର୍ତ୍ତ ହ୍ୟାକର ମହିଳାଙ୍କୁ ଅନଲାଇନ୍ ରେ ଅଣ୍ଡରଗାର୍ମେଣ୍ଟ ସପ୍ଲାଏ କରୁଥିବା କମ୍ପାନୀର ସର୍ଭରକୁ ହ୍ୟାକ କରି ୧୫ ଲକ୍ଷ ହିନ୍ଦୁ…
କରମଣ୍ଡଳ ଟ୍ରେନ ଟ୍ରାଜେଡି: ଆହତଙ୍କୁ ରକ୍ତଦାନ କଲେ ବାବୁସାନ୍-ଅମ୍ଳାନ, ଦେଖାଇଲେ ମଣିଷପଣିଆ
ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ଆହତଙ୍କ ପାଇଁ ଆଗେଇ ଆସିଲେ ଓଲିଉଡ ସୁପରଷ୍ଟାର ବାବୁସାନ୍ ଏବଂ ଅମ୍ଳାନ । ହାଇଟେକ୍ ହସ୍ପିଟାଲର ଏକ ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଆହତମାନଙ୍କ ପାଇଁ ଦୁଇ ଅଭିନେତା ମୂଲ୍ୟବାନ…
(Video)ଏକା କରିଦେଲା କରମଣ୍ଡଳ: ବାଲେଶ୍ୱର ରେଳ ଲାଇନରେ ପଡିଛି ପ୍ରେମର ଶେଷ ଚିଠି I LOVE YOU…
ବାଲେଶ୍ୱର: ବାହାନଗା ଦୁର୍ଘଟଣାର ୩ ଦିନ ପରେ ରେଳ ଟ୍ରାକରୁ ମିଳିଛି ପ୍ରେମର ଶେଷ ସନ୍ତକ । ଗୋଟିଏ ଚିଠି, ଯେଉଁଥିରେ ଲେଖା ହୋଇଛି ଜଣେ ବ୍ୟକ୍ତିଙ୍କ ମନର କଥା, ଯେଉଁଥିରେ ରହିଛି କାହା ହୃଦୟର କାହାଣୀ । ମନର ମଣିଷ ପାଇଁ…
ପ୍ରେମିକ ସହ ଝିଅ ଫେରାର ହେବାରୁ ମୃତ ଘୋଷିତ କଲେ ପରିବାର , ୧୩ ଜୁନ୍ ରେ ଦଶାହ ଭୋଜି ଦେବାକୁ ବଣ୍ଟାଗଲା ଶୋକ ସନ୍ଦେଶ
ଭିଲୱାଡା:ରାଜସ୍ଥାନ ଭିଲୱାଡାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚର୍ଚ୍ଚାକୁ ଆସିଛି । ଏଠି ଏକ ପରିବାର ନିଜ ଜୀବିତ ଝିଅକୁ ମୃତ ଘୋଷଣା କରି ଦେଇଛି । କେବଳ ଏତିକି ନୁହେଁ ପୁରା ସମାଜରେ ନିଜ ଝିଅକୁ ମୃତ ଘୋଷଣା କରିବା ସହ ଦଶାହ…
ଆଖିବୁଜିଲେ ମହାଭାରତର ଶକୁନି ‘ଗୂଫୀ ପଟେଲ’, ଅନେକ ଦିନ ଧରି ଥିଲେ ରୋଗାକ୍ରାନ୍ତ
ନୂଆଦିଲ୍ଲୀ: ଅଭିନୟ ଜଗତ ପାଇଁ ଦୁଃଖ ଖବର । ଆଉନାହାନ୍ତି ଦିଗଜ୍ଜ ଅଭିନେତା ଗୂଫୀ ପଟେଲ । ସେ ମହାଭାରତ ସିରିୟଲର ଶକୁନି ଭୁମିକାରେ ଅଭିନୟ କରୁଥିଲେ । ବହୁ ଦିନ ଧରି ରୋଗାକ୍ରାନ୍ତ ପରେ ଅଭିନେତାଙ୍କ ଦେହାନ୍ତ ଘଟିଛି ।…
ଭୁବନେଶ୍ୱର ଏମସରେ ୯୯ ମୃତଦେହ, ଶବ ଚିହ୍ନଟ ପାଇଁ ଲାଗିଛି ସମସ୍ୟା
ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣା ପରେ ଭୁବନେଶ୍ୱର ଏମସରେ ୯୯ଟି ମୃତଦେହ ଥିବା ଖବର ସାମ୍ନାକୁ ଆସିଛି । ୧୨୩ଟି ମୃତଦେହରୁ ୨୪ଟି ଚିହ୍ନଟ ପରେ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ମୃତଦେହ ଗୁଡିକ ନଷ୍ଟ…
ଗୃହମନ୍ତ୍ରୀଙ୍କ ସହ ଭେଟି ୨ ଘଣ୍ଟା ଆଲୋଚନା କଲେ କୁସ୍ତିଯୋଦ୍ଧା: ଏବେ ହେବ କି ସମସ୍ୟାର ସମାଧାନ?
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କର ଏକ ଟିମ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ।
ତେବେ ଏହି ବୈଠକରେ କଣ ଆଲୋଚନା ହୋଇଛି ସେ ବିଷୟରେ କୌଣସି…
୧୪ ଲକ୍ଷ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ୬୦ କୋଟି ଟଙ୍କା, ଏହି ରାଜ୍ୟ ସରକାର ନେଉଛନ୍ତି ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ଅଶୋକ ଗେହଲଟ୍ ସରକାର ଜନସାଧାରଣଙ୍କୁ ନିଜ ଆଡକୁ ଆଣିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାଁନ୍ତି । ଏହି କ୍ରମରେ ଜୁନ୍ ୫ ତାରିଖ ସୋମବାର ଦିନ ରାଜ୍ୟରେ…
ଟ୍ରେନ ଦୁର୍ଘଟଣାକୁ ନେଇ ଏବେବି ଲୋକଙ୍କ ମନରେ ଛନକା: ଜାଣନ୍ତୁ କଣ କହିଲେ କରମଣ୍ଡଳ ଲୋକୋ ପାଇଲଟ ?
ବାହାନଗା : ବାଲେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏଥିରେ ୨୭୫ ଜଣଙ୍କର ମୃତ୍ୟୁ ସମଗ୍ର ଦେଶକୁ ଚକିତ କରିଛି। ଦୁର୍ଘଟଣା ପରେ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି। ରେଳ…