Browsing Category

Breaking News

ଦିଲ୍ଲୀରେ ରହିଛି ଏପରି କ୍ୟାଣ୍ଟିନ୍ ଯେଉଁଠି ୧୨ ଟଙ୍କାରେ ମିଳୁଛି ପେଟପୁରା ଭୋଜନ, ବର୍ଷ ବର୍ଷ ଧରି ଖାଉଛନ୍ତି ବରିଷ୍ଠ ରାଜନେତା

ନୂଆଦିଲ୍ଲୀ:ଯେତେବେଳେ ସାରା ଦୁନିଆରେ ଦରଦାମ୍ ବୃଦ୍ଧିକୁ ନେଇ ହାହାକାର ଖେଳି ଯାଇଛି ସେତେବେଳେ ଏମିତି ଏକ ଖବର ଆପଣଙ୍କ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରିବ ନିଶ୍ଚୟ । ନୂଆଦିଲ୍ଲୀର ଭାଇ ବୀର ସିଂହ ମାର୍ଗରେ ଏପରି ଏକ…

ହାତରେ ତ୍ରିଶୂଳ ଏବଂ ଓମର ଟାଟୁ, ବ୍ୟାଗରେ କଟା ମୁଣ୍ଡ ଶରୀର ଦେଖି ଭୟରେ କମ୍ପି ଉଠିଲେ ଲୋକେ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ ସହର ନିକଟ ଭାୟନ୍ଦର ବାଇରେ ଶୁକ୍ରବାର ଦିନ ଏକ ବ୍ୟାଗରେ ଜଣେ ଝିଅର ମୃତଦେହ ମିଳିଛି। ଉଦ୍ଧାର ହୋଇଥିବା ଶରୀରର ମୁଣ୍ଡ ନିଖୋଜ ଅଛି। ମୃତ ଝିଅଙ୍କ ହାତରେ ତ୍ରିଶୂଳ ଏବଂ ଓମ୍ ଟାଟୁ…

ରାଜ୍ୟରେ ଖୋଲିବ ଆଉ ୪ଟି ESI ହସ୍ପିଟାଲ ଓ ୧୨ଟି ଡିସପେନସାରୀ: ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଉ ୪ଟି ଇଏସଅଇ ହସ୍ପିଟାଲ…

Asia Cup 2023 ପାଇଁ ଭାରତୀୟ ଦଳ ଘୋଷଣା: ଜୁନ୍ ୧୭ରେ ଭାରତ-ପାକିସ୍ତାନ ଲଢ଼େଇ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ର ଭେନ୍ୟୁ ପାଇଁ ଦୀର୍ଘ ସମୟ ଧରି ବିବାଦ ଚାଲି ଆସିଛି । ବର୍ତ୍ତମାନ ବି ଏହି ବିବାଦ ଜାରି ରହିଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଜି ଏକ ବଡ଼ ଘୋଷଣା କରିଛି । ଏହି…

ରାମାୟଣ ସର୍କିଟ ଯୋଜନା କ’ଣ ? ଜାଣନ୍ତୁ କେଉଁ କେଉଁ ରାଜ୍ୟଗୁଡ଼ିକୁ ଏଥିରେ କରାଯାଇଛି ସାମିଲ

ନୂଆଦିଲ୍ଲୀ: ରାମାୟଣ ସର୍କିଟ ହେଉଛି କେନ୍ଦ୍ର ସରକାରଙ୍କ ଏକ ଉଚ୍ଚାଭିଳାଷୀ ଯୋଜନା । ଏହା ଅଧୀନରେ ପ୍ରଭୁ ଶ୍ରୀରାମ ଯେଉଁ ସ୍ଥାନକୁ ଯାଇଥିଲେ ସେହି ସମସ୍ତ ସ୍ଥାନକୁ ସରକାର ସଂଯୋଗ କରିବାକୁ ଚାହୁଁଛନ୍ତି । ରାମାୟଣ…

୩ ଘଣ୍ଟା ଭିତରେ ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ଭିତରେ ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ବହିପାରେ ପବନ । ବିଜୁଳି ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା…

ଓଡ଼ିଶା ଆସିବେ ଅମିତ ଶାହ: ଜେପି ନଡ୍ଡା, ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର: ଜୁନ ୧୭ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଛନ୍ତି । ଏହାସହ ୨୨ ତାରିଖରେ ବିଜେପି ସଭାପତି ଜେପି ନଡ୍ଡା ଆସିବାର ଖବର ରହିଛି । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଏହି ଦୁଇ…

ବିମାନ ବନ୍ଦରରେ ଅଜବ ମାମଲା, ବ୍ୟାଗ୍ ରେ ବମ୍ ଅଛି କହି ଚିଲାଇବାରୁ ଯିବାକୁ ପଡିଲା ଜେଲ୍

ମୁମ୍ବାଇ:ମୁମ୍ବାଇ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ଅଜବ ମାମଲା ସାମନାକୁ ଆସିଛି । ଏଠାରୁ ମୁମ୍ବାଇରୁ କଲିକତା ଯାଉଥିବା ଜଣେ ମହିଳା ବେଶ୍ ହଙ୍ଗାମା ସୃଷ୍ଟି କରିଥିଲେ । ତାଙ୍କ ଲଗେଜ୍ ୧୫ କିଲୋରୁ ଅଧିକ ଥିଲା…

୨୫ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ବ୍ଲକ୍ କଲା ଟ୍ୱିଟର: ଏସବୁ କରୁଥିଲେ ପରବର୍ତ୍ତୀ ନମ୍ବର ଆପଣଙ୍କର ହେବ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଟ୍ୱିଟର ନିଜ ପ୍ଲାପଫର୍ମରେ ଭୁଲ ବିଷୟବସ୍ତୁକୁ ପ୍ରୋତ୍ସାହନ କିମ୍ବା ପୋଷ୍ଟ କରୁଥିବା ୨୫ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ୨୬ ମାର୍ଚ୍ଚରୁ ୨୫ ଏପ୍ରିଲ ମଧ୍ୟରେ ବ୍ୟାନ୍ କରିଛି…

୬ ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ରାଶି ଘୋଷଣା: ଘଟଣାକୁ ନେଇ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ଆର୍ଯ୍ୟପଲୀ ନିକଟ ସମୁଦ୍ରରେ ଦୁଇ ଛାତ୍ର ଏବଂ ମାଲକାନାଗିରିରେ କାଳବୈଶାଖୀରେ ୪ଜଣଙ୍କର ମୃତ୍ୟୁ ଘଟିଥିଲା । ତେଣୁ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିବା…