Browsing Category
Breaking News
ଟଙ୍କା ବିଡା ଭିତରେ ନକଲି ନୋଟ ଥିଲେ, ସଂପୃକ୍ତ ବ୍ୟକ୍ତି ନାଁରେ ଏଫଆଇଆର
ନୂଆଦିଲ୍ଲୀ ; ନୋଟ୍ ବନ୍ଦୀ ପରେ ଏବେ ନୋଟ୍ ବଦଳ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜି ଅର୍ଥାତ୍ ୨୩ ମେ ରୁ ଆରମ୍ଭ ହୋଇଛି ୨୦୦୦ ଟଙ୍କିଆ ନୋଟ୍ ର ବଦଳାଇବା ପ୍ରକ୍ରିୟା । ବ୍ୟାଙ୍କରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ…
ସୂର୍ଯ୍ୟଙ୍କ ଅଣ୍ଡା, ମୂଲ୍ୟ ୨.୭ ଲକ୍ଷ!
ଏପରି ଏକ ଶୀର୍ଷକ ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହେବେ ନିଶ୍ଚୟ । ଏହା ଆପଣଙ୍କୁ ହାସ୍ୟାସ୍ପଦ ମନେ ହେବ । କିନ୍ତୁ ଏହା ପଛରେ ଯେଉଁ ସତ୍ୟତା ରହିଛି ତାହା ଜାଣିବା ପରେ ଆପଣଙ୍କ ମନରୁ ସମସ୍ତ ବିସ୍ମୟ ହଟିଯିବ । ଏହା ହେଉଛି…
IAS ପରୀକ୍ଷା ରେଜଲ୍ଟ ଘୋଷିତ: ଇଶିତା କିଶୋର ୨୦୨୨ ବର୍ଷର ଟପ୍ପର, ୬୭ତମ ସ୍ଥାନରେ ଓଡ଼ିଆ ଝିଅ
ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଇଛି । ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର ବିବେଚିତ ହୋଇଛନ୍ତି ।…
ଜେଲରେ ଝୁଲିଲା କଏଦୀର ଶବ, ପ୍ରଶାସନ କହୁଛି ସୁଇସାଇଡ୍
ନୂଆଦିଲ୍ଲୀ: ଦିଲ୍ଲୀର ଏକ ଜେଲରେ ଜଣେ କଏଦୀ ଫାଶି ଲଗାଇ ଆତ୍ମହତ୍ୟା କରିବା କଥା ସାମ୍ନାକୁ ଆସିଛି । ଏହି କଏଦୀ ଜଣକ ୨୬ ବର୍ଷ ପର୍ଯ୍ୟନ୍ତ ଜେଲରେ ଅନ୍ତେବାସୀ ହୋଇ ରହୁଥିଲେ । କୁହାଯାଉଛି ଯେ, ସେ ଫାଶି ଲଗାଇ…
Video: ସିସୋଦିଆଙ୍କ ବେକକୁ ଧରି ଟାଣିନେଲା ପୋଲିସ, କେଜ୍ରିୱାଲ କହିଲେ ଏପରି ବ୍ୟବହାର ପାଇଁ ଉପରୁ ଆଦେଶ ମିଳିଛି କି?
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଆଜି ପୋଲିସ ରାଉଜ ଏଭେନ୍ୟୁ କୋର୍ଟ ନେଇଯାଇଛନ୍ତି । ଏହାଦ୍ୱାରା ପୋଲିସ ମନିଷ ସିସୋଦିଆଙ୍କୁ ସୁରକ୍ଷା ଘେରରେ ନେଉଥିବା…
ସିଡନୀରେ ପିଏମ ମୋଦୀଙ୍କୁ ଅନନ୍ୟ ସ୍ୱାଗତ ; ଆକାଶରେ ଲେଖା ହେଲା ୱେଲକମ୍ ମୋଦୀ , ଶହ ଶହ ଲୋକଙ୍କ ଭିଡ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ବିଦେଶ ଗସ୍ତରେ ଯାଇ ଅଷ୍ଟ୍ରେଲିଆର ସିଡନୀରେ ରହିଛନ୍ତି । ଅଷ୍ଟ୍ରେଲିଆରେ ମୋଦୀଙ୍କୁ ବିପୁଳ ମାତ୍ରାରେ ସ୍ୱାଗତ ସମ୍ବୋର୍ଦ୍ଧନା ଦିଆଯାଉଛି । ଗତକାଲି…
ରାଷ୍ଟ୍ରପତି ନା ପ୍ରଧାନମନ୍ତ୍ରୀ: ନୂଆ ସଂସଦ ଭବନକୁ କିଏ ଉଦଘାଟନ କରିବା ଉଚିତ, କ’ଣ କହୁଛି ଭାରତୀୟ ଗଣତନ୍ତ୍ର
ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ । ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରର ଉଦଘାଟନ ନେଇ ଗତ ୧୮ ତାରିଖରେ ତାରିଖରେ ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଥିଲା…
ଜୁନ ୧ ରୁ ନୂଆ ନିୟମ : ସରକାରୀ ଲ୍ୟାବ୍ ରେ ଟେଷ୍ଟିଂ ପରେ ହେବ ରପ୍ତାନି, ସାର୍ଟିଫିକେଟ୍ ବାଧ୍ୟତାମୂଳକ
ନୂଆଦିଲ୍ଲୀ : କଫ୍ ସିରଫକୁ ନେଇ ନୂଆ ନିୟମ ଆସିଛି । ସରକାରୀ ଲ୍ୟାବ୍ ରେ ଟେଷ୍ଟିଂକୁ ବାଧ୍ୟମୂଳକ କରାଯାଇଛି । ଗତ କିଛି ମାସ ମଦ୍ୟରେ କଫ ସରପ୍ ଯୋଗୁଁ କୋମଳବତି ଶିଶୁ ମୃତ୍ୟୁବରଣ କରିବା ଘଟଣା ଘଟିବା ପରେ ସରକାରଙ୍କ…
ଜଣଙ୍କୁ ୧୮ ବର୍ଷ ହୋଇଗଲେ ତାଙ୍କର ନାମ ଅଟୋମେଟିକ୍ ଭୋଟର ଲିଷ୍ଟରେ ଯୋଡ଼ି ହୋଇଯିବ: କେନ୍ଦ୍ର ସରକାର ଲାଗୁ କରିବେ ନୂଆ ଯୋଜନା
ନୂଆଦିଲ୍ଲୀ: ଜନଗଣନାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ଘୋଷଣା କରିଛନ୍ତି । ଏନେଇ କେନ୍ଦ୍ର ସରକାର ସଂସଦରେ ଏକ ବିଲ ଆଣିବାକୁ ଯୋଜନା କରୁଛନ୍ତି । ସେଥିରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସହିତ ଭୋଟର ଲିଷ୍ଟ…
୨୦୦୦ ଟଙ୍କିଆ ନୋଟ୍ ନେଲେ ନାହିଁ ପେଟ୍ରୋଲ ପମ୍ପ କର୍ମଚାରୀ ; ଟାଙ୍କିରୁ ତେଲ କାଢି ନେଲେ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଜାଲାଉନ୍ ଜିଲ୍ଲାରେ ଏକ ଆଶ୍ଚର୍ୟ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଗ୍ରାହକ ୨୦୦୦ ଟଙ୍କିଆ ନୋଟ୍ ଦେବାରୁ ସ୍କୁଟି ଟାଙ୍କିରୁ ତେଲ କାଢି ନେଲେ ପେଟ୍ରୋଲ ପମ୍ପ କର୍ମଚାରୀ । ଯାହାର ଭିଡିଓ…