Browsing Category
Breaking News
କନ୍ଧମାଳ ଜିଲ୍ଲାରେ ଅଛି ଅଧିକ କୋଇଲା, ବକ୍ସାଇଟର ମଧ୍ୟ ମିଳିଛି ସନ୍ଧାନ
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଶିଳ୍ପ ପ୍ରତିଷ୍ଠା ହୋଇପାରିନି । ସର୍ଭେରୁ ଜିଲ୍ଲାର କିଛି ସ୍ଥାନରେ ଖଣିଜ ସମ୍ପଦ ରହିଥିବା କଥା ଜଣାପଡିଥିଲେ ମଧ୍ୟ ଏହି ଦିଗରେ ବିଶେଷ ଅଗ୍ରଗତି ହୋଇ ପାରିନି । ଏ…
ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ କରିପାରିବେନି ପାର୍କିଂ: ସମସ୍ତ ଷ୍ଟାଣ୍ଡକୁ ଦିଆଗଲା ଅର୍ଡର
ନୂଆଦିଲ୍ଲୀ: ଯଦି ଆପଣଙ୍କର ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନାହିଁ, ତେବେ ଏହାକୁ ଷ୍ଟାଣ୍ଡରେ ପାର୍କିଂ କରିବାକୁ ଦିଆଯିବ ନାହିଁ । ସମସ୍ତ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ…
PTI ସମ୍ପାଦକ ପଦରୁ ରାଜେଶ ମହାପାତ୍ରଙ୍କ ଇସ୍ତଫା
ନୂଆଦିଲ୍ଲୀ: ଦେଶର ଜଣାଶୁଣା ନ୍ୟୁଜ୍ ଏଜେନ୍ସି ‘ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ’ (ପିଟିଆ)ର ସମ୍ପାଦକ ରାଜେଶ ମହାପାତ୍ର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜେଶ ପିଟିଆଇ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି । ରାଜେଶ…
ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ଼: ଡାଲି, ଚାଉଳ, ଗହମ ଓ କ୍ଷୀର ମୂଲ୍ୟରେ ବୃଦ୍ଧି
ନୂଆଦିଲ୍ଲୀ: ଏପ୍ରିଲରେ ହୋଲସେଲ ଏବଂ ଖାଦ୍ୟର ମହଙ୍ଗା ମାଡରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ କିଛି ସାମଗ୍ରୀର ଦାମରେ ଲଗାମ୍ ଲାଗୁନାହିଁ । ଏଥିରେ ଡାଲି, ଚାଉଳ, ଗହମ ଏବଂ କ୍ଷୀର ସାମିଲ ହୋଇ ରହିଛି ।
ଏଗୁଡିକର…
ଗୁଳିକାଣ୍ଡ; ବନ୍ଧୁକଧାରୀ ସମେତ ୩ଜଣଙ୍କର ମୃତ୍ୟୁ, ଅନେକ ଆହତ
ୱାସିଂଟନ: ପୁଣି ଥରେ ଆମେରିକାରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। ନ୍ୟୁ ମେକ୍ସିକୋର ଫାର୍ମିଙ୍ଗଟନରେ ଗୁଳି ବିନିମୟରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସୋମବାର…
କଂଗ୍ରେସ ମୁଖପାତ୍ର ବହିଷ୍କୃତ: PCCର ବଡ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୩ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ୪୮,୭୨୧ଟି ଭୋଟରେ ବିଜୟ ହାସଲ କରିଥିଲେ । ସେ ମୋଟ ୧,୦୭,୧୯୮ଟି ଭୋଟ ପାଇଥିବା ବେଳେ…
ହଷ୍ଟେଲ ବିଲ୍ଡିଂରେ ଭିଷଣ ଅଗ୍ନିକାଣ୍ଡ, ୧୦ ମୃତ୍ୟୁ
ୱେଲିଙ୍ଗଟନ୍: ନ୍ୟୁଜିଲ୍ୟାଣ୍ଡର ରାଜଧାନୀ ୱେଲିଙ୍ଗଟନ୍ର ଏକ ଚାରି ମହଲା ହଷ୍ଟେଲରେ ଅଗ୍ନିକାଣ୍ଡ ଘଟିବା କଥା ସାମ୍ନାକୁ ଆସିଛି। ଏଥିରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସମ୍ପର୍କରେ ନ୍ୟୁଜିଲ୍ୟାଣ୍ଡର…
ପୁଣି ଓଲିଉଡ୍ ଆଣିଲା ଗୌରବ: ଓଡ଼ିଆ ଫିଲ୍ମ ‘ଫାଲଗୁନ୍ ଚୈତ୍ର’ ପ୍ରଥମ ଥର ପାଇଁ କାନାଡ଼ାରେ ରିଲିଜ୍ ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁମାତ୍ରାରେ କ୍ଷତି ପହଞ୍ଚାଇଥିଲା । ତେବେ କୋଭିଡ-୧୯ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ଥରେ ଓଲିଉଡ ଅଣ୍ଟା ସଳଖି ଚାଲିବାକୁ ପ୍ରୟାସ କରୁଛି…
ଜୁନ୍ ୧ରୁ ଆଇସିସିର ନୂଆ କ୍ରିକେଟ ନିୟମ : ଏଣିକି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ
ମୁମ୍ବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆସନ୍ତା ଜୁନ୍ ୧ରୁ କାର୍ଯ୍ୟକାରୀ କରିବାକୁ ଯାଉଛି ନୂଆ ନିୟମ । ମ୍ୟାଚ୍ ଅବସରରେ ଖେଳ ଓ ଖେଳାଳିଙ୍କ ସ୍ଥିତିରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଆଇସିସି ନୂଆ ନିୟମ…
ପାଣିପାଗ ବିଭାଗର ସୂଚନା: ରାଜ୍ୟରେ ଆଉ ୨ ଦିନ ଅସମ୍ଭାଳ ତାତି, ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ମାଡ଼ି ଆସୁଛି ଡହଡହ ତାତି । ଦୁଇ ଦିନ ସାରା ରାଜ୍ୟରେ ଜାରି ରହିବ ଅସହ୍ୟ ଗରମ ଓ ଗୁଳୁଗୁଳି । ଅନୁଭୂତ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ୧୬ ଓ ୧୭ ଦୁଇ ଦିନ ଧରି ଜଳିବ ସାରା ରାଜ୍ୟ । ବିଶେଷ କରି…