Browsing Category
Breaking News
Ration Cardଧାରୀଙ୍କ ପାଇଁ ଖୁସି ଖବର: ସରକାର ଏହି ମାସରେ ଦୁଇଥର ବାଣ୍ଟିବେ ରାସନ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଜଣେ ରାସନ କାର୍ଡ ଧାରକ, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ । ସରକାର ଏହି ମାସରେ ଅର୍ଥାତ ମେ ମାସରେ ଦୁଇମାସ ପାଇଁ ରାସନ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଶସ୍ତା ଗଳି…
ଯାଜପୁର ଲାଲବାଗ ଉର୍ଦ୍ଦୁ ପ୍ରାଥମିକ ସ୍କୁଲରେ ଅଗ୍ନିକାଣ୍ଡ
ଯାଜପୁର : ଯାଜପୁର ଲାଲବାଗ ଉର୍ଦ୍ଦୁ ପ୍ରାଥମିକ ସ୍କୁଲରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ସ୍କୁଲଟି ପୌରପାଳିକାର ଗୋଦାମ ଭାବେ ବ୍ୟବହାର ହେଉଥିଲା । ଅଗ୍ନିକାଣ୍ଡରେ ବ୍ଲିଚିଂ, ମଶାତେଲ ସହ ଲକ୍ଷାଧିକ ଟଙ୍କାର କ୍ଷତି…
ଦିଲ୍ଲୀ ପାଇଁ ରାଷ୍ଟ୍ରଦୂତର ଘୋଷଣା କରିଛି ତାଲିବାନ, ଜାଣନ୍ତୁ ଭାରତ ଏଥିପାଇଁ ମାନ୍ୟତା ଦେଇଛି କି ନାହିଁ
ନୂଆଦିଲ୍ଲୀ: ତାଲିବାନ ପ୍ରଥମ ଥର ପାଇଁ ଭାରତରେ ଆଫଗାନିସ୍ତାନ ଦୂତାବାସ ପାଇଁ ଏକ ରାଷ୍ଟ୍ରଦୂତ ନିଯୁକ୍ତ କରିଛି। ତାଲିବାନର ଜଣେ ବରିଷ୍ଠ ନେତା ଏହା ନିଶ୍ଚିତ କରିଛନ୍ତି। ତାଲିବାନ ଅନୁଯାୟୀ, ଏହି କୂଟନୈତିକ ପ୍ରତିନିଧୀ…
କର୍ଣ୍ଣାଟକ: କଂଗ୍ରେସକୁ କିଙ୍ଗ କରିଥିବା ଶିବକୁମାରଙ୍କ ଆଜି ଜନ୍ମଦିନ, ଉପହାରରେ ମିଳିବ କି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ?
ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ମତରେ ବିଜୟ ହାସଲ କରିଛି। ଏହି ବିଜୟର ଶ୍ରେୟ କର୍ଣ୍ଣାଟକ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବ କୁମାରଙ୍କୁ ଦିଆଯାଇଛି। ଦଳର ବିଜୟ ପାଇଁ ସେ ଏକ…
ଗୁରୁଦ୍ୱାରରେ ଗୁଳିକାଣ୍ଡ ; ନିଶାଶକ୍ତ ମହିଳାଙ୍କ ଉପରକୁ ୫ ରାଉଣ୍ଡ ଗୁଳିମାଡ, ମହିଳା ମୃତ ଓ ଗୁରୁଦ୍ୱାର କର୍ମୀ ଆହତ
ନୂଆଦିଲ୍ଲୀ : ସ୍ୱର୍ଣ୍ଣ ମନ୍ଦିରରେ ପୁଣି ଗୁଳି ଫୁଟିଛି । ନିଶାଶକ୍ତ ଅବସ୍ଥାରେ ଜଣେ ମହିଳାଙ୍କ ଉପରକୁ ଗୁଳିମାଡ ହୋଇଛି । ଏଥିରେ ମହିଳା ଜଣଙ୍କ ମୃତ୍ୟୁବରଣ କରିବା ସହ ଗୁରୁଦ୍ୱାର ଜଣେ କର୍ମୀ ଆହତ ହୋଇଛନ୍ତି । ଗତ…
ବିଧାୟିକା ଭାବେ ଶପଥ ନେଲେ ଦୀପାଳି, ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ଉପବାଚସ୍ପତି
ଭୁବନେଶ୍ୱର: ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ଶପଥ ନେଲେ । ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ଶପଥପାଠ କରାଇଛନ୍ତି। ସେ ତାଙ୍କ ମାଆ ଏବଂ ଭାଇଙ୍କ ସହ ଆସି ଶପଥ ନେଇଛନ୍ତି…
ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ସିଧା ଦୁବାଇ ଉଡିବ ଫ୍ଲାଇଟ୍ ; ଜାଣନ୍ତୁ କେତେ ରହିଛି ଟିକେଟ୍ ଫି
ଭୁବନେଶ୍ୱର : ଆଜି ଠାରୁ ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ଉଡିବ ବିମାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭଉଦଘାଟନ କରିବେ । ଆଜି ପ୍ରଥମ ଦିନରେ…
Gold Plated Ice Cream : ଭାରତର ଏହି ସ୍ଥାନରେ ମିଳୁଛି ସୁନା ଆଇସ୍କ୍ରିମ୍, ଏହାର ଦାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
ନୂଆଦିଲ୍ଲୀ : ବର୍ତ୍ତମାନ ସୁନାର ଦାମ ଆକାଶଛୁଆଁ । ସୁନା ଅଳଙ୍କାର କିଣିବା ଏବଂ ପିନ୍ଧିବାକୁ ସାଧାରଣ ଲୋକେ ଡରୁଛନ୍ତି । ହେଲେ ଦାମ ଯେତେ ବଢିଲେ ବି ଚାହିତ କେବେ କମିନି । ସୁନା ପିନ୍ଧିବା ଛାଡି ସୁନା ଖାଇବା ଲୋକେ…
ୟୁଟ୍ୟୁବ କ୍ରେଜ୍! ଅଧିକ Views ପାଇଁ ନିଜ ବିମାନ କଲେ ଦୁର୍ଘଟଣାଗ୍ରସ୍ତ, ଏବେ ୨୦ ବର୍ଷ ଜେଲ
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଲାଇକ୍ ଏବଂ ଭ୍ୟୁ ପାଇବା ପାଇଁ ୟୁଟ୍ୟୁବର କ’ଣ ନ କରୁଛନ୍ତି । ସମସ୍ତ ସୀମା ଅତିକ୍ରମ କରିବାକୁ ପଛାଉ ନାହାନ୍ତି । ବେଳେବେଳେ ନିଜ ଜୀବନକୁ ବିପଦରେ ପକାଉଛନ୍ତି ତ ଅନ୍ୟ କେତେବେଳେ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭ୍ୟାନକୁ ଧକ୍କା ଦେଲା ଟ୍ରକ, ୬ ମୃତ
ରାୟପୁର: ଛତିଶଗଡର ବାଲୋଡା ବଜାର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଏକ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି ଜଣ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ଜିଲ୍ଲାର ଖରା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।…