CHARIDHAM
Browsing Category

Breaking News

(Video) ମାଙ୍କଡ ଖାଉଛି ଗୁପଚୁପ: ଦେଖନ୍ତୁ ପଶୁ କିପରି ମଣିଷ ପରି ନେଉଛି ଷ୍ଟ୍ରିଟ୍ ଫୁଡର ମଜା

ଗୁଜରାଟ: ଗୁପଚୁପ କାହାକୁ ଅବା ଭଲ ଲାଗେନି । ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ଏହାର ଅନ୍ୟାନ୍ୟ ନାମ ମଧ୍ୟ ରହିଛି । କେଉଁଠାରେ ଏହାକୁ ପାନି ପୁରୀ ତ କେଉଁଠି ଗୋଲଗପା, ଅନ୍ୟ କେଉଁଠି ପୁଚକା ନାମରେ ଏହା ନାମିତ । ଏହାର…

Bigg Boss OTT 2: କାହିଁକି ମାଆ ହୋଇପାରିଲେନି ପୂଜା ଭଟ୍ଟ? କହିଲେ ବିବାହ ବିଚ୍ଛେଦର କାରଣ

ନୂଆଦିଲ୍ଲୀ: ବିଗ୍ ବସ୍ OTT ୨ ଆରମ୍ଭ ହେବାର ୬ ଦିନ ହୋଇଗଲା। ପ୍ରଶଂସକମାନେ ଏହି ଶୋକୁ ବହୁତ ଦେଖିବାକୁ ପସନ୍ଦ କରନ୍ତି। ଟିଭିରେ ବିଗ୍ ବସ୍ ଯେତିକି ଲୋକ ପସନ୍ଦ କରନ୍ତି, ସେମାନେ ବିବି OTT କୁ ମଧ୍ୟ ପସନ୍ଦ କରନ୍ତି।…

ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌କୁ ମିଳିତ ଅଭିଯାନ କରିବେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା, ହ୍ୱାଇଟ୍ ହାଉସ୍ କଲା ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ମଧ୍ୟରେ ଭାରତ ପାଇଁ ବଡ଼ ଘୋଷଣା ଜାରି ରହିଛି । ଏହାରି ମଧ୍ୟରେ ଖବର ଆସିଛି ଯେ, ୨୦୨୪ରେ ଭାରତ ଏବଂ ଆମେରିକା ମିଳିତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ…

ଝାରସୁଗୁଡ଼ାରେ ପହଞ୍ଚିଲେ ଜେପି ନଡ୍ଡା, ସ୍ୱାଗତ କଲେ ଦଳର ବରିଷ୍ଠ ନେତୃବୃନ୍ଦ

ଝାରସୁଗୁଡ଼ା: ଓଡ଼ିଶାରେ ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଝାରସୁଗୁଡାରେ ପହଁଚିଛନ୍ତି । ସେଠାରେ ତାଙ୍କୁ ଦଳର ବରିଷ୍ଠ ନେତୃବୃନ୍ଦ ସ୍ୱାଗତ କରିଛନ୍ତି । ଝାରସୁଗୁଡ଼ା ବିମାନ ବନ୍ଦରରୁ ଦଳର ନେତାବୃନ୍ଦ…

ନବଜାତ ଶିଶୁକୁ ୯୦ ଦିନରେ ଆସିଲା ୩ ଥର ହାର୍ଟ ଆଟାକ, ଡାକ୍ତର କହିଲେ କାହିଁକି ହେଉଛି ଏପରି

ନୂଆଦିଲ୍ଲୀ: ନାଗପୁରର ଏକ ହସ୍ପିଟାଲରେ ନବଜାତ ଶିଶୁକୁ ୩ମାସ ଭିତରେ ତିନିଥର ହାର୍ଟ ଆଟାକ୍ ଆସିବା ଖବର ସାମ୍ନାକୁ ଆସିଛି । ଶିଶୁଟି ମାଆ ପେଟରେ ନଅ ମାସର ଅବଧି ପୂରଣ କରି ନଥିଲା । ଏହା ଏକ ପ୍ରିମେଚର ଶିଶୁ ଥିଲା ।…

ଏବେ ଭାରତରେ ପ୍ରସ୍ତୁତ ହେବ ଲଢୁଆ ବିମାନର ଇଞ୍ଜିନ୍‌, GE ସହିତ ବଡ଼ ଚୁକ୍ତି କଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଅଛନ୍ତି । ଏହାରି ମଧ୍ୟରେ ଭାରତ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ଭାରତରେ ଲଢୁଆ ବିମାନର ଇଞ୍ଜିନ୍ ତିଆରି ହେବ ବୋଲି ସୂଚନା…

କିନ୍ନରଙ୍କ ପାଇଁ ‘ସ୍ୱୀକୃତି’ ଯୋଜନାରେ ଅଧିକ ସୁବିଧା: ଛାତ୍ରାବାସ ଓ ଆର୍ଥିକ କାର୍ଯ୍ୟକଳାପ ପାଇଁ ସରକାରୀ ସହାୟତା

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କିନ୍ନରମାନଙ୍କ ନିରାପଦ ଭବିଷ୍ୟତ ଓ ଆର୍ଥିକ ନିର୍ଭରତା ନିମନ୍ତେ ‘ସ୍ୱୀକୃତି’ ଯୋଜନାରେ ସରକାର ବିଶେଷ ସୁବିଧା ମଞ୍ଜୁର କରିଛନ୍ତି । ସେମାନଙ୍କ…

୫ଟି ଉପକ୍ରମରେ ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ, ୨.୪୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ୫ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ…

ସାରା ବିଶ୍ୱରେ ମୋଦୀ ଏତେ ଲୋକପ୍ରିୟ କାହିଁକି? ଜାଣନ୍ତୁ ଏହା ପଛର ୧୦ଟି ବଡ଼ କାରଣ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ବିଶ୍ମର ଜଣେ ଶ୍ରେଷ୍ଠ ରାଜନେତା ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି । ରୁଷିଆ ହେଉ କି ଆମେରିକା, ଜାପାନ ହେଉ କି ଇସ୍ରାଏଲ ସବୁଠି ଶୁଭୁଛି କେବଳ…

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଆଞ୍ଚଳିକ ପାଣିପାଗ ବିଭାଗ ଦେଲା ସୂଚନା

ଭୁବନେଶ୍ୱର: ଓଡ଼ିଶାକୁ ତାତିରୁ ଆଶ୍ୱସ୍ତି ମିଳିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଛୁଇଁଛି । ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାକୁ ମୌସୁମୀ ବାୟୁ ଛୁଇଁଛି । ଆଗାମୀ ଦୁଇ ଦିନ ମଧ୍ୟରେ ସାରା ରାଜ୍ୟକୁ…