
Browsing Category
Breaking News
ଆଦିପୁରୁଷ ବିବାଦକୁ ନେଇ ମୁହଁ ଖୋଲିଲେ ଦୀପିକା ଚିଖାଲିଆ, କହିଲେ ରାମାୟଣ ମନୋରଞ୍ଜନର ମାଧ୍ୟମ ନୁହେଁ
ନୂଆଦିଲ୍ଲୀ: ଦଶନ୍ଧି ପୂର୍ବରୁ ଦୀପିକା ଚିଖାଲିଆ ରାମାନନ୍ଦ ସାଗରଙ୍କ ରାମାୟଣରେ 'ସୀତା'ର ଭୂମିକାରେ ଅଭିନୟ କରି ପ୍ରତ୍ୟେକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ଲୋକମାନେ ତାଙ୍କୁ ପ୍ରକୃତ ମା ସୀତା ଭାବରେ ପୂଜା କରିବା…
ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ : ଆଜି ପହଞ୍ଚିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ
ପୁରୀ : ମଙ୍ଗଳବାର ଅପରାହ୍ନରେ ରଥ ଟାଣିବା କାର୍ଯ୍ୟକ୍ରମ ଆରମ୍ଭ ହୋଇ ବୁଧବାର ସକାଳ ସମୟରେ ଶେଷ ହୋଇଛି । ବର୍ତ୍ତମାନ ଶରଧାବାଲିରେ ପହଞ୍ଚିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ । ଗତକାଲି ଅର୍ଥାତ ମଙ୍ଗଳବାର ଦିନ ଶରଧାବାଲିରେ…
SAFF ଚାମ୍ପିଅନସିପ୍: ସନ୍ଧ୍ୟାରେ ଖେଳିବେ ମ୍ୟାଚ୍, ଏପର୍ଯ୍ୟନ୍ତ ପହଞ୍ଚି ପାରିଲାନି ପୁରା ପାକିସ୍ତାନ ଟିମ୍
ନୂଆଦିଲ୍ଲୀ: ଭାରତରେ ଖେଳାଯିବାକୁ ଥିବା ସାଫ୍ ଚାମ୍ପିୟନସିପ୍ ପାଇଁ ଭାରତରେ ପହଞ୍ଚିଛି ପାକିସ୍ତାନ ଟିମ୍ । କିନ୍ତୁ ଦଳର ଅଧାରୁ ଅଧିକ ଖେଳାଳି ଖେଳ ଆରମ୍ଭ ହେବାର ୬ଘଣ୍ଟା ପୁର୍ବରୁ ବାଙ୍ଗଲୋରରେ ପହଞ୍ଚିବେ । ବୁଧବାର…
ଆଉ ଶୁଭିବନି ଜାକିର ହୁସେନ୍ ଙ୍କ ସୁମଧୁର କଣ୍ଠସ୍ୱର, ହୃଦଘାତରେ ଶେଷ ନିଃଶ୍ୱାସ ନେଲେ ଭଏସ୍ ଅଫ୍ ଇଣ୍ଡିଆ ଫେମ୍
ନୂଆଦିଲ୍ଲୀ: ଭଏସ୍ ଅଫ୍ ଇଣ୍ଡିଆ ଭାବରେ ପରିଚିତ ଫେମସ୍ ଗାୟକ ମହମ୍ମଦ ଜାକିର ହୁସେନ୍ ଙ୍କ ଦେହାନ୍ତ ହୋଇଯାଇଛି । ଅଚାନକ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଛତିଶଗଡ ବିଳାସପୁରରେ ତାଙ୍କର ଦେହାନ୍ତ…
ନଗର ନିଗମର କଡା ନିର୍ଦ୍ଦେଶ, ମଇଁଷି ଛାଡିଲେ ଦେବାକୁ ପଡିବ ୨୦,୦୦୦ଟଙ୍କା ଜରିମାନା
ନୂଆଦିଲ୍ଲୀ:ଯମୁନାର ଜଳ ପ୍ରବଳ ମାତ୍ରାରେ ଦୂଷିତ ହୋଇଛି ଆଉ ଏଥିପାଇଁ ଦାୟୀ ମଇଁଷି । କଥାଟା ଶୁଣିବାକୁ ଆପଣଙ୍କୁ କେମିତି କେମିତି ଲାଗୁଥବବ । କିନ୍ତୁ ଆଗ୍ରା ନଗର ନିଗମ ଯମୁନା ଜଳ ଦୂଷିତ ହେବା ପଛରେ ମଇଁଷି ମାନେ ଦାୟୀ…
ବିମାନବନ୍ଦରରେ ଆପଣଙ୍କର ଚେହେରା ହେବ ବୋର୍ଡିଂ ପାସ୍: ଭିଡ଼ରୁ ମିଳିବ ମୁକ୍ତି, ଖୁବଶୀଘ୍ର ଆରମ୍ଭ ହେବ ଏହି ସେବା
ନୂଆଦିଲ୍ଲୀ : କୌଣସି ସ୍ଥାନକୁ ଯିବା ସମୟରେ ଯାତ୍ରୀମାନେ ଅନେକ ସମୟରେ ବିମାନ ବନ୍ଦରରେ ଭିଡ଼ରେ ଫସିଯାଇଥାନ୍ତି । ଏହି ଭିଡ଼କୁ କମାଇବା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି । ଏହାରି ମଧ୍ୟରେ ଆଉ ଏକ ନୂଆ…
କୂରାଢୀରେ ହାଣି ବାପା ତାର ଏକମାତ୍ର ପୁଅକୁ କଲା ହତ୍ୟା, କହିଲା ମୁଁ ଯଦି ନ ମାରିଥାନ୍ତି ତେବେ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏଟାୱାଠାରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପିତା ଏକମାତ୍ର ପୁଅକୁ କୁରାଢ଼ୀରେ ହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ଉପରେ ନଜର ରଖିଥିଲା।…
୨୧ ଜୁନ୍ ବର୍ଷର ସବୁଠାରୁ ଲମ୍ବା ଦିନ, ପୃଥିବୀର ଶକ୍ତି କମୁଥିବାରୁ ଆଗକୁ ଗୋଟିଏ ଦିନ ୨୪ ନୁହେଁ ହେବ ୨୫ ଘଣ୍ଟା
ନୂଆଦିଲ୍ଲୀ: ଆଜି ଭାରତ ଏହାର ଗ୍ରୀଷ୍ମ ସଂକ୍ରାନ୍ତି ମନାଉଛି । ଇଂରାଜୀରେ ଏହାକୁ ସମର ସୋଲାଷ୍ଟିକ୍ ଡେ’ କୁହାଯାଏ । ଅର୍ଥାତ୍ ୨୧ ଜୁନ୍ ବର୍ଷ ୨୦୨୩ର ସବୁଠାରୁ ଲମ୍ବା ଦିନ । ଦିଲ୍ଲୀ ତଥା ଉତ୍ତର ଭାରତରେ ଆଜିର ଦିନରେ…
Video: ରାଜଧାନୀ ଭୁବନେଶ୍ୱରରେ ମନ୍ଦିର ଲୁଟ୍; ଭଗବାନଙ୍କୁ ଛାଡିଲେନି ଦୁର୍ବୁତ୍ତ, ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଲୁଟେରା
ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ଚୋର ଲୁଟେରାଙ୍କ ଆତଙ୍କ। ପୂର୍ବରୁ ଓଡ଼ିଶାର ଅନେକ ଜିଲ୍ଲାରୁ ଏହି ଆସୁଥିଲା ବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଘଟଣା। ସହିଦନଗର ଥାନା ଅନ୍ତର୍ଗତ ସୁନାଦେଇ ମନ୍ଦିରରୁ…
ସରକାରଙ୍କ ବଡ଼ ସୂଚନା: ଯୋଜନାର ସମସ୍ତ ଟଙ୍କା ସିଧାସଳଖ ଲୋକଙ୍କ ଆକାଉଣ୍ଟକୁ ଯିବ, ମଝିରେ ହେବନି ଦୁର୍ନୀତି
ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ସରକାର ଅନେକ ପ୍ରକାରର ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି ।ସରକାରଙ୍କ ଟଙ୍କା ଦେବା ପରେ ସେଥିରୁ ଅନେକ ଟଙ୍କା ବାଟବାରଣା ହୋଇଯାଏ । ତେଣୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନେଇ ବଡ଼…