Browsing Category

Breaking News

ପାୱାର ବାଣ୍ଟିବେ ପୱାର: କାହାକୁ ମିଳିବ ଦଳର ଅଧ୍ୟକ୍ଷ ପଦ, NCP ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ

ନୂଆଦିଲ୍ଲୀ: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ପାଇଁ ଆଜି ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ମୁମ୍ବାଇରେ ଅନୁଷ୍ଠିତ ଏନସିପି ବୈଠକରେ ଦଳ ଶରଦ ପୱାରଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରାଯିବ ।…

ଦୁନିଆରେ ପ୍ରଥମ ଥର ପାଇଁ ଡାକ୍ତରମାନେ କଲେ ଚମତ୍କାର, ମାତୃ ଗର୍ଭରେ ଥିବା ଶିଶୁର ହେଲା ମସ୍ତିଷ୍କ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ସଫଳ ହେଲା ବିରଳ ଅପରେସନ, ବିଶ୍ୱରେ ପ୍ରଥମ ଥର ପାଇଁ ଡାକ୍ତରଙ୍କ ଏକ ଟିମ୍ ମାତୃ ଗର୍ଭରେ ବଢୁଥିବା ଶିଶୁର ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ଏଭଳି ଅପରେସନ ପ୍ରଥମ ଥର…

ଦୁନିଆ ଦେଖିବ ଭାରତ-ପାକିସ୍ତାନ ଯୁଦ୍ଧ ଆଉ ଏହାର ସାକ୍ଷୀ ପାଲଟିବେ ନରେନ୍ଦ୍ର ମୋଦୀ….ଖୁବ ଶୀଘ୍ର ହେବାକୁ ଯାଉଛି ବଡ଼ ଘୋଷଣା

ନୂଆଦିଲ୍ଲୀ: କ୍ରିକେଟ ଦେଖିବାକୁ ସମସ୍ତେ ଖୁବ ପସନ୍ଦ କରନ୍ତି ଆଉ ସମୟର ସହ ଏବେ ଲୋକ ମାନଙ୍କ ରୁଚି ଏହି ଖେଳ ପ୍ରତି ଆହୁରି ବଢି ଚାଲିଛି। ଖେଳ ଭିତରେ ଯେତେବେଳେ ଭାରତ ଆଉ ପାକିସ୍ତାନ ମ୍ୟାଚ ଥାଏ ଲୋକମାନଙ୍କ ଆଗ୍ରହ…

ରୋହି ମାଛ ଖାଉଥିଲେ ସାବଧାନ ! କିଡ଼ନୀ ନଷ୍ଟ କରିବା ସହିତ ଆକସ୍ମିକ ମୃତ୍ୟୁର ହୋଇପାରନ୍ତି ଶିକାର

ନୂଆଦିଲ୍ଲୀ: ଆପଣ ଛୋଟ ବେଳୁ ଶୁଣିଥିବେ ମାଛ ଖାଇବା ଦ୍ୱାରା ଆମର ବିଭିନ୍ନ ପ୍ରକାରର ସମସ୍ୟା ଦୂର ହେଇଥାଏ। କାରଣ ମାଛ ହେଉଛି ପ୍ରୋଟିନର ଏକ ଉତ୍ସ । କିନ୍ତୁ ମାଛ ଖାଇବା ଦ୍ୱାରା ସମସ୍ୟା ହେଇଥିବା ହୁଏତ ଆପଣ କେବେ ଆଗରୁ…

ବଢ଼ିଲା ‘ଗୋ ଫାଷ୍ଟ’ର ଅଡୁଆ: ଆଗାମୀ ପାଞ୍ଚ ଦିନରେ ହରାଇପାରେ ୨୦ ଟି ବିମାନ, ପଞ୍ଜିକରଣ ବାତିଲ ପାଇଁ ଆବେଦନ କଲେ ଲିଜର୍ସ

ନୂଆଦିଲ୍ଲୀ: ସଙ୍କଟରେ ଚାଲୁଥିବା ଏୟାରଲାଇନ୍ ଗୋ ଫାଷ୍ଟ'ର ଅସୁବିଧା ବଢି ଚାଲିଛି । ଏବେ ଲିଜର୍ସ ମାନେ ମଧ୍ୟ କମ୍ପାନୀକୁ ଦେଇଥିବା ନିଜ ବିମାନର ପଞ୍ଜିକରଣ ବାତିଲ କରିବାକୁ ଆବେଦନ କରିବା ଆରମ୍ଭ କରି ଦେଇଛନ୍ତି ।…

ବ୍ରଡବ୍ୟାଣ୍ଡ ବନ୍ଦ, ସବୁ ସ୍ଥାନରେ ଜବାନଙ୍କ କ୍ୟାମ୍ପ ; ମଣିପୁରରେ ସ୍ଥିତି ଆୟତକୁ ଆଣିବାପାଇଁ ଏବେ ଫୁଲପାୱାର ମୋଡ଼ରେ ଶାହା

ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବେ ଆକ୍ସନ ମୋଡରେ ଅଛନ୍ତି। ସେ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ, କେନ୍ଦ୍ର ଗୃହ ସଚିବ, ନିର୍ଦ୍ଦେଶକ…

Video: ବଦ୍ରିନାଥ ରାଜପଥରେ ଭୟଙ୍କର ଦୁର୍ଘଟଣା, ଭକ୍ତଙ୍କ ସମ୍ମୁଖରେ ଭୁଶୁଡ଼ି ପଡ଼ିଲା ପର୍ବତ, ଦେଖନ୍ତୁ ଭୟାନକ ଦୃଶ୍ୟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ କେଦାରନାଥ ଧାମ ରାସ୍ତାରେ ଗ୍ଲାସିୟର ଖସିବା କାରଣରୁ ଯାତ୍ରାକୁ ବନ୍ଦ କରି ଦିଆଯାଇଛି । ସେହିପରି ଗୁରୁବାର ସନ୍ଧ୍ୟାରେ ବଦ୍ରୀନାଥ ଧାମ ଯାଉଥିବା ଭକ୍ତ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି…

OAS ସ୍ତରରେ ଅଦଳବଦଳ : ୯ ବରିଷ୍ଠ ଓଏଏସଙ୍କ ବଦଳି ସହ ୧୦ଜଣଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗୁରୁବାର ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ ଓ ପଦୋନ୍ନତି କରିଛନ୍ତି । ୯ଜଣ ବରିଷ୍ଠ ଓଏଏସଙ୍କ ବଦଳି ହୋଇଥିବାବେଳେ ୧୦ଜଣଙ୍କର ପଦୋନ୍ନତି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ୟୁପିଆଇ ଲାଇଟ୍ ଫିଚର ଆରମ୍ଭ କଲା ଫୋନପେ, ଜାଣନ୍ତୁ କ’ଣ ମିଳିବ ଫାଇଦା ?

ମୁମ୍ବାଇ: ଫୋନପେ ନିଜ ଆପରେ ୟୁପିଆଇ ଲାଇଟ ଫିଚର ସାମିଲ କରିଥିବା ସମ୍ପର୍କରେ ଘୋଷଣା କରିଛି । ଏହି ଫିଚର ସହିତ ଗ୍ରାହକମାନେ ବିନା କୌଣସି ପିନ ଏଂଟର କରି ସେମାନଙ୍କ ୟୁପିଆଇ ଲାଇଟ ଆକାଉଂଟରୁ ମାତ୍ର ଗୋଟିଏ କ୍ଲିକରେ…

ଆଇଆଇଏମସିରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ: ଆବେଦନର ଶେଷ ତାରିଖ ମେ ୨୨

ଢେଙ୍କାନାଳ, (ଭାସ୍କର ନ୍ୟୁଜ୍) : ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ…