CHARIDHAM
Browsing Category

Breaking News

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ, ଏହି ଦିନ ହେବାର ଥିଲା କାହିଁକି ଘୁଞ୍ଚିଲା…

ଓଡ଼ିଶା ଭାସ୍କର: ସେପ୍ଟେମ୍ବର ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ ରଖାଯାଇଛି ।  ଏହି ଦିନ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କ ଆପତ୍ତି, ଅଭିଯୋଗ, ପରବର୍ତ୍ତଜନ…

ଚିହ୍ନି ନାହାନ୍ତି, ଦେଖି ବି ନାହାନ୍ତି, ହେଲେ ବି ଏ ବ୍ୟବସାୟୀ ଷ୍ଟାର ଖେଳାଳିଙ୍କୁ ଦେଇଦେଲେ 8800 କୋଟି…

ଓଡ଼ିଶା ଭାସ୍କର: ଚମତ୍କାର ଡ୍ରିବଲିଂ ଏବଂ ଗୋଲ ସ୍କୋରିଂ କ୍ଷମତା ପାଇଁ ଜଣାଶୁଣା ପ୍ରସିଦ୍ଧ ବ୍ରାଜିଲିୟ ଫୁଟବଲ୍ ଖେଳାଳି ନେମାର ଜୁନିଅର ପୁଣି ଥରେ ଶିରୋନାମାରେ ଅଛନ୍ତି। କିନ୍ତୁ, ଏଥର ଖବରଟି ଖେଳ କ୍ଷେତ୍ର ସହିତ…

‘ବିଡ଼ି ଶସ୍ତା ସିଗାରେଟ୍ ମହଙ୍ଗା’- କାହିଁକି ବିଡ଼ିକୁ ଏତେ ଶସ୍ତା କରି ସିଗାରେଟ୍ ଉପରେ ସରକାର ଲଦିଲେ ମହଙ୍ଗା ମାଡ଼, ଏହି…

ଓଡ଼ିଶା ଭାସ୍କର: GST ସଂସ୍କାର ଅଧୀନରେ ତମାଖୁ ଉତ୍ପାଦ ଉପରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସିଗାରେଟ୍, ଗୁଟଖା, ପାନ ମସଲା ଏବଂ ଜର୍ଦ୍ଦା ଭଳି ଉତ୍ପାଦ ଉପରେ ଏବେ 40% GST ଲାଗୁ ହେବ। ଏହି ଟିକସ କାରଖାନା…

ଏଥର ପୂଜାରେ ପଡ଼ିବନି ମୀନା ବଜାର, ରାସ୍ତାରେ ଲାଗିବନି ତୋରଣ; ପେଣ୍ଡାଲ ପାଖରୁ ହଟିବେ ବୁଲା କୁକୁର

ଭୁବନେଶ୍ୱର: ପୂଜା ମେଲୋଡିରେ ଅଶ୍ଲୀଳ ନୃତ୍ୟକୁ ନା । ପୂଜା ପାଇଁ ବିଏମସି ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ପୂଜାବେଳେ ପାର୍କିଂକୁ ଦିଆଗଲା ଗୁରୁତ୍ୱ । ପାର୍କିଂ ନ ଥିଲେ ପଡ଼ି ପାରିବନି…

ପତି ପତ୍ନୀଙ୍କ MMS ଖେଳ; ଛାଡ଼ପତ୍ର ମହିଳାଙ୍କୁ ସ୍ବାମୀ ଆଣି ଘରେ କରୁଥିଲା ଦୁଷ୍କର୍ମ, ସ୍ତ୍ରୀ କରୁଥିଲା ଭିଡ଼ିଓ, ତାପରେ ଚାଲିଥିଲା…

ଭୋପାଳ: ପତି ପତ୍ନୀଙ୍କ MMS ଖେଳ। ମଧ୍ୟପ୍ରଦେଶର ଭୋପାଳରେ ରେପ୍ ଏବଂ ବ୍ଲାକମେଲିଂ କରିବାର ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବିବାହିତ ଯୁବକ ଛାଡ଼ପତ୍ର ନେଇଥିବା ମହିଳାଙ୍କୁ ବିବାହର…

GST Reform: କ୍ରିକେଟ ପ୍ରେମୀଙ୍କୁ ଝଟକା, IPL ଦେଖିବା ଏବେ ଆହୁରି ହେବ ମହଙ୍ଗା; ବଢିଲା ଟିକେଟ ଦାମ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କୁ ଶକ୍ତ ଝଟକା । ଏବେ ଆଉ ଶସ୍ତାରେ ଦେଖି ହେବନି IPL । ଦିଲ୍ଲୀରେ ଅନୁଷ୍ଠିତ 56ତମ GST ପରିଷଦ ବୈଠକ ପରେ GST ହାରରେ ବଡ଼ ପରିବର୍ତ୍ତନ ହୋଇଛି । ବିଶ୍ୱର ସବୁଠାରୁ ବଡ଼ ଲିଗ୍…

8 ବର୍ଷର ଝିଅକୁ ମିଳିଲା ପୋଲିସ ଚାକିରି; SP ଦେଲେ ଜଏନିଂ ଲେଟର… ମିଳିବ ଏତେ ଦରମା, କରିବାକୁ ପଡ଼ିବ ଏହି କାମ

ଭୋପାଳ: 8 ବର୍ଷର ଝିଅକୁ ମିଳିଲା ପୋଲିସ ବିଭାଗରେ ଚାକିରି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ପୋଲିସ ଅଧ୍ୟକ୍ଷକ ନିଜେ ଝିଅଟିକୁ ଜଏନିଂ ଲେଟର ଦେଇଛନ୍ତି । ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଜଣେ ଚତୁର୍ଥ…

ପ୍ରଧାନମନ୍ତ୍ରୀ ଦେବେ ବଡ଼ ଉପହାର, ଜନ୍ମଦିନରେ ୫୦ ହଜାର ଲୋକଙ୍କୁ ମିଳିବ ଘର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ମିଳିବ ଘର। ୫୦ ହଜାର ଲୋକଙ୍କୁୁ ବଣ୍ଟାଯିବ ଅନ୍ତ୍ୟୋଦୟ ଘର। ସୂଚନା ଦେଲେ ପଞ୍ଚାୟତ ମନ୍ତ୍ରୀ ରବିନାରାୟଣ ନାୟକ। ମୋଦୀଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ…

ଇନଫୋସିଟି ସୁଭଦ୍ରା ଆପାର୍ଟମେଣ୍ଟରେ ଆସାମ ପୋଲିସର ରେଡ୍, ଲୁଚି ବସିଛି ମୋଷ୍ଟ ୱାଣ୍ଟେଡ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସର ରେଡ୍ । ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡ୍ ଆତ୍ମଗୋପନ କରିଥିବା ସୂଚନା ପାଇବା ପରେ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି । କମିଶନରେଟ୍…

GST ହାର ପରିବର୍ତ୍ତନ ପରେ ଏତେ ଶସ୍ତା ହେଲା ସୁନା; ଗ୍ରାହକଙ୍କ ଖୁସି କହିଲେ ନସରେ, ଜାଣନ୍ତୁ ଆପଣଙ୍କ ସହରରେ କେତେ…

ଭୁବନେଶ୍ବର: ସୁନା କିଣୁଥିବା ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର ଆସିଛି। GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ…