fbpx
BSKY
BJD SHG SKY
BJD YOUTH SKY
Browsing Category

Breaking News

ଛାଡ଼ପତ୍ର ପାଇଥିବା ମୁସଲମାନ ମହିଳାଙ୍କର ବି ରକ୍ଷଣାବେକ୍ଷଣା ଭତ୍ତା ପାଇବାର ଅଧିକାର ଅଛି: ହାଇକୋର୍ଟ

ନୂଆଦିଲ୍ଲୀ: ଇଲାହାବାଦ ହାଇକୋର୍ଟଙ୍କ ଲଖନଉ ବେଞ୍ଚ ମୁସଲିମ ମହିଳାଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣି କରିଛି । ଛାଡ଼ପତ୍ର ପାଇଥିବା ମୁସଲିମ ମହିଳାଙ୍କୁ ଧାରା ୧୨୫ ଅଧିନରେ ସ୍ୱାମୀଠାରୁ ରକ୍ଷଣାବେକ୍ଷଣା…

ପେଟ୍ରୋଲ, ଡିଜେଲ, ଗ୍ୟାସ୍ କନ୍ଦାଇଲା: ଏବେ ଦୁଇ ଟଙ୍କା ବଢ଼ିବ OMFED କ୍ଷୀରର ମୂଲ୍ୟ, ଜାଣନ୍ତୁ କେବେଠାରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସାଧାରଣ ଜନତାଙ୍କ ଜୀବନକୁ ସତେ ଯେମିତି ଶନିଗ୍ରହ ପଶିଆସିଛି । ମହଙ୍ଗା ମାଡ଼ରେ ଗରିବମାନେ ଖାଲି ଝଟପଟ ହେଉଛନ୍ତି । ପେଟ୍ରୋଲ, ଡିଜେଲ, ଲେମ୍ବୁ, ରୋଷେଇ ଗ୍ୟାସ ପରି…

ଘରୁ ଶୁଭୁଥିଲା ସାପର ଗର୍ଜନ, ବିଲମ୍ବିତ ରାତିରେ ୭ ଫୁଟ ନାଗକୁ ଧରିଲେ ସାପ ଧରାଳି ପ୍ରଭାବ

କୁଜଙ୍ଗ, (ଭାସ୍କର ନ୍ୟୁଜ) : କୁଜଙ୍ଗ ବ୍ଲକ ଭୂତମୁଣ୍ଡାଈ ଅଞ୍ଚଳର ସୁଶାନ୍ତ ମଲିକଙ୍କ ଘରୁ ଏକ ୭ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସାପର ଗର୍ଜନ ଶୁଣିବା ମାତ୍ରେ ସୁଶାନ୍ତଙ୍କ…

ସଫଳ ହେଲାନି ପ୍ରେମ କାହଣୀ, ଆଗ ପଛ ହୋଇ ଜୀବନ ହାରିଲେ ଯୁବକ-ଯୁବତୀ: ପ୍ରେମର ସାକ୍ଷୀ ରହିଲା କେବଳ ସେଇ ୨ ଯୋଡିଏ ଲେଖାଏଁ ଆଖି….

ବାଲିଅନ୍ତା, (ଭାସ୍କର ନ୍ୟୁଜ) : ପ୍ରେମ ଅତୁଟ । ପ୍ରକୃତ ଭଲ ପାଇବା ଆଗରେ ସବୁ ତୁଚ୍ଛ । ପରିବାର ଆଗରେ ଦୁହେଁ ନିଜ ପ୍ରେମ ବିଷୟରେ ଜଣାଇ ଥିଲେ ହେଲେ ସେମାନଙ୍କର ନିଷ୍ପତ୍ତିରେ ରାଜି ହୋଇ ନ ଥିଲେ ପରିବାର ଲୋକେ ।…

ଚତୁର୍ଥ ଲହରକୁ ନେଇ IIT ପ୍ରଫେସରଙ୍କ ଭବିଷ୍ୟବାଣୀ, ଦ୍ୱିତୀୟ ଓ ତୃତୀୟ ଲହର ସମୟରେ କରିଥିଲେ ସଠିକ୍ ଆକଳନ

ନୂଆଦିଲ୍ଲୀ: ଗତ କିଛିଦିନ ହେଲା ସମଗ୍ର ବିଶ୍ୱରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିବା ବେଳେ ପୁଣି ଥରେ ଚୀନ ସହ କିଛି ରାଷ୍ଟ୍ରରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଭାରତର ଦିଲ୍ଲୀ-ଏନସିଆର ସହ କିଛି ରାଜ୍ୟରେ ପୁଣି ଥରେ…

କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ ପିଲାଙ୍କ ପାଇଁ ଅଧିକ କ୍ଷତିକାରକ: ବଢ଼ିଲା ହାର୍ଟ ଆଟାକର ବିପଦ

ନୂଆଦିଲ୍ଲୀ: କରୋନା ଭାଇରସର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ ଭାରିଆଣ୍ଟ ପିଲାଙ୍କ ପାଇଁ ଅଧିକ ବିପଜ୍ଜନକ, ଯେଉଁଥିରେ ତାଙ୍କୁ ହାର୍ଟ ଆଟାକ୍ ଓ ଅନ୍ୟ ଗୁରୁତର ରୋଗ ହେବାର ଆଶଙ୍କା ରହିଛି । ଆମେରିକୀୟ…

ଏସ୍‌ବିଆଇ ଗ୍ରାହକଙ୍କୁ ଝଟକା: ବଢ଼ିଲା ଲୋନ ଇଏମ୍‌ଆଇ, ମହଙ୍ଗା ହେବ ହୋମ୍, ପର୍ସନାଲ ଓ ଗାଡ଼ି ଲୋନ୍

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍‌ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଗ୍ରାହକଙ୍କୁ ଝଟକା ଦେଇଛି । ଏସବିଆଇ ମାର୍ଜିନାଲ କଷ୍ଟ୍‌ ଅଫ୍‌ ଲେଣ୍ଡିଂ ରେଟ୍‌ (ଏମସିଏଲଆର)ରେ ୧୦ ବେସିସ୍‌ ପଏଣ୍ଟ ବୃଦ୍ଧି…

କରେନା ସଂକ୍ରମିତ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ହଂକଂକୁ ୨୪ ଏପ୍ରିଲ ଯାଏ ବିମାନ ଚଳାଚଳ ସ୍ଥଗିତ

ନୁଆଦିଲ୍ଲୀ: ଲଗାତର ତିନିଜଣ ଯାତ୍ରୀ କରୋନା ପଜିଟିଭ୍‌ ବାହାରିବା ପରେ ହଙ୍ଗକଙ୍ଗ ପକ୍ଷରୁ ଏପ୍ରିଲ୍‌ ୨୪ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ବିମାନ ଚଳାଚଳକୁ ସ୍ଥଗିତ କରାଯାଇଛି । ତେବେ ବର୍ତ୍ତମାନ ସମୟରେ ଅନ୍ୟ କୌଣସି…

ନକଲି ମଦ ଦୋକାନରେ ଅବକାରୀ ବିଭାଗର ରେଡ୍: ବୋତଲ ଓ ଷ୍ଟିକର ଜବତ, ଜଣଙ୍କୁ ବାନ୍ଧିଲା ପୋଲିସ

ଲହୁଣୀପଡ଼ା, (ଭାସ୍କର ନ୍ୟୁଜ୍‌): ବଣାଇଁ ଉପଖଣ୍ଡ ଚାନ୍ଦିପୋଷ ଥାନା ଅଞ୍ଚଳର ପିତାଗାଁ ଠାରେ ଜଣେ ନକଲି ବିଦେଶୀ ମଦ କାରଖାନା ଚାଳାଉଥିବା ଖବର ପାଇ ବଣାଇଁ ଅବକାରୀ ବିଭାଗ ଅତର୍କିତ ଚଢାଉ କରିଥିଲା । ନକଲି ମଦ ୮୬ ଲିଟର,…

ପେଟ୍ରୋଲ-ଡିଜେଲ ପରେ ଚାଷ କରିବା ବି ହେଲା ମହଙ୍ଗା, ବଢ଼ିଗଲା ଏହି ଜିନିଷର ମୂଲ୍ୟ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ଚାଷ କରିବା ବି ମହଙ୍ଗା ହେବ । ଡିଜେଲ ମୂଲ୍ୟ ବୃଦ୍ଧି ମଧ୍ୟରେ ଡିଏପି-ପୋଟାଶ ସମେତ ଅନେକ ସାରର ମୂଲ୍ୟ…