fbpx
Browsing Category

Breaking News

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି: ପୋଲିସ ଡିଜି କହିଲେ- ‘ଦାୟିତ୍ୱରେ ଥିବା ହାବିଲଦାର ସସପେଣ୍ଡ’

ନୀଳଗିରି(ଓଡ଼ିଶା ଭାସ୍କର): ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । ହାବିଲଦାର ସସପେଣ୍ଡ ନେଇ…

ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଗିରଫ, ବାହାରିଥିଲା ପୁଳା ପୁଳା ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶେଷରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ । ଆଜି କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଚଢ଼ାଉ କରି ତାଙ୍କ ପାଖରୁ ୨ କୋଟିରୁ…

ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ୨ ଖଣ୍ଡ ହୋଇଗଲା ବିମାନ, ସାମ୍ନାକୁ ଆସିଲା Video

ନୂଆଦିଲ୍ଲୀ: ମଧ୍ୟ ଆମେରିକାରେ ଥିବା କୋଷ୍ଟା ରିକାରେ ଭୟଙ୍କର ପ୍ଲେନ କ୍ରାସ । ଏମରଜେନ୍ସି ଲ୍ୟାଣ୍ଡିଂ ସମୟରେ ବିମାନଟି ମଝିରୁ ଦୁଇ ଖଣ୍ଡରେ ବିଭକ୍ତ ହୋଇଗଲା । ଗତକାଲି ଘଟିଥିବା ଏହି ପ୍ଲେନ୍ କ୍ରାସର ଭିଡିଓ ଏବେ…

Repo Rate ଅପରିବର୍ତ୍ତିତ ରଖିଲା RBI

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟ୍ ଅପରବର୍ତ୍ତିତ ରଖାଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଛଅ ଜଣିଆ ମନିଟାରି ପଲିସି କମିଟି (ଏମପିସି)ରେ ଏହି…

ଲୋକପ୍ରିୟ ମୁସଲିମ୍ ଆପକୁ ବ୍ୟାନ୍ କଲା ଗୁଗୁଲ, ମୋବାଇଲରୁ ଫୋନରୁ ଡାଟା ଚୋରି କରୁଥିବା ଅଭିଯୋଗ

ୱାଶିଂଟନ୍: ନିୟମ ଉଲ୍ଲଂଘନ କରିବା ଅଭିଯୋଗ ପରେ ଲୋକିପ୍ରିୟ ମୁସଲିମ୍ ପ୍ରାର୍ଥନା ଆପକୁ ବ୍ୟାନ୍ କରାଯାଇଛି । ଏହା ସହିତ ଗୁଗୁଲ ନିଜ ପ୍ଲେ ଷ୍ଟୋରରୁ ପ୍ରାୟ ଏକ ଡଜନ ଆପ୍ ହଟାଯାଇଛି । ସେଥିରେ ବାରକୋଡ୍ ସ୍କାନର୍ ଓ ସମୟ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ସୀମା ଟପିଲା ଖାକିର ଜୁଲମ୍: ଥାନାରେ ସାମ୍ବାଦିକଙ୍କ ପୋଷାକ ଉତାରିଲେ ଦୁଇ ପୋଲିସ ଅଧିକାରୀ, ଫଟୋ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ: ସାମ୍ବାଦିକଙ୍କ ପ୍ରତି ଖାକିର ଜୁଲମ୍ ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ । ନିକଟରେ ଏପରି ଏକ ଘଟଣାର ପୁନରାବୃତ୍ତି ଘଟିଛି ମଧ୍ୟପ୍ରଦେଶରେ । ସାମ୍ବାଦିକ ଓ ତାଙ୍କର ସାଥୀମାନଙ୍କର କପଡ଼ା ଖୋଲି ସସପେଣ୍ଡ…

କମେଣ୍ଟ ମାରିବା ପଡିଲା ମହଙ୍ଗା: ପାଞ୍ଚ ସେକେଣ୍ଡରେ ୫ ଶକ୍ତ ଚାପୁଡ଼ା ବସାଇଦେଲେ ACP, ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: କାନପୁର କର୍ଣ୍ଣଲଗଞ୍ଜ ଅଞ୍ଚଳରେ ଯୁବତୀଙ୍କୁ ହଇରାଣ କରିବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଧରିବା ସହ ମାତ୍ର ୫ ସେକେଣ୍ଡରେ ପାଞ୍ଚଟି ଶକ୍ତ ଚାପୁଡ଼ି ମାରିଥିଲା । ଏବେ ଏହି ଘଟଣା ଭିଡିଓ ସୋସିଆଲ…

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଉପହାର: ଏଣିକି ବସଯାତ୍ରା ମାଗଣା, ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁହେଲା

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ଗିଫ୍ଟ ଘୋଷଣା କରାଯାଇଛି । ମହିଳାମାନେ ଏଣିକି ମାଗଣାରେ ବସରେ ଯାତ୍ରା କରିପାରିବେ । ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଯୋଗୀ…

(Video) ରାତିରେ ଘୋଷଣା ସକାଳୁ ଉଚ୍ଛେଦ: ଝାରପଡ଼ା ଗଣେଶ ମଣ୍ଡପ ହାଟ ଭଙ୍ଗାକୁ ନେଇ BJD-BJP ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସକାଳୁ ସକାଳୁ ଭୁବନେଶ୍ୱରର ଝାରପଡ଼ା ଗଣେଶ ମଣ୍ଡପ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ଉକ୍ତ ଅଞ୍ଚଳରେ ବିଜେପି କର୍ପୋରେଟର ପ୍ରାର୍ଥୀ ଜିତିଥିବାରୁ ରାଜନୈତିକ ଆକ୍ରୋଶ ରଖି ବିଜେଡି…