fbpx
Browsing Category

Breaking News

ମାଛଧରାଳିଙ୍କ ଜାଲରେ ପଡ଼ିଲା ବିଶାଳକାୟ କୁମ୍ଭୀର, ଧୀବରଙ୍କୁ କାମୁଡ଼ି କଲା ରକ୍ତାକ୍ତ

ତିହିଡ଼ି (ଭାସ୍କର ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପାଶ୍ୱର୍ରେ ଥିବା ଗେଙ୍ଗୁଟିର ଶାଖା ନଦୀରେ କିଛି ମାଛଧରଳି ଜାଲ ପକାଇ ମାଛ ଧରୁଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଜଣେ…

ଆଜି ପୌର ନିର୍ବାଚନ ରେଜଲ୍ଟ: ସକାଳ ୮ଟାରୁ ଆରମ୍ଭ ହେବ ଗଣତି, ସିଲ୍ ଇଭିଏମ୍‌ରୁ ଖୋଲିବ ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଜି ପୌର ନିର୍ବାଚନ ହେବ ଗଣତି । ସିଲ୍ ଇଭିଏମ୍‌ରୁ ଖୋଲିବ ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ।  ସକାଳ ୮ଟାରୁ ବାଲାଟ ପେପରୁ ଭୋଟ କାଉଣ୍ଟିଂ ଆରମ୍ଭ ହେବ। ଏଥିନେଇ ରାଜ୍ୟ ନିର୍ବାଚନ…

ରାଶିଫଳ(ଶନିବାର,୨୬ ମାର୍ଚ୍ଚ,୨୦୨୨)

ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ସୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ସୃଷ୍ଟି ହେବ,…

୮ ବର୍ଷରୁ ଅଧିକ ପୁରୁଣା କମର୍ସିଆଲ ଗାଡ଼ି ଉପରେ ଲାଗୁହେବ ନୁଆ ନିୟମ… ଏହି ଟେଷ୍ଟ ନକଲେ ହେବ ବଡ଼ ଜରିମାନା

ନୂଆଦିଲ୍ଲୀ: ସଡ଼କ ସୁରକ୍ଷା ଏବଂ ପରିବେଶ ପ୍ରଦୂଷଣକୁ କମ୍ କରିବା ଦିଗରେ କେନ୍ଦ୍ର ସରକାର ୧ ଏପ୍ରିଲ ୨୦୨୩ ଠାରୁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏହି ନିୟମ ଅନୁଯାୟୀ ୮ ବର୍ଷ ପୁରୁଣା କମର୍ସିଆଲ ଗାଡ଼ିଗୁଡ଼ିକୁ…

ଆସୁଛି କି କରୋନାର ୪ର୍ଥ ଲହର! ୭ ରାଜ୍ୟରୁ ମିଳିଲା ନୂଆ ଭାରିଆଣ୍ଟ, ଜାଣନ୍ତୁ କ’ଣ ଏହାର ଲକ୍ଷଣ

ବିଶ୍ୱରେ କରୋନାର ତୃତୀୟ ଲହର କମି କମି ଆସୁଥିବାବେଳେ ଏବେ ପୁଣି ଏକ ନୂଆ ଭାରିଆଣ୍ଟ ବଢ଼ିବାରେ ଲାଗିଛି । ଧୀରେ ଧୀରେ କରୋନା କଟକଣା ହଟୁଥିବାବେଳେ ଏବେ ପୁଣିଥରେ ନୂଆ ଭାରିଆଣ୍ଟକୁ ନେଇ ଖବର ଆସୁଛି । ନିକଟରେ ଏକ ତଥ୍ୟ…

ବିଜେପି କଲେଜ ଷ୍ଟ୍ରଙ୍ଗ ରୁମ୍ ଭିତରକୁ ଯୁବକଙ୍କ ପ୍ରବେଶ ନେଇ ତାତିଲେ ଲୋକ: ଯୁବକଙ୍କୁ ମାଡ଼ ମାରି କଲେ ଲହୁଲୁହାଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେପି କଲେଜ ଷ୍ଟ୍ରଙ୍ଗ ରୁମ୍ ବାହାରେ ଉତ୍ତେଜନା । ଷ୍ଟ୍ରଙ୍ଗ୍ ରୁମ୍ ଭିତରକୁ ଜଣେ ଯୁବକ ପଶିବାକୁ ନେଇ ଷ୍ଟ୍ରଙ୍ଗ ରୁମ୍ ବାହାରେ ପ୍ରବଳ ଉତ୍ତେଜନା । ଭୋଟ ଟାମ୍ପରିଂ ଅଭିଯୋଗ ନେଇ ତାତିଲେ…

୧୦୦ ଫୁଟ୍ ଗଛ ଉପରେ ଚଢ଼ିଗଲେ ମହିଳା, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ

କଟକ: ୧୦୦ ଫୁଟ୍ ଗଛ ଉପରକୁ ଚଢ଼ିଲେ ମହିଳା । ଓହ୍ଲାଇବାକୁ ପୋଲିସକୁ ହେବାକୁ ପଡ଼ିଲା ନାକେଦମ । ଏଭଳି ଘଟଣା ଦେଖବାକୁ ମିଳିଛି କଟକ ମଧୁପାଟଣା ଥାନା ରାଜେନ୍ଦ୍ର ନଗରର । ମହିଳା ଜଣକ ଏଠାରେ ଥିବା ଏକ ୧୦୦ ଫୁଟ ଗଛ ଉପରକୁ…

ଯନ୍ତ୍ରୀଙ୍କ ପାଖରୁ ଜବତ ହେଲା ୧୦ ଲକ୍ଷ: ଡିପୋଜିଟ୍ ପାଇଁ ବ୍ୟାଙ୍କ୍ ଆସିଥିବା ବେଳେ ଧରିଲା ଭିଜିଲାନ୍ସ

ମାଲକାନଗିରି: ଭିଜିଲାନସ୍ ଜାଲରେ ପଡିଲେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାସ । ମାଲକାନଗିରି ଡି.ସି.ବି ବ୍ୟାଙ୍କରେ ନଗଦ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା…

ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ବାହାରେ ଉତ୍ତେଜନା: ସିସିଟିଭି ଅଚଳ ନେଇ ଶତାଧିକ ଲୋକଙ୍କ ପାଟିତୁଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ସାମ୍ନାରେ ଦେଖାଦେଇଛି ଉତ୍ତେଜନା । ଷ୍ଟ୍ରଙ୍ଗରୁମରେ ଲାଗିଥିବା ସିସିଟିଭି ଜନିତ ତ୍ରୁଟିକୁ ନେଇ ଷ୍ଟ୍ରଙ୍ଗ ରୁମ୍ ବାହାରେ ଅସନ୍ତୋଷ ପ୍ରକାଶ କରିଛନ୍ତି…

କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୁରୀ ପୋଲିସ୍

ପୁରୀ: ବହୁଚର୍ଚ୍ଚିତ ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲାରେ ମଙ୍ଗଳବାର ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ୍ । ଏହି ହତ୍ୟାକାଣ୍ଡ ମାମଲାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ…