CHARIDHAM
Browsing Category

Breaking News

ରାଜ୍ୟରେ ଗତବର୍ଷ ତୁଳନାରେ ବଢ଼ିଲା ଦୁର୍ଘଟଣା, ଯାଜପୁର ଜିଲ୍ଲାରେ ମୃତ୍ୟୁହାର ସବୁଠାରୁ ଅଧିକ

ଭୁବନେଶ୍ୱର: ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ବଢିଚାଲିଛି ଦୁର୍ଘଟଣା। ଗତବର୍ଷ ତୁଳନାରେ ଏ ବର୍ଷ ଜାନୁୟାରୀ ଓ ଫେବୃୟାରୀ ମାସରେ ସଡକ ଦୁର୍ଘଟଣା ମୃତ୍ୟୁ ପାଖାପାଖି ୨୫ ପ୍ରତିଶତ ବଢ଼ିଥିବା ଜଣାପଡିଛି। ଯାଜପୁର ଜିଲ୍ଲାରେ…

ଆସନ୍ତା ଦୁଇ ଦିନ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ, ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଭାରତୀୟ ଉପଦ୍ୱୀପଆଡକୁ ଧୀରେଧୀରେ ଗତି କରୁଥିବାରୁ ଆସନ୍ତା ଦୁଇଦିନ ଭିତରେ ମୌସୁମୀ କେରଳ ଛୁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ…

କଟାଫଟା ନୋଟ୍ ବଦଳରେ ମିଳିବ କେତେ ପଇସା, ଜାଣି ନିଅନ୍ତୁ ରିଜର୍ଭ ବ୍ୟାଙ୍କର ନିୟମ

ନୂଆଦିଲ୍ଲୀ: ଏବେ ୨୦୦୦ଟଙ୍କିଆ ନୋଟ୍କୁ ରିଜର୍ଭ ବ୍ୟାଙ୍କରେ ବଦଳ କରାଯାଉଛି । ୨୩ ମେରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଧାରା ଜାରି ରହିବ । ତେବେ ଏହି ନୋଟ୍ ବଦଳକୁ ନେଇ ଲୋକଙ୍କ ମନରେ ବହୁ ପ୍ରଶ୍ନ ରହିଛି ।…

Video: ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ମାହାକାଲଙ୍କ ଦ୍ୱାରସ୍ଥ ହେଲେ ନେପାଳ ପ୍ରଧାନମନ୍ତ୍ରୀ, ୧୦୦ ରୁଦ୍ରାକ୍ଷ ଏବଂ ୫୧ ହଜାର ଟଙ୍କା କଲେ ଦାନ

ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ପ୍ରଖଣ୍ଡା ମହାକାଲ ମହଲୋକ ପରିଦର୍ଶନ କରିବା ପରେ ବାବା ମହାକାଲଙ୍କ ଆଶ୍ରୟସ୍ଥଳରେ ପହଞ୍ଚିଛନ୍ତି। ଏଠାରେ ସେ ତାଙ୍କର ଅସୁସ୍ଥ ପତ୍ନୀଙ୍କ ପାଇଁ ଅଭୟାରଣ୍ୟରେ ବାବା ମହାକାଲଙ୍କ…

ଆସନ୍ତା ୩୦ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟୁନିଫର୍ମ: ପ୍ରଥମରୁ ଅଷ୍ଟମ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ୟୁନିଫର୍ମ ପ୍ରଦାନ ନେଇ ଗାଇଡଲାଇନ୍ ଜାରି…

ଦିଲ୍ଲୀରେ ରହିଛି ଏପରି କ୍ୟାଣ୍ଟିନ୍ ଯେଉଁଠି ୧୨ ଟଙ୍କାରେ ମିଳୁଛି ପେଟପୁରା ଭୋଜନ, ବର୍ଷ ବର୍ଷ ଧରି ଖାଉଛନ୍ତି ବରିଷ୍ଠ ରାଜନେତା

ନୂଆଦିଲ୍ଲୀ:ଯେତେବେଳେ ସାରା ଦୁନିଆରେ ଦରଦାମ୍ ବୃଦ୍ଧିକୁ ନେଇ ହାହାକାର ଖେଳି ଯାଇଛି ସେତେବେଳେ ଏମିତି ଏକ ଖବର ଆପଣଙ୍କ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରିବ ନିଶ୍ଚୟ । ନୂଆଦିଲ୍ଲୀର ଭାଇ ବୀର ସିଂହ ମାର୍ଗରେ ଏପରି ଏକ…

ହାତରେ ତ୍ରିଶୂଳ ଏବଂ ଓମର ଟାଟୁ, ବ୍ୟାଗରେ କଟା ମୁଣ୍ଡ ଶରୀର ଦେଖି ଭୟରେ କମ୍ପି ଉଠିଲେ ଲୋକେ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ ସହର ନିକଟ ଭାୟନ୍ଦର ବାଇରେ ଶୁକ୍ରବାର ଦିନ ଏକ ବ୍ୟାଗରେ ଜଣେ ଝିଅର ମୃତଦେହ ମିଳିଛି। ଉଦ୍ଧାର ହୋଇଥିବା ଶରୀରର ମୁଣ୍ଡ ନିଖୋଜ ଅଛି। ମୃତ ଝିଅଙ୍କ ହାତରେ ତ୍ରିଶୂଳ ଏବଂ ଓମ୍ ଟାଟୁ…

ରାଜ୍ୟରେ ଖୋଲିବ ଆଉ ୪ଟି ESI ହସ୍ପିଟାଲ ଓ ୧୨ଟି ଡିସପେନସାରୀ: ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଉ ୪ଟି ଇଏସଅଇ ହସ୍ପିଟାଲ…

Asia Cup 2023 ପାଇଁ ଭାରତୀୟ ଦଳ ଘୋଷଣା: ଜୁନ୍ ୧୭ରେ ଭାରତ-ପାକିସ୍ତାନ ଲଢ଼େଇ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ର ଭେନ୍ୟୁ ପାଇଁ ଦୀର୍ଘ ସମୟ ଧରି ବିବାଦ ଚାଲି ଆସିଛି । ବର୍ତ୍ତମାନ ବି ଏହି ବିବାଦ ଜାରି ରହିଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଜି ଏକ ବଡ଼ ଘୋଷଣା କରିଛି । ଏହି…

ରାମାୟଣ ସର୍କିଟ ଯୋଜନା କ’ଣ ? ଜାଣନ୍ତୁ କେଉଁ କେଉଁ ରାଜ୍ୟଗୁଡ଼ିକୁ ଏଥିରେ କରାଯାଇଛି ସାମିଲ

ନୂଆଦିଲ୍ଲୀ: ରାମାୟଣ ସର୍କିଟ ହେଉଛି କେନ୍ଦ୍ର ସରକାରଙ୍କ ଏକ ଉଚ୍ଚାଭିଳାଷୀ ଯୋଜନା । ଏହା ଅଧୀନରେ ପ୍ରଭୁ ଶ୍ରୀରାମ ଯେଉଁ ସ୍ଥାନକୁ ଯାଇଥିଲେ ସେହି ସମସ୍ତ ସ୍ଥାନକୁ ସରକାର ସଂଯୋଗ କରିବାକୁ ଚାହୁଁଛନ୍ତି । ରାମାୟଣ…