CHARIDHAM
Browsing Category

Breaking News

୩ ଘଣ୍ଟା ଭିତରେ ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ଭିତରେ ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ବହିପାରେ ପବନ । ବିଜୁଳି ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା…

ଓଡ଼ିଶା ଆସିବେ ଅମିତ ଶାହ: ଜେପି ନଡ୍ଡା, ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର: ଜୁନ ୧୭ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଛନ୍ତି । ଏହାସହ ୨୨ ତାରିଖରେ ବିଜେପି ସଭାପତି ଜେପି ନଡ୍ଡା ଆସିବାର ଖବର ରହିଛି । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଏହି ଦୁଇ…

ବିମାନ ବନ୍ଦରରେ ଅଜବ ମାମଲା, ବ୍ୟାଗ୍ ରେ ବମ୍ ଅଛି କହି ଚିଲାଇବାରୁ ଯିବାକୁ ପଡିଲା ଜେଲ୍

ମୁମ୍ବାଇ:ମୁମ୍ବାଇ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ଅଜବ ମାମଲା ସାମନାକୁ ଆସିଛି । ଏଠାରୁ ମୁମ୍ବାଇରୁ କଲିକତା ଯାଉଥିବା ଜଣେ ମହିଳା ବେଶ୍ ହଙ୍ଗାମା ସୃଷ୍ଟି କରିଥିଲେ । ତାଙ୍କ ଲଗେଜ୍ ୧୫ କିଲୋରୁ ଅଧିକ ଥିଲା…

୨୫ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ବ୍ଲକ୍ କଲା ଟ୍ୱିଟର: ଏସବୁ କରୁଥିଲେ ପରବର୍ତ୍ତୀ ନମ୍ବର ଆପଣଙ୍କର ହେବ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଟ୍ୱିଟର ନିଜ ପ୍ଲାପଫର୍ମରେ ଭୁଲ ବିଷୟବସ୍ତୁକୁ ପ୍ରୋତ୍ସାହନ କିମ୍ବା ପୋଷ୍ଟ କରୁଥିବା ୨୫ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ୨୬ ମାର୍ଚ୍ଚରୁ ୨୫ ଏପ୍ରିଲ ମଧ୍ୟରେ ବ୍ୟାନ୍ କରିଛି…

୬ ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ରାଶି ଘୋଷଣା: ଘଟଣାକୁ ନେଇ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ଆର୍ଯ୍ୟପଲୀ ନିକଟ ସମୁଦ୍ରରେ ଦୁଇ ଛାତ୍ର ଏବଂ ମାଲକାନାଗିରିରେ କାଳବୈଶାଖୀରେ ୪ଜଣଙ୍କର ମୃତ୍ୟୁ ଘଟିଥିଲା । ତେଣୁ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିବା…

ବିଶାଖାପାଟଣା ସ୍ଥିତ ‘ରୋଗୀ ସହାୟତା କେନ୍ଦ୍ର’ର ସୁବିଧା ଜାରି ରହିବ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନ ପ୍ରଣୟନ କରିବା ସହିତ ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି । ରାଜ୍ୟବାସୀ କିଭଳି କମ୍ ଖର୍ଚ୍ଚରେ ତଥା…

ମେ’ ମାସରେ ଜିଏସଟି ସଂଗ୍ରହ ୧.୫୭ ଲକ୍ଷ କୋଟି, ଓଡ଼ିଶାରେ ୪,୩୯୭ କୋଟି

ଭୁବନେଶ୍ୱର: ଦେଶରେ ଚଳିତ ବର୍ଷ ମେ’ ମାସରେ ଜିଏସଟି ସଂଗ୍ରହ ୧.୫୭ ଲକ୍ଷ କୋଟି ହୋଇଥିବା ବେଳେ ଓଡ଼ିଶାରେ ୪୩୯୭ କୋଟି ସଂଗ୍ରହ କରାଯାଇଛି । ଗତବର୍ଷ ଅପେକ୍ଷା, ଚଳିତ ବର୍ଷ ଦେଶରେ ୧୨ ପ୍ରତିଶତ ସଂଗ୍ରହ ବଢିଥିବା ବେଳେ…

ରୁୁଷ ୟୁକ୍ରେନ୍ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ରାହୁଲ ଗାନ୍ଧୀଙ୍କ ସମର୍ଥନ, କହିଲେ କଂଗ୍ରେସର ବି ସମାନ ନୀତି ରହିଥାନ୍ତା

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବେ । କଥାଟା କେମିତି ଖଟକା ଲାଗୁଛି । ନିକଟରେ ମାନହାନି ମାମଲାରେ କେନ୍ଦ୍ର ସରକାର ରାହୁଲଙ୍କୁ ଲୋକସଭାର ସଦସ୍ୟ ପଦରୁ ବହିଷ୍କାର…

ତେଲେଙ୍ଗାନାରେ ନିର୍ମିତ ହେଲା ବିଶ୍ୱର ପ୍ରଥମ 3D ପ୍ରିଣ୍ଟ ମନ୍ଦିର, ଜାଣନ୍ତୁ କ’ଣ ରହିଛି ଖାସ୍

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ୩ଡି ପ୍ରିଣ୍ଟ ହିନ୍ଦୁ ମନ୍ଦିର ତେଲେଙ୍ଗାନାରେ ନିର୍ମାଣ ହେଉଛି । ସିଦ୍ଧିପେଟର ବୁରୁଗୁପାଲ୍ଲୀ ଠାରେ ଥିବା ଚରଭିଥା ମେଡୋସ୍ ସମ୍ପ୍ରଦାୟର ଏକ ଗେଟେଡ୍ ଭିଲ୍ଲା ଭିତରେ ଏହି ମନ୍ଦିର ନିର୍ମାଣ…

ନୂଆ ଜିଲ୍ଲାପାଳଙ୍କୁ ମିଳିଲା ନିଯୁକ୍ତି: ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଓ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଥିଲେ । ନୂଆ ସ୍ଥାନରେ ନୂଆ ଅଧିକାରୀଙ୍କୁ ଦାୟିତ୍ୱ…