Browsing Category

Breaking News

ହନୁମାନ ଜୟନ୍ତୀ: ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ

ଭୁବନେଶ୍ୱର: ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଆସନ୍ତାକାଲି ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। ସହରର ବିଭିନ୍ନ କମିଟି ସହିତ ଆଲୋଚନା ଫଳପ୍ରଦ…

୨୫ଟି ସହରର ପାରଦ ୪୦ ଉପରେ ; ସବୁଠାରୁ ଉତ୍ତପ୍ତ ସହର ବାରିପଦା

ଭୁବନେଶ୍ୱର : ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଉତ୍ତାପରେ ଜଳୁଛି ଓଡିଶା । ରାଜ୍ୟର ମୋଟ୍ ୨୫ ଜିଲ୍ଲାର ତାପମାତ୍ରା ୪୦ ଟପିଛି । ଉପକୂଳ ଓଡିଶା ସମେତ ପଶ୍ଚିମ ଓଡିଶାର ପାରଦ ଆଜି ୪୦ ଉପରେ ଥିଲା । ରାଜଧାନୀ ଭୁବନେଶ୍ୱର, କଟକ,…

ହରିଶ୍ଚନ୍ଦ୍ର ସହାୟତା ରାଶି ବଢ଼ାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ ?

ଭୁବନେଶ୍ୱର: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା ।…

NEP-2020: ଯୁକ୍ତତିନି କଳା, ବିଜ୍ଞାନ ଓ ବାଣିଜ୍ୟରେ ସାମିଲ ହେବ ୨୦ଟି ନୂଆ ପାଠ୍ୟକ୍ରମ, ନୂଆ ଶିକ୍ଷାବର୍ଷରୁ ହେବ ଲାଗୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦…

ନୂତନ ଏବଂ ଭିନ୍ନ ଭାରତ ଏବେ ଜବାବ ଦେବା ଜାଣେ, ପୁଣିଥରେ ଚୀନ୍-ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତର ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ନିଜର ନିର୍ଭିକ ଏବଂ ସିଧାସଳଖ ନିଜର ମତ ରଖିବା ପାଇଁ ଜଣା। ଯେଉଁମାନେ ଭାରତ ଆଡକୁ ଆଖି ଉଠାଇ ଚାହୁଛନ୍ତି ଏବଂ ଶିକ୍ଷା ଦେଉଛନ୍ତି ସେମାନଙ୍କ ମୁହଁରେ ଜବାବ ଦେବାକୁ…

ଜୀବନଯାପନ ହେଲା ସ୍ୱାଭାବିକ ; ଜୟପୁରରୁ ହଟିଲା ୧୪୪ ଧାରା

କୋରାପୁଟ: ଜୟପୁର ସହରରେ ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଛି । କଟକଣା ଲାଗିବାର ମାତ୍ର ଅଳ୍ପ କିଛି ଘଣ୍ଟା ମଧ୍ୟରେ ଏହାକୁ ହଟାଇ ଦିଆଯାଇଛି । ଚାରି ଆଡୁ କଡା ବିରୋଧ କରାଯିବାରୁ ପ୍ରଶାସନ ନିଷ୍ପତ୍ତି…

BJPରେ ମିଶିବେ ଅଜିତ ପାୱାର? NCPକୁ ନେଇ ମହାରାଷ୍ଟ୍ର ରାଜନୀତିରେ ବିସ୍ଫୋରଣ

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସନ୍ତା ମାସରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର…

୨୦ ଏପ୍ରିଲ କହିବ ରାହୁଲଙ୍କ ଭବିଷ୍ୟତ: ୨ ବର୍ଷର ଜେଲ ଦଣ୍ଡାଦେଶ ହେବ କି ଛାଡ଼ ପାଇବେ, କୋର୍ଟ କରିବେ ଫାଇନାଲ ଶୁଣାଣି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଆଗତ ମାନହାନୀ ମାମଲାର ଶୁଣାଣି ଆଜି ସୂରତ ସେଶନ କୋର୍ଟରେ ଚାଲିଥିଲା । ଗତ ମାସ ୨୩ ତାରିଖରେ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇ…

ଜୟପୁର ସହରରେ ୭ ଦିନ ପାଇଁ ୧୪୪ ଧାରା ଲାଗୁ, ଅପରାହ୍ନ ୩ରୁ ସକାଳ ୯ଟା ଯାଏଁ କଟକଣା

କୋରାପୁଟ: ଜୟପୁର ସହରରେ ୭ ଦିନ ପାଇଁ ଲାଗୁ ହେଲା ୧୪୪ ଧାରା। ସହରର ସବଡିଭିଜନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏହି କଟକଣା ଅପ୍ରେଲ ୧୩ରୁ ୨୦ ତାରିଖ ଯାଏଁ ଲାଗୁ ରହିବ। ଅପରାହ୍ନ ୩ଟାରୁ ପରିବର୍ତ୍ତି ଦିନ ସକାଳ…

NMC ନାମରେ ଜାରି ହେଉଛି ଫର୍ଜି ଆଲଟମେଣ୍ଟ ଲେଟର: ସାବଧାନ ରୁହନ୍ତୁ ଛାତ୍ରଛାତ୍ରୀ ଓ ଅଭିଭାବକ, ଜାରି ହେଲା ନୋଟିସ୍

ନୂଆଦିଲ୍ଲୀ: ଦିନକୁ ଦିନ ଛାତ୍ରଛାତ୍ରୀମାନେ ନୂଆ ନୂଆ ଉପାୟରେ ଠକେଇର ଶିକାର ହେଉଥିବା ଦେଖାଯାଉଛି । ଏମବିବିଏସ ସିଟ ଆଲଟମେଣ୍ଟ ପାଇଁ ନକଲି ଆଲଟମେଣ୍ଟ ଲେଟର ଜାରି କରାଯାଉଛି । ଏପରିକି ଏହି ନକଲି ଆଲଟମେଣ୍ଟ ଲେଟରରେ…