Browsing Category
Breaking News
OTET ବୈଧତା ବୃଦ୍ଧି: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ବଡ଼ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଶିକ୍ଷକ ଓ ଶିକ୍ଷକତାକୁ ନେଇ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ନିୟମରେ ରାଜ୍ୟ…
ବଢ଼ୁଛି ନାଲିପାଣି ପ୍ରେମ: ରାଜ୍ୟବାସୀ ଦିନକୁ ୧୧୫ କୋଟି ଟଙ୍କାର ମଦ ପିଇ ଦେଉଛନ୍ତି, ଗୋଟିଏ ଜିଲ୍ଲାରେ ୧୫ କୋଟି
ନୂଆଦିଲ୍ଲୀ: ପରିବା, ତେଲର ଦାମ୍ ଏକ ଟଙ୍କା ବଢ଼ିଗଲେ ଲୋକମାନେ ବହୁତ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ମଦ କିନ୍ତୁ ଉଚ୍ଚଦରରେ ସର୍ବଦା କିଣିଥାନ୍ତି । ଅତ୍ୟଧିକ ମଦ୍ୟପାନ କାରଣରୁ ଅନେକ ଦୁର୍ଘଟଣା ଘଟିବା ସହ ଆମ ଶରୀରରେ…
‘ପ୍ରଧାନ ବିଚାରପତି କ’ଣ କରୁଛନ୍ତି?’: ଇମ୍ରାନ ଖାନଙ୍କ ଅଡିଓ କ୍ଲିପକୁ ନେଇ ପାକିସ୍ତାନରେ ପୁଣି ଉତ୍ତେଜନା
ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ଯୁଦ୍ଧ ଜାରି ରହିଛି। ଏବେ ପାକିସ୍ତାନର ତେହେରିକ୍-ଇ-ଇନସାଫ୍ (PTI) ମୁଖ୍ୟ ଇମ୍ରାନ ଖାନ ଏବଂ ପାର୍ଟିନେତା ମୁଶର୍ରତ ଜମଶୋଦ ଚୀମାଙ୍କ ଏକ କଥିତ ଅଡିଓ କ୍ଲିପ୍ ଗୁରୁବାର ସାମ୍ନାକୁ…
ପ୍ରକାଶ ପାଇଲା CBSEର ଦ୍ଵାଦଶ ରେଜଲ୍ଟ: ପାସ୍ ହାର ୮୭.୩୩%, ଏପରି କରନ୍ତୁ ଚେକ୍
ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ଵାଦଶ ରେଜଲ୍ଟ। ସିବିଏସଇ ଦ୍ୱାଦଶରେ ପାସ୍ ହାର ୮୭.୩୩% ରହିଛି । ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା…
Twitterର ପରବର୍ତ୍ତୀ CEO ହେବେ ଲିଣ୍ଡା ୟାକାରିନୋ! କିଏ ଏହି ମହିଳା, ଜାଣନ୍ତୁ ତାଙ୍କ ବିଷୟରେ
ନୂଆଦିଲ୍ଲୀ: ଟ୍ୱିଟରର ପରବର୍ତ୍ତୀ ସିଇଓ ଦାୟିତ୍ୱ ସମ୍ଭାଳିବେ ଜଣେ ମହିଳା । ଆସନ୍ତା ୬ ସପ୍ତାହ ମଧ୍ୟରେ ନୂଆ ସିଇଓ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଟ୍ୱିଟରର ବର୍ତ୍ତମାନର ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି । ତେବେ…
ଅତି ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’, ୧୭୫ କିମି ସହ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା
ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା’ର ରୂପନେଲା ‘ମୋକା’ । ଗତିପଥ ବଦଳାଇ ବାଂଲାଦେଶ-ମିୟାଁମାର ମୁହାଁ ହେବ । ମେ ୧୪ରେ ବାଂଲାଦେଶ-ମିୟାଁମାର ଅତିକ୍ରମ କରିବ । ଅତିକ୍ରମ ବେଳେ ପବନ ୧୭୫ କିମି ମଧ୍ୟରେ ବହିବ ବୋଲି ସମ୍ଭାବନା…
ଓଡ଼ିଶାରେ IAS ଅଧିକାରୀଙ୍କ ସଂଖ୍ୟା ପ୍ରତିବର୍ଷ କମୁଛି କାହିଁକି: ମାଗଣା ସିଭିଲ ସର୍ଭିସ କୋଚିଂର ସ୍ଥିତି କ’ଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷାରେ ଦିନକୁ ଦିନ ରାଜ୍ୟର ପିଲାଙ୍କର ପ୍ରଦର୍ଶନ ଆଶାନୁରୂପକ ହେଉ ନାହିଁ । ତେଣୁ…
ଅଗ୍ନିବୀରଙ୍କୁ ରେଳୱେରେ ମିଳିବ ସଂରକ୍ଷଣ: ବୟସ ସୀମା ଏବଂ ଫିଟନେସ୍ ପରୀକ୍ଷାରେ ମିଳିବ ରିହାତି
ନୂଆଦିଲ୍ଲୀ: ରେଳୱେ ଏହାର ବିଭିନ୍ନ ବିଭାଗ ଅଧୀନରେ ପ୍ରତ୍ୟକ୍ଷ ନିଯୁକ୍ତିରେ ଅଗ୍ନିବୀରଙ୍କୁ ଅଣ-ଗେଜେଟେଡ୍ ପୋଷ୍ଟଗୁଡିକରେ ୧୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବ। ଏଥିରେ ଅଗ୍ନିବୀରଙ୍କୁ ବୟସ ଏବଂ ଫିଟନେସ୍ ପରୀକ୍ଷାରେ…
କର୍ଣ୍ଣାଟକ ନିର୍ବାଚନର ରେଜଲ୍ଟ ଜାଣନ୍ତୁ: ସର୍ବପ୍ରଥମ ଅପଡେଟ୍ ପାଇଁ ଦେଖନ୍ତୁ ‘Dailyhunt’
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ସମାପ୍ତ ହୋଇଛି । ଏବେ କେବଳ ଫଳାଫଳକୁ ଅପେକ୍ଷା । କିଏ ଗଢ଼ିବ ରାଜ୍ୟରେ ସରକାର ସେନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ…
ବଢି ଚାଲିଛି ହାତୀ ମୃତ୍ୟୁ ମାମଲା: ବିଦ୍ୟୁତ ଆଘାତରେ ଗୁଣୁପୁରରେ ୪ଟି ହାତୀ ମୃତ
ଗୁଣପୁର: ଓଡ଼ିଶାରେ ବଢି ଚାଲିଛି ହାତୀ ମୃତ୍ୟୁ ମାମଲା। ନିୟମିତ ଭାବେ ରାଜ୍ୟର ବିଭିନ୍ନ ଅଂଚଳରୁ ହାତୀ ମୃତ୍ୟୁ ଖବର ଆସୁଛି। ଆଜି ଭୋରୁ ଭୋରୁ ରାୟଗଡ଼ା ଗୁଣୁପୁରରେ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ସୀମାନ୍ତ ଆନ୍ଧ୍ର…