fbpx
Browsing Category

Breaking News

ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଦଉଡ଼ିରେ ବାନ୍ଧି ଦୁଇ ମହଲାରୁ ଫିଙ୍ଗିଲେ ଦୁର୍ବୃତ୍ତ, ବିଜୁଳି ଖୁଣ୍ଟରେ ଅଟକିଗଲା….

ନୂଆଦିଲ୍ଲୀ: ଗୋଟିଏ ୨୫ ବର୍ଷୀୟା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ୪ ଜଣ ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ ସହିତ ଖୁବ୍ ଅତ୍ୟାଚାର କରିଛନ୍ତି । ଅଭିଯୁକ୍ତ ମାନେ ମଦ ନିଶାରେ ଦୁଷ୍କର୍ମ କରିବା ପରେ ଏକ…

ତଳକୁ ଖସିଲା ରାଜ୍ୟର ସଂକ୍ରମଣ: ଆଜି ୧୧୪୮ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ଧୀରେଧୀରେ କମିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇ ସାରିଛନ୍ତି…

ଅଲିମ୍ପିକ ସରିବା ପରେ ବିଶ୍ୱ ଦେଖିବ ଯୁଦ୍ଧର ଝଲକ: ନିଜ ଜିଦରେ ଅଟଳ ଶକ୍ତିଶାଳୀ ରୁଷ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ ଏକ ଭୟଙ୍କର ଯୁଦ୍ଧ ଆଶଙ୍କା ମଧ୍ୟରେ ରହିଛି । ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଜାରି ରହିଛି । ପରିସ୍ଥିତି ଏପରି ହୋଇଛି ଯେ, ବିଶ୍ୱର ଅନେକ…

ଶିଳ୍ପା, ସମିତା ଓ ମା’ ସୁନନ୍ଦାଙ୍କ ବିରୋଧରେ ସମନ ଜାରି, ଫେବୃଆରୀ ୨୮ରେ ହେବେ ହାଜର; ଜାଣନ୍ତୁ କଣ ରହିଛି ମାମଲା

ନୂଆଦିଲ୍ଲୀ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ତାଙ୍କ ଭଉଣୀ ସମିତା ସେଟ୍ଟୀ ଓ ମାଆ ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ସମନ ଜାରି ହୋଇଛି । ମୁମ୍ବାଇର ଅନେ୍ଧରୀ କୋର୍ଟ ସମନ ଜାରି କରିଛନ୍ତି । ଏହା ସହିତ କୋର୍ଟ ଏହି ତିନି…

Punjab ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା BJP: ଗ୍ରାଜୁଏଟଙ୍କୁ ମିଳିବ ମାସକୁ ୪ ହଜାର

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରୁ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହି ଅବସରରେ ବିଜେପି ତା’ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ସରକାରୀ ଚାକିରି କ୍ଷେତ୍ରରେ ୭୫ ପ୍ରତିଶତ…

କରୋନାରେ ୨୨ ଜଣଙ୍କ ପ୍ରାଣ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…

ଟ୍ରକ୍ ପଛରେ ଧକ୍କା ଦେଲା କାର୍; ୪ ମୃତ, ୫ ଗୁରୁତର

ଫୁଲବାଣୀ(ଓଡ଼ିଶା ଭାସ୍କର): ଫୁଲବାଣୀ ସଦର ଥାନା ଲାହାବାଡ଼ି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଭୋଜିଖାଇ…

ଅଧିକ ଚାପରେ ରହିଲେ ହୋଇପାରେ ସେକ୍ସ ସମସ୍ୟା, ଏମିତି କରନ୍ତୁ ଦୂର

ପ୍ରତିବର୍ଷ ୧୨ ଫେବୃଆରୀ ରେ ‘ସେକ୍ସୁଆଲ ଆଣ୍ଡ ରିପ୍ରୋଡକ୍ଟିଭ  ହେଲ୍ଥ ଆୱେରନେସ ଡେ’ ଭାବରେ ପାଳନ କରାଯାଏ । ଏହି ଦିନ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସେକ୍ସ ସମ୍ବନ୍ଧିତ ସମସ୍ୟା ପ୍ରତି ଜାଗୃତ କରିବା । ଆଜି ବି ଅଧିକାଂଶ…

ବଡ଼ ପରଦାରେ ଭାରତର ପ୍ରଥମ ସୁପରହିରୋ: ଆସିବ ୩ଟି ଫିଲ୍ମ, ସୋନୀ ପିକ୍ଚର୍ସ ସହ ହୋଇଛି ବଡ଼ ଡିଲ୍

ମୁମ୍ବାଇ: ‘ଶକ୍ତିମାନ’... ହୁଏତ ଏମିତି କେହି ଥିବ ଯିଏ କି ଏହି ନାଁ କୁ ଜାଣିନଥିବେ । ଭାରତର ପ୍ରଥମ ସୁପରହିରୋ ତଥା ୯୦ ଦଶକର ସୁବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଶକ୍ତିମାନ’ । ପିଲାଠାରୁ ବୁଢ଼ା ସମସ୍ତଙ୍କ ଖୁବ୍…

ଏଣିକି ରାତି ୧୦ଟା ଯାଏଁ ପ୍ରଚାର: ୫ ରାଜ୍ୟର ବିଧାନସଭା ନିର୍ବାଚନ ରାଲି କୋହଳ କଲେ ଭାରତୀୟ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ୫ ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନୂଆ ଗାଇଡଲାଇନ । ନିର୍ବାଚନୀ ପ୍ରଚାରରେ କୋହଳ ନେଇ ଜାରି ହେଲା ଗାଇଡଲାଇନ । ୫ ରାଜ୍ୟ ପଞ୍ଜାବ, ଗୋଆ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର…