fbpx
Browsing Category

Breaking News

ନାଗରିକତା ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ବି ବିରୋଧ

କଟକ, ୧୬ା୧୨(ଓଡ଼ିଶା ଭାସ୍କର): ନାଗରିକତା ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ମଧ୍ୟ ବିରୋଧ ଦେଖାଦେଇଛି । ଆଇନକୁ ବିରୋଧ କରିଛି କଟକର ମୁସଲିମ ସୁରକ୍ଷା ମଞ୍ଚ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ…

୩ ମାସରେ ପଦବୀ ପୂରଣ ନିର୍ଦ୍ଦେଶ: ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୬ ।୧୨(ଓଡିଶା ଭାସ୍କର): କେନ୍ଦ୍ର ଓ ରାଜ୍ୟ ସୂଚନା ଆୟୋଗରେ ପଦବୀ ଖାଲି ପଡିବା ମାମଲାରେ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ । ୩ ମାସ ଭିତରେ ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ…

୪ଘଣ୍ଟା ଧରି ଅଟକିଛି ଏୟାର ଇଣ୍ଡିଆ ବିମାନ

ଭୁବନେଶ୍ୱର, ୧୬ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଅଟକି ରହିଥିବା ସୂଚନା ମିଳିଛି । ୪ଘଣ୍ଟା ଧରି ଏୟାର ଇଣ୍ଡିଆ ବିମାନଟି ଅଟକିଛି । ଭୁବନେଶ୍ୱର ଦିଲ୍ଲୀ ଯାଇଥିବା ଏ-୧୦୭୮ ବିମାନ…

ନିଲମ୍ବିତ ହେଲେ ୨ ପିଇଓ

ବାଲେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ସରକାରୀ ଯୋଜନାର ଅର୍ଥ ହେରାଫେର କରିଥିବା ୨ ପିଇଓଙ୍କ ନାମରେ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକର ସମ୍ପୃକ୍ତ…

ଲକ୍ଷ୍ନୌରେ ପୋଲିସ ଉପରକୁ ନଦୱା ଛାତ୍ରଙ୍କ ପଥରମାଡ: ସୁପ୍ରିମକୋର୍ଟଙ୍କ କଡା ତାଗିଦ୍

ୟୁପି,୧୬ ।୧୨: ଲକ୍ଷ୍ନୌରେ ନାଗରିକତା ଆଇନକୁ ତୀବ୍ର ବିରୋଧ କରାଯାଉଛି । ଦିଲ୍ଲୀର ଜାମିଆ ଓ ଏମୟୁ ପ୍ରଦର୍ଶନକାରୀଙ୍କୁ ସମର୍ଥନ କରିଛନ୍ତି ଉତ୍ତରପ୍ରଦେଶର ନଦୱା କଲେଜର ଛାତ୍ର । ଦିଲ୍ଲୀ ପରେ ପରେ ନଦୱାରେ ପୋଲିସ ଓ…

ଅଧାକେଜି ପ୍ଲାଷ୍ଟିକ୍ ବଦଳରେ ମିଳିବ ଆହାର

ଭୁବନେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ଏଣିକି ଅଧାକେଜି ପ୍ଲଷ୍ଟିକ୍ ବଦଳରେ ମିଳିବ ଗୋଟିଏ ଆହାର । ରାଜଧାନୀ ଭୁବନେଶ୍ୱରର ୧୧ଟି ଆହାର କେନ୍ଦ୍ରରେ ଆଜି ଆରମ୍ଭ ହୋଇଛି ଏହି ଯୋଜନା । ବିଏମସି, ୟୁଏନଡିପି ଓ କୋକାକୋଲାର…

ଝାଡଖଣ୍ଡ ନିର୍ବାଚନ: ୯ଟା ସୁଦ୍ଧା ୧୧.୮୫% ମତଦାନ

ଝାଡଖଣ୍ଡ,୧୬ ।୧୨: ଝାଡଖଣ୍ଡର ୧୫ଟି ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଚାଲିଛି । ଦିନ ୯ଟା ସୁଦ୍ଧା ୧୧.୮୫% ମତଦାନ କରିଛନ୍ତି ଜନତା । ସୁରକ୍ଷାକୁ ବ୍ୟବସ୍ଥା କଡାକଡି କରିବା ସହ ପୋଲିଂ ବୁଥରେ ବ୍ୟାପକ…

ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

କଟକ,୧୬ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ମ୍ୟାଚ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ଓସିଏ ସହ ଅନୁବନ୍ଧିତ ସଙ୍ଗଠନ ଓ କ୍ଲବକୁ ମିଳିଛି ଟିକେଟ୍ । ଆସନ୍ତା ୧୯ ତାରିଖରେ ବାରବାଟିର ଟିକେଟ୍ କାଉଣ୍ଟରରେ ସାଧାରଣ…