fbpx
BSKY SKY
BSKY SKY
Browsing Category

Breaking News

ଆଦାନି କିସ୍ ଆବାସିକ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା, ୮ା୧(ଓଡ଼ିଶା ଭାସ୍କର): ଆଜି ବାରିପଦା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଡ଼ା ସୁରକ୍ଷା ମଧ୍ୟରେ ସେ ବିମାନ ବନ୍ଦରକୁ ଯାଇ ବାରିପଦା ଗସ୍ତ କରିଛନ୍ତି । ବାରିପଦାରେ ଆଦାନି କିସ୍ ଆବାସିକ…

ଭାରତୀୟଙ୍କୁ ଇରାକ ନଯିବାକୁ ପରାମର୍ଶ

ନୂଆଦିଲ୍ଲୀ, ୮ା୧: ଇରାନ-ଆମେରିକା ତିକ୍ତତାକୁ ଦୃଷ୍ଟିରେ ରଖି କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଇରାକରେ ରହୁଥିବା ଭାରତୀୟମାନେ ଆଲର୍ଟ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାସହ ସମସ୍ତ ବିମାନ…

ଭାରତ ବନ୍ଦ, ବାଇକ ଭଡ଼ା @୧୫୦

ଭୁବନେଶ୍ୱର, ୮ା୧(ଓଡ଼ିଶା ଭାସ୍କର): ଆଜି ୨୪ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ପଡ଼ିଛି । ଏନେଇ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ…

ତେହେରାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ୧୭୦ମୃତ

ଇରାନ, ୮ା୧: ଇରାନ ଏୟାର ପୋର୍ଟ ନିକଟରେ ବଡ଼ ଦୁର୍ଘଟଣା ହୋଇଛି । ଇରାନର ତେହେରାନଠାରେ ଏକ ଯାତ୍ରୀବାହି ବିମାନ ଦୁର୍ଘଟଣା ହୋଇଛି । ବିମାନରେ ଥିବା ୧୮୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୭୦ଜଣଙ୍କର ମୃତ୍ୟୁ ହୋଇଛି । ଉଡ଼ାଣ…

ଇରାନର ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତିଙ୍କ ଟ୍ୱିଟ

ନୂଆଦିଲ୍ଲୀ, ୮ା୧: ଇରାନର ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଅଲ ଇଜ ୱେଲ । ଆମେ କଣ କରିବୁ ତାହା କାଲି ଦେଖାଇବୁ । ଆମ ପାଖରେ ସବୁଠାରୁ ଶକ୍ତିଶାଳୀ ସେନା…

ବାରିପଦା ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୧(ଓଡ଼ିଶା ଭାସ୍କର): ଆଜି ବାରିପଦା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଡ଼ା ସୁରକ୍ଷା ମଧ୍ୟରେ ସେ ବିମାନ ବନ୍ଦରକୁ ଯାଇଛନ୍ତି । ବାରିପଦାରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ…

ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ୱର, ୮ା୧(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖାଦେଇଛି । କଟକ, ଭୁବନେଶ୍ୱର, ପୁରୀ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ବ୍ରହ୍ମପୁର, ଜୟପୁର, ଯାଜପୁରରେ ବନ୍ଦର ପ୍ରଭାବ…

ଇରାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

ଇରାନ, ୮ା୧: ଇରାନରେ ବଡ଼ ଦୁର୍ଘଟଣା ହୋଇଛି । ଇରାନର ତେହରାନଠାରେ ଏକ ଯାତ୍ରୀବାହି ବିମାନ ଦୁର୍ଘଟଣା ହୋଇଛି । ୟୁକ୍ରେନର ବିମାନ ଖସି ପଡ଼ିଥିବା ସୂଚନା ମିଳିଛି । ସେହି ବିମାନରେ ୧୮୦ଜଣ ଯାତ୍ରୀ ଥିବା ଜଣାପଡ଼ିଛି ।…

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦, ୭ ୱିକେଟରେ ଜିତିଲା ଭାରତ

ଇନ୍ଦୋର, ୭ ।୧: ତିନି ମ୍ୟାଚ ବିଶିଷ୍ଟ ସିରିଜରୁ ପ୍ରଥମ ମ୍ୟାଚ ବର୍ଷା ଯୋଗୁ ଧୋଇ ଯାଇଥିଲା । ମଙ୍ଗଳବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚକୁ ଭାରତ ୭ ୱିକେଟରେ ବିଜୟ ଲାଭ କରିଛି । ତେବେ ୩ମ୍ୟାଚ ବିଶିଷ୍ଟ ଟି-୨୦…