fbpx
Browsing Category

Breaking News

ଓଠକୁ କଳା କରିପାରେ ଆପଣଙ୍କ ଏହି ଖରାପ ଅଭ୍ୟାସ, ଏପରି ନିଅନ୍ତୁ ଯତ୍ନ

ସୁନ୍ଦର ଓ ଆକର୍ଷଣୀୟ ଓଠ କିଏ ବା ନଚାହେଁ । ଖାସକରି ମହିଳାମାନେ ଚାହାଁନ୍ତି କି ସେମାନଙ୍କ ଓଠ ଗୋଲାପୀ, ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉ । କିନ୍ତୁ ବେଳେବେଳେ ଖରାପ ଅଭ୍ୟାସ ଯୋଗୁଁ ଓଠ କଳା ହେବା ସହିତ ଶୁଖିଲା ହୋଇଯାଏ…

ୟୁକ୍ରେନ୍ ସଙ୍କଟ: ଉଡ଼ାଣ ବାତିଲ, ଦେଶ ଛାଡ଼ିଲେଣି ନାଗରିକ; ଭାରତରେ ଉପରେ ବି ପଡ଼ୁଛି ପ୍ରଭାବ

ନୂଆଦିଲ୍ଲୀ: ଋଷ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ରୋକିବାକୁ ଚେଷ୍ଟା କରାଯାଉଥିଲେ ସୁଦ୍ଧା ବିବାଦ ଥମିବାର ନାଁ ନେଉନାହିଁ । ୟୁକ୍ରେନ ପ୍ରସଙ୍ଗରେ ଉଭୟ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଗୋଟେ ପଟେ…

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର: କର୍ମଚାରୀଙ୍କୁ ମିଳିବ ଛୁଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡ ଚଳଚଞ୍ଚଳ । ୧୬ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର ।…

Wi-Fi ଯୋଗୁଁ ପୁରା ପରିବାରକୁ ମାରିଲା ଗୁଳି, ଶବ ସହିତ ୩ ଦିନ…

ମ୍ୟାଡ୍ରିଡ: ସ୍ପେନରେ ୧୫ ବର୍ଷୀୟ ଜଣେ ବାଳକ ୱାଇ-ଫାଇ କନେକ୍ସନ କଟାଯିବାରୁ ରାଗରେ ଆସି ମା, ବାପା ଓ ସାନ ଭାଇକୁ ଗୁଳି କରି ହତ୍ୟା କରିଛି । କେବଳ ଏତିକି ନୁହେଁ, ୩ ଦିନ ପର୍ଯ୍ୟନ୍ତ ସେମାନଙ୍କ ଶବ ସହିତ ବନ୍ଦ ଘରେ…

ରାଜଧାନୀରେ Corporate Cricket league ଆୟୋଜନ କରିବ iSeveU

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବ Corporate Cricket ଲିଗ୍। ରାଜଧାନୀ କର୍ପୋରେଟ ହାଉସ୍ ସହ start-up ମାନେ ମଧ୍ୟ ସାମିଲ ହେବେ ଏହି କ୍ରିକେଟ ଲିଗ୍ ରେ । ଭୁବନେଶ୍ୱର ରେ…

ବିପକ୍ଷ ଦଳ କ’ଣ ରାଜ୍ୟର ବିକାଶ ଦେଖିପାରୁନି, ମତଲବ ପାଇଁ ଖାଲି ବୟାନବାଜୀ: ଯୋଗୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ବଦା ନିଜର ଆକ୍ରମଣାତ୍ମକ ଟିପ୍ପଣୀ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଆଜି ୟୁପିରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେଉଥିବା ବେଳେ ଯୋଗୀଙ୍କ ଏକ ଭିଡିଓ…

ସହଜ ହେବ ଜଗା ଦର୍ଶନ, କୋହଳ ହେବ କଟକଣା!

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀ ମନ୍ଦିରରେ ଆହୁରି ସହଜ ହୋଇପାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ । ସଂକ୍ରମଣ ହ୍ରାସ ପାଉଥିବାରୁ କୋହଳ ହୋଇପାରେ କଟକଣା । ଆଜି ଛତିଶା ନିଯୋଗ ବୈଠକରେ ନିଆଯାଇପାରେ ନିଷ୍ପତ୍ତି ।…

ପେନସନକୁ ନେଇ ନୂଆ ନିୟମ ଆଣିଲେ ସରକାର, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖବର । ଫ୍ୟାମିଲି ପେନସନକୁ ନେଇ ନୂଆ ନିୟମ ଜାରି କରିଛନ୍ତି ସରକାର । ଜାରି କରାଯାଇଥିବା ନିୟମ ଅନୁସାରେ, ମୃତ ସରକାରୀ କର୍ମଚାରୀଙ୍କ ମାନସିକ…

ଅନୁଭବ ଆଉଟ୍, ବର୍ଷା ଇନ୍: ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ଓଲିଉଡ୍ ଅଭିନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ଓଲିଉଡର ହଟେଷ୍ଟ କପଲ୍ ଭାବେ ସବୁଠୁ ଆଗରେ ଥିଲେ ଅନୁଭବ ଆଉ ବର୍ଷା । ତେବେ ସମୟ ଗଡ଼ି ଚାଲିବା ସହ ଏହି ଦମ୍ପତିଙ୍କ ରିଲେସନସିପରେ ଆସିଥିଲା ଝଡ଼ । ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କ ସହ…

ଅନଲାଇନ୍ ଟିକେଟ୍ ବୁକିଂ ନିୟମରେ ପରିବର୍ତ୍ତନ ଆଣିଲା IRCTC, ଜାଣନ୍ତୁ କଣ ରହିଛି ନୂଆ

ନୂଆଦିଲ୍ଲୀ: ରେଳଯାତ୍ରୀ ମାନେ ଧ୍ୟାନ ଦିଅନ୍ତୁ । ଏହି ଖବର ଆପଣ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ଅନଲାଇନ୍ ରେ ଟିକେଟ୍ ବୁକିଂ କରୁଛନ୍ତି ତାହେଲେ ଏହି ଖବର ଉପରେ ଧ୍ୟାନ ଦେବେ ନିଶ୍ଚୟ । ଇଣ୍ଡିଆନ୍ ରେଲୱେ…