CHARIDHAM
Browsing Category

Breaking News

ଜୁନରେ ଭୁବନେଶ୍ୱରରେ ଆୟୋଜନ ହେବ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍

ଭୁବନେଶ୍ୱର: ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍‌ର ସଫଳ ଆୟୋଜନ କରି ପୁରସ୍କାର ପାଇଛି ଓଡ଼ିଶା। ଆଗାମୀ ଜୁନ୍ ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ହିରୋ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍।…

ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ କବରରେ ତ୍ରିରଙ୍ଗା ଘୋଡ଼ାଇଲେ କଂଗ୍ରେସ ନେତା, ଦାବି କଲେ ଭାରତ ରତ୍ନ

ଉତ୍ତରପ୍ରଦେଶ: ପ୍ରୟାଗରାଜରୁ ପୋଲିସ୍ ହେପାଜତରେ ନିହତ ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। କଂଗ୍ରେସ କାଉନସିଲର ପ୍ରାର୍ଥୀ ରାଜକୁମାର ଅତିକ୍ ଅହମ୍ମଦଙ୍କୁ ସହିଦ ଘୋଷଣା କରିଛନ୍ତି।…

ଭାରତରେ କାମ କରିବା ପାଇଁ TCS ହେଉଛି ସର୍ବୋତ୍ତମ କମ୍ପାନୀ, ଶ୍ରେଷ୍ଠ ୨୫ ରେ ସ୍ଥାନ ପାଇଲେ ଏହି କମ୍ପାନୀ

ନୂଆଦିଲ୍ଲୀ: ଉତ୍ତମ ପରିବେଶ ଥିବା ଏକ କମ୍ପାନୀରେ କାର୍ଯ୍ୟ କରିବା ସମସ୍ତଙ୍କ ସ୍ୱପ୍ନ । ଏହି ଧାରାରେ ଭାରତରେ ସବୁଠା ଭଲ କମ୍ପାନୀ କିଏ ତାର ଏକ ରିପୋର୍ଟ ପ୍ରକାଶ ପାଇଛି । ଭାରତରେ କାର୍ଯ୍ୟ କରିବା ପାଇଁ ଯୋଗାଇ ଦେଉଛି…

ରାଜ୍ୟର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବା ଆମର ଲକ୍ଷ୍ୟ–ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟ୍‌ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍‌ଘାଟନ କରିଛନ୍ତି। ଏହାଦ୍ବାରା ରାଜ୍ୟର…

ଆସିବ ସିନେମାଟୋଗ୍ରାଫ୍ ଆକ୍ଟ ୨୦୨୩, କେନ୍ଦ୍ର କ୍ୟାବିନେଟରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜିକାଲି କିଛି ଫିଲ୍ମ ସିନେମା ଘରେ ହେଉ କିମ୍ବା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାର କିଛି ସମୟରେ ଏହା ବିଭିନ୍ନ ୱେବସାଇଟରେ ଅନିୟମିତ ଭାବେ ଉପଲବ୍ଧ ହେଉଛି। ଯାହାକୁ ଲୋକେ ବିନା କୌଣସି ଟଙ୍କା ଖର୍ଚ୍ଚ…

‘ମୁଁ ଜାଣେ ସେ ବିଜେପି ବିଧାୟକ’: ମୁକୁଲ ବିଜେପିରେ ଥିବା କହିବା ପରେ ଏପରି ପ୍ରତିକ୍ରିୟା ଦେଲେ ମମତା ବାନାର୍ଜୀ

ନୁଆଦିଲ୍ଲୀ: ଲୋକସଭା ନିର୍ବାଚନ ପୁର୍ବରୁ ଅନେକ ରାଜ୍ୟରେ ନେତାମାନଙ୍କର ଦଳ ବଦଳ ପର୍ବ ଆରମ୍ଭ ହୋଇସାରିଲାଣି । ବର୍ତ୍ତମାନ କର୍ଣ୍ଣାଟକ ନିର୍ବାଚନ ପୁର୍ବରୁ ଅନେକ ବିଜେପି ନେତା କଂଗ୍ରେସକୁ ଡିଆଁ ମାରୁଛନ୍ତି । ଏବେ ଖବର…

“ମୁଁ ଆପଣଙ୍କୁ ବିନମ୍ର ନିବେଦନ କରୁଛି ,ଭୁବନେଶ୍ୱରକୁ ଆପଣଙ୍କ ଝିଅକୁ ପଢିବାକୁ ପଠାନ୍ତୁ ନାହିଁ “

ଓଡ଼ିଶା ଭାସ୍କର: 'ଭୁବନେଶ୍ୱରକୁ ଝିଅକୁ ପାଠ ପଢାଇବାକୁ ଛାଡ଼ନ୍ତୁ ନାହିଁ, ଏଠି ସେମାନଙ୍କର ଭବିଶ୍ୟତ ନାହିଁ'। ଭୂବନେଶ୍ୱର ଗୋଠପାଟଣା ଅଞ୍ଚଳରେ ଅର୍ଚ୍ଚନା ଦାସ ନାମକ ଜଣେ +୩ ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ରୀ…

ମାଲକାନଗିରିରେ ପହଞ୍ଚିଲେ ମେଗା ଷ୍ଟାର ଅଲୁ ଅର୍ଜୁନ ,ଦେଖିବାକୁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳରେ ଆରମ୍ଭ ହେଲା ସାଉଥ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପା ପାର୍ଟ୍ -୨ ର ସୁଟିଂ। ଆନ୍ଧ୍ର ଓଡିଶା ସିମାନ୍ତ ତରାବୁ ଜଳ ପ୍ରପାତ ନିକଟରେ ସିନେମାର ଏକ…

ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି, ସବୁଆଡ଼େ ଅସହ୍ୟ ଗୁଳୁଗୁଳି ଓ ତାତି ଅନୁଭୂତ

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରୁ ଉପକୂଳ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଆଡ଼େ ଅସହ୍ୟ ଗୁଳୁଗୁଳି ଓ ତାତି ଅନୁଭୂତ ହେଉଛି । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା…

ଅଣ୍ଡା ଚୋରି କରିବାକୁ ଯାଇଥିଲା, ମୟୂରୀ ଆକ୍ରମଣରେ ଅବସ୍ଥା ପୁରା ଖରାପ..ଦେଖନ୍ତୁ ଭିଡିଓ

ନୁଆଦିଲ୍ଲୀ : ଦୁନିଆରେ ଥିବା ସବୁ ପ୍ରାଣୀଙ୍କ ଅସ୍ତିତ୍ୱ ରହିଛି । କିଛି ନା କିଛି ନୂଆ କାର୍ଯ୍ୟ ବା ଦାୟିତ୍ୱ ପାଇଁ ସେମାନଙ୍କ ପରିଚୟ ଥାଏ । ଆଉ ଯେଉଁଠି ଅଣ୍ଡାର ସୁରକ୍ଷା ବା ସେମାନଙ୍କ ଛୁଆ କଥା ଆସେ, ସେମାନେ…