Browsing Category
Breaking News
ଦାସୁନ ଶନାକା ଖେଳିବେ ଆଇପିଏଲ ୨୦୨୩: ଏହି ଆହତ ଖେଳାଳିଙ୍କ ଜାଗାରେ ଦଳରେ ପାଇଲେ ସ୍ଥାନ
ନୂଆଦିଲ୍ଲୀ: ଆଜି ଫିରୋଜଶାହ କୋଟାଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଜାରି ରହିଛି । ତେବେ ଗୁଜୁରାଟର ଏହି ଦଳରୁ ବାଦ୍ ପଡିଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ ତଥା…
ନିର୍ବାଚନ ପୂର୍ବରୁ ବଡ଼ ଝଟକା: BJP ବିଧାୟକ କଂଗ୍ରେସରେ ଯୋଗଦେଲେ, ଆସନ୍ତା ମାସରେ ଭୋଟ
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ନିର୍ବାଚନୀ ଋତୁ ଚାଲିଛି । ନିକଟରେ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ସହ ସରକାର ଗଠନ ସରିଥିବା ବେଳେ ଆସନ୍ତା ମାସ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ…
Video: ପାକିସ୍ତାନର ଏହା ହେଉଛି Z+ Security! ବୁଲେଟ୍ ପ୍ରୁଫ୍ ବୁର୍ଖା ପିନ୍ଧି କୋର୍ଟରେ ପହଁଚିଲେ ଇମ୍ରାନଖାନ
ଇସଲାମାବାଦ: ଭାରତର ପଡୋଶୀ ଦେଶ ପାକିସ୍ତାନର ଅବସ୍ଥା ବର୍ତ୍ତମାନ ଖରାପ ପରିସ୍ଥିତିରେ ଗତି କରୁଛି । ସେଠାରୁ ଏପରି ଭିଡିଓ ସାମ୍ନାକୁ ଆସୁଛି ଯାହାକୁ ଦେଖିବା ମାତ୍ରେ ଲୋକେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । ତେବେ…
ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର? BJPର କ’ଣ ରହିଛି ପ୍ଲାନ, ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ ହୋଇ ଉଠିଛି । ଗତ ୨୦୧୯ ନିର୍ବାଚନରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଉପରେ ବିଶେଷ ଫୋକସ…
ଅଧିନାୟକ ଋଷଭ ଦେଖିଲେ ଦିଲ୍ଲୀର ମ୍ୟାଚ: ଭଙ୍ଗା ଗୋଡରେ ପହଞ୍ଚିଲେ ଷ୍ଟାଡିୟମ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଆଜି ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟନ୍ସ । ତେବେ ଏହି ମ୍ୟାଚ ଉଭୟ ଦଳ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଡଗ୍…
ସବୁ ଚର୍ଚ୍ଚା ମିଛ, ଯୁକ୍ତଦୁଇ ଇତିହାସ ବହିରୁ ମୁଗଲ ବିଷୟ ବାଦ୍ ପଡ଼ିନି: ସ୍ପଷ୍ଟ କଲେ NCERT ନିର୍ଦ୍ଦେଶକ
ନୂଆଦିଲ୍ଲୀ: ଯୁକ୍ତଦୁଇ ଇତିହାସ ବହିରୁ ମୋଗଲ ବିଷୟ ହଟାଯିବା ପ୍ରସଙ୍ଗକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି)ର ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ…
ଏଲନ ମସ୍କ ଇନଷ୍ଟାଗ୍ରାମ ବ୍ୟବହାରୀଙ୍କୁ କହିଲେ ନିର୍ବୁଦ୍ଧିଆ! ଜାଣନ୍ତୁ କାହିଁକି କହିଲେ ଏପରି
ନୂଆଦିଲ୍ଲୀ: ଏଲନମସ୍କ ନିଜର ବିବୃତ୍ତି ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । ଏପରି ଏକ ବିବୃତ୍ତିରେ ସେ ଇନଷ୍ଟାଗ୍ରାମ ୟୁଜର୍ସଙ୍କୁ ଦେଇଛନ୍ତି । ଯେଉଁ କାରଣରୁ ଇନଷ୍ଟାଗ୍ରାମ ବ୍ୟବହାରକାରୀ ରାଗି ଯାଇଛନ୍ତି ।…
ବଙ୍ଗଳା ହିଂସାକୁ ନେଇ ଆକ୍ସନମୋଡରେ ଗୃହମନ୍ତ୍ରଣାଳୟ, ମମତା ସରକାରଙ୍କ ଠାରୁ ମାଗିଲେ ରିପୋର୍ଟ
ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗଳାର ହାୱାଡାରେ ହୋଇଥିବା ହିଂସାକୁ ନେଇ ଗୃହମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଠାରେ ରାମ ନବମୀ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସା ସମ୍ପର୍କରେ ଗୃହ…
ଦୁଃଖ ଖବର: ଆଉ ନାହାନ୍ତି ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଧ୍ୟାତ୍ମିକ ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ରାଜ୍ୟର ଜଣେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁଙ୍କ ପରଲୋକ ଘଟିଛି । ୮୮ ବର୍ଷ ବୟସରେ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜଙ୍କ ପରଲୋକ ଘଟିଛି ।…
ବାଲେଶ୍ୱରରେ ଚାଞ୍ଚଲ୍ୟ! ନାଲି ପଥର ଗୁଣ୍ଡ ସାଜୁଛି କାଳ, ଅକାଳରେ ଚାଲିଗଲାଣି ୨୫ ଜଣଙ୍କ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ପରିବେଶ ଦୂଷିତ ହୋଇ ଚାଲିଥିବା ବେଳେ ମଣିଷର ଖାଦ୍ୟପେୟ ଓ ଜୀବନ ଧାରଣର ଧାରା ମଧ୍ୟ ବଦଳିବାରେ ଲାଗିଛି । ପରିଣାମସ୍ୱରୂପ ଦିନକୁ ଦିନ ମଣିଷ ଆଗରେ ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି…