Browsing Category
Breaking News
ଏହି ୨୫ ଜଣଙ୍କୁ ଦେବାକୁ ପଡେନାହିଁ ଟୋଲ ଟ୍ୟାକ୍ସ, ଦେଖନ୍ତୁ ପୁରା ଲିଷ୍ଟ
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଅଗ୍ରିମ ଏବଂ ହାଇଟେକ୍ ଏକ୍ସପ୍ରେସର ସଂଖ୍ୟା ବଢିବାରେ ଲାଗିଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପରେ ପ୍ରଧାନମନ୍ତ୍ରୀ ମୋଦୀ ବହୁ ସଂଖ୍ୟାରେ ଏକ୍ସପ୍ରେସର ଉଦଘାଟନ କରିଛନ୍ତି । ଏହି…
ଅନଲାଇନରେ ମିଳିବ ନାହିଁ ମେଡ଼ିସିନ! କେନ୍ଦ୍ର ସରକାର ଇ-ଫାର୍ମାସି ସେବା ଉପରେ ଲଗେଇବାକୁ ଯାଉଛନ୍ତି ପ୍ରତିବନ୍ଧକ
ନୂଆଦିଲ୍ଲୀ: ଖୁବ ଶୀଘ୍ର ଔଷଧର ଅନଲାଇନ୍ ବାଣିଜ୍ୟ ଯଥା ଇ-ଫାର୍ମାସି ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ଇ-ଫାର୍ମାସି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଦଳ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଗତ…
ଭୋପାଳ ଗ୍ୟାସ ଦୁର୍ଘଟଣା ପୀଡିତଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ: କ୍ଷତିପୂରଣ ଦାବି ଖାରଜ..
ନୂଆଦିଲ୍ଲୀ: ଭୋପାଳ ଗ୍ୟାସ ଟ୍ରାଜେଡିକୁ ନେଇ ରାୟ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଦୁର୍ଘଟଣା ପୀଡିତଙ୍କୁ ଅଧିକ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଯାଚିକାକୁ ସୁପ୍ରିମ କୋର୍ଟ ଖାରଜ କରିଛନ୍ତି ।…
ପାଣି ବୋତଲରେ ରହୁଛି ସାଂଘାତିକ ବ୍ୟାକ୍ଟେରିଆ, ଟଏଲେଟ ଠାରୁ ୪୦ ଗୁଣା ଅଧିକ, ରିସର୍ଚ୍ଚରୁ ମିଳିଲା ସୂଚନା!
ନୂଆଦିଲ୍ଲୀ: ସାଧାରଣତଃ ଆମେ ବଜାରରୁ ପାଣି ବୋତଲ କିଣି ଆଣୁଛୁ । ସେଥିରେ ଆମେ ଏକ ମାସ ପର୍ଯ୍ୟନ୍ତ ପାଣି ପିଉଛୁ । ବେଳେବେଳେ ଏହା ଆମ ଫ୍ରିଜର ଏକ ଅଂଶ ମଧ୍ୟ ହେଇଯାଉଛି । ଏହାକୁ ବେଳେବେଳେ ସଫା ମଧ୍ୟ କରାଯାଏ । କିନ୍ତୁ…
Video: ହଠାତ୍ ଏକ ସବୁଜିମା ଗଛ ହାଇ-ଭୋଲଟେଜ୍ କରେଣ୍ଟ୍ ସଂସ୍ପର୍ଶରେ ଆସିଲା, ଏହା ପରର ଦୃଶ୍ୟ ଦେଖିଲେ ଆପଣ ମଧ୍ୟ …
ନୂଆଦିଲ୍ଲୀ : ପ୍ରତିଦିନ ଇଣ୍ଟରନେଟ୍ ଦୁନିଆ ବିଭିନ୍ନ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳିଥାଏ। କିଛି ଭିଡିଓ ମୁହଁରେ ହସ ଆଣିଥିବାବେଳେ କିଛି ଭିଡିଓ କୁ ଦେଖିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ । ତେବେ ବର୍ତ୍ତମାନ ଏହି…
ଆରପାରିର କରଣୀ ସେନା ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କଲଭୀ, ଏସଏମଏସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ
ଜୟପୁର:କରଣୀ ସେନାର ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କଲଭୀଙ୍କ ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ତାଙ୍କୁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ଏସଏମଏସ ହସ୍ପିଟାଲରେ ତାଙ୍କ ଶେଷ…
SmartWatch ଉପରେ କରନ୍ତୁ ନାହିଁ ଭରଷା, ନଚେତ ବିପଦରେ ପଡିପାରେ ଆପଣଙ୍କ ଜୀବନ ! ଜାଣନ୍ତୁ କଣ କହିଲେ ଡାକ୍ତର
ନୂଆଦିଲ୍ଲୀ:ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ଯେପରି ଫୋନ ଥିବା ଥୟ ଠିକ ସେହି ପରି ଡିଜିଟାଲ୍ ସ୍ମାର୍ଟ ୱାଚ୍ ମଧ୍ୟ ସମସ୍ତଙ୍କ ପାଖରେ ଅଛି । ଯାହା ଦ୍ୱାରା ବିଭିନ୍ନ ଉପାୟରେ ସ୍ୱାସ୍ଥ୍ୟ ମନିଟରିଂ…
T20 ସିରିଜରେ ଅଲଗା ଅଲଗା ବସିବେ ପାକିସ୍ତାନ ଏବଂ ଆଫଗାନିସ୍ଥାନର ସମର୍ଥକ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ସାଧାରଣତଃ ପାକିସ୍ତାନୀ ଏବଂ ଆଫଗାନିସ୍ଥାନ ଖେଳାଳିଙ୍କ ମଧ୍ୟରେ ମଧୁର ସଂପର୍କ ଦେଖିବାକୁ ମିଳୁଛି । କାରଣ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ପାକିସ୍ତାନ ସୁପର ଲିଗ୍ ଖେଳନ୍ତି । ହେଲେ ଯେତେବେଳେ ଦୁଇ ଦେଶ…
GAIL Recruitment:୧୨୦ ପଦବୀ ପାଇଁ ବାହାରିଲା ନିଯୁକ୍ତି, ମାସକୁ ମିଳିବ ୬୦,୦୦୦ ଟଙ୍କା ଦରମା
ନୂଆଦିଲ୍ଲୀ:ସିନିୟର ଆସୋସିଏଟ୍ ଏବଂ ଜୁନିଅର ଆସୋସିଏଟ୍ ର ୧୨୦ ପଦବୀ ନିଯୁକ୍ତି ପାଇଁ ଗେଲ୍ ଗ୍ୟାସ୍ ଲିମିଟେଡ୍ (GAIL) ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଏଥି ପାଇଁ ମାର୍ଚ୍ଚ ୧୭ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ…
ଭୋପାଳ ଗ୍ୟାସ ଟ୍ରାଜେଡିରେ ଆଜି ହେବ ଶୁଣାଣି: ରାୟ ଉପରେ ସମସ୍ତଙ୍କ ନଜର
ନୂଆଦିଲ୍ଲୀ: ଭୋପାଳ ଗ୍ୟାସ ଟ୍ରାଜେଡିକୁ ନେଇ ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି । ଦୁର୍ଘଟଣା ଉପରେ କେନ୍ଦ୍ର ଦାୟର କରିଥିବା କ୍ୟୁରେଟିଭ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ରାୟ । ଦୁର୍ଘଟଣାର…