fbpx
Browsing Category

Breaking News

ଆସନ୍ତା୨ରୁ ୩ ଦିନ ଯାଏ ହାଡ଼ଭଙ୍ଗା ଶୀତ, ଆହୁରୀ ଜାଡ଼ରେ ଥରିବ ଓଡ଼ିଶା: ଥଣ୍ଡା ଲହରୀ ନେଇ ୧୪ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଅସମ୍ଭାଳ ଜାଡରେ ଥରିବ ଓଡିଶା । ଆସନ୍ତା୨ରୁ ୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ । ଏହି ସମୟରେ ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ ବୋଲି…

ପ୍ରଦୀପ ରାଓତ ହେବେ ଚୀନରେ ଭାରତୀୟ ରାଷ୍ଟ୍ରଦୂତ, ଖୁବ୍‌ଶୀଘ୍ର ଗ୍ରହଣ କରିବେ ଦାୟିତ୍ୱ

ନୂଆଦିଲ୍ଲୀ: ବର୍ତମାନ ନେଦରଲ୍ୟାଣ୍ଡରେ ଭାରତର ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତ ଚୀନରେ ଭାରତର ପରବର୍ତୀ ରାଷ୍ଟ୍ରଦୂତ ହେବେ । ସେ ଶୀଘ୍ର ନିଜର ଦାୟିତ୍ୱ ଗ୍ରହଣ କରିବେ । ବୈଦେଶିକ ମନ୍ତ୍ରଣାଳୟ ସୋମବାର ଏହି ସୂଚନା…

ଦଲାଇ ଲାମାଙ୍କ ସହ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆଲୋଚନା; ଏହି ସବୁ ପ୍ରସଙ୍ଗକୁ ନେଇ ଆଲୋଚନା

ନୂଆଦିଲ୍ଲୀ: ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ହିମାଚଳ ଗସ୍ତରେ ସୋମବାର ବୌଦ୍ଧଗୁରୁ ଦଲାଇ ଲାମାଙ୍କ ସହ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ୫୦ ମିନିଟ୍ ଧରି ହୋଇଥିଲା ରୁଦ୍ଧଦ୍ୱାରା ବୈଠକ । ଉଭୟଙ୍କ ମଧ୍ୟରେ ହୋଇଥିବା…

ମାର୍ଚ୍ଚରେ ହୋଇପାରେ ଦ୍ୱାଦଶ ବୋର୍ଡ ପରୀକ୍ଷା

ମାର୍ଚ୍ଚରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି । ଉଚ୍ଚ…

ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ: ଫୋନ କରି ସ୍ୱାସ୍ଥ୍ୟବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ

କଟକ: ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ । ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ଅସୁସ୍ଥ ଖବର ପାଇ ଭର୍ତ୍ତୃହରିଙ୍କ ପୁଅ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ।…

ମହିଳାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରମିଳା ମା’, ଦେଖନ୍ତୁ ଭିଡିଓ…

ଗଞ୍ଜାମ: ବହୁଚର୍ଚ୍ଚିତ ସୁମିତ-ତପସ୍ୱିନୀ ପାରିବାରିକ କଳହ ମାମଲାରେ ନୂଆ ମୋଡ଼ । ତପସ୍ୱିନୀଙ୍କୁ ନ୍ୟାୟ ଦାବିରେ ବାହାରିଲେ ଶହ ଶହ ମହିଳା । ସୁମିତଙ୍କ ଘର ଗେଟ୍ ଭାଙ୍ଗି ଭିତରକୁ ଧସେଇ ପଶିଛନ୍ତି ମହିଳା । ସୁମିତଙ୍କ…

ତପସ୍ୱିନୀ-ସୁମିତ୍ ବିବାଦ: ସୁମିତଙ୍କ ଘରେ ଧସେଇ ପଶିଲେ ମହିଳା, ଦେଖନ୍ତୁ ଭିଡିଓ…

ତପସ୍ୱିନୀ-ଡାକ୍ତର ସୁମିତ୍ ମାମଲାରେ ନୂଆ ଟ୍ୱିଷ୍ଟ । ସୁମିତଙ୍କ ଘରେ ଧସେଇ ପଶିଲେ ମହିଳା । ମେନ୍ ଗେଟ୍ ଭାଙ୍ଗି ଭିତରକୁ ପଶିଗଲେ ସ୍ଥାନୀୟ ମହିଳା । ଘର ସାମ୍ନାରେ ଧସ୍ତାଧସ୍ତି ପରେ ଗ୍ରୀଲ ଭାଙ୍ଗି ପଶିଗଲେ ।…

(ଭିଡିଓ) ତହସିଲ କାର୍ଯ୍ୟାଳୟରେ ମହିଳା କଲେ ଆତ୍ମାହୁତି ଉଦ୍ୟମ, ଗୁହାରି ନଶୁଣିବାରୁ ନେଲେ ଚରମ ନିଷ୍ପତ୍ତି

ତହସିଲ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଧର୍ମଶାଳା ତହସିଲ ଅଫିସରେ । ଆତ୍ମହୁତି ଉଦ୍ୟମ କରୁଥିବା ମହିଳା ଜଣକ ହେଲେ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅକ୍ଷ…

ଖୁସିଖବର! ୧ ଲକ୍ଷ ଯୁବକଙ୍କୁ ମାଗଣାରେ ମିଳିବ ସ୍ମାର୍ଟଫୋନ୍ ଓ ଟ୍ୟାବଲେଟ୍

ଲଖନଉ: ଯୁବକମାନଙ୍କୁ ମାଗଣାରେ ସ୍କାର୍ଟଫୋନ ଓ ଟ୍ୟାବଲେଟ୍ ଯୋଗାଇବେ ଉତ୍ତରପ୍ରଦେଶର ଯୋଗୀ ସରକାର । ଡିସେମ୍ବ ୨୫ ତାରିଖରେ ଯୁବକମାନଙ୍କୁ ମାଗଣା ସ୍ମାର୍ଟଫୋନ୍ ଓ ଟ୍ୟାବଲେଟ୍ ବିତରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ଶେଷ…

CISF ହେଡ କନଷ୍ଟେବଲ ନିଯୁକ୍ତି, ଦ୍ୱାଦଶ ପାସ କରିଥିବା ଆଶାୟୀଙ୍କ ପାଇଁ ଭଲ ସୁଯୋଗ

ସେଣ୍ଟ୍ରାଲ୍ ଇଣ୍ଟଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ସିଆଇଏଫରେ ୨୪୯ ହେଡ୍ କନଷ୍ଟେବଳ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁଯାୟୀ ସ୍ପୋର୍ଟ୍ସ କୋଟା ଅନୁଯାୟୀ ଏହି ଆବେଦନ ଗ୍ରହଣ କରାଯାଉଛି ।…