CHARIDHAM
Browsing Category

Breaking News

ସରକାରଙ୍କ କଡା ଆକ୍ସନ, ହରତାଳ କରୁଥିବା ୬୫୦ ବିଜୁଳି କର୍ମଚାରୀଙ୍କୁ ଚାକିରିରୁ କଲେ ବାହାର

ଉତ୍ତରପ୍ରଦେଶ: ୟୁପିରେ ବିଦ୍ୟୁତକର୍ମୀଙ୍କ ଧର୍ମଘଟ ଉପରେ ହାଇକୋର୍ଟ କଠୋର ହେବା ପରେ ଏବେ ୟୁପି ସରକାର ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେଣୁ ସରକାର ୬୫୦ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କ ସେବା…

ମାଟ୍ରିକ ପରୀକ୍ଷାରେ ବିଭ୍ରାଟ, ବୋର୍ଡ ସଭାପତି କହିଲେ ଚିନ୍ତିତ ହେବାର ଆବଶ୍ୟକ ନାହିଁ

କଟକ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)। ତେବେ ଏଠି ପାଇଁ ପିଲା ମାନଙ୍କୁ ଚିନ୍ତିତ ହେବା ଆବଶ୍ୟକ ନାହିଁ ବୋଲି ବୋର୍ଡ କହିଛି । ମୁଦ୍ରଣଜନିତ ତ୍ରୁଟି…

(Video)ସକ୍ଷମ ହେଲି ଆଉ ତାପରେ ବାହା ହେଲି, ସୋସିଆଲ ମିଡିଆରେ ଭାଇରଲ ହେଉଛି ଦୁନିଆର ସବୁଠୁ ଛୋଟ ବଡି ବିଲଡରଙ୍କ ବିବାହ ଭିଡ଼ିଓ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଛୋଟ ବଡି ବିଲଡର ଭାବରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ତାଙ୍କ ନାମ। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ପ୍ରତୀକ ମୋହିତ। କିଛି ଦିନ ତଳେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।…

ବ୍ରାଜିଲରୁ ଆସିଥିବା ଯାତ୍ରୀ ପେଟରେ ଥିଲା ୧୧ କୋଟି ଟଙ୍କାର କୋକେନ, ଦିଲ୍ଲୀ ବିମାନବନ୍ଦରରେ ଧରାପଡିଲେ

ନୂଆଦିଲ୍ଲୀ : ବ୍ରାଜିଲରୁ ଆସିଥିବା ଜଣେ ଯାତ୍ରୀ ପେଟରୁ ୧୧ କୋଟି ଟଙ୍କାର କୋକେନ ବା ଧଳା ଜହର କୁହଯାଉଥିବା ଡ୍ରଗ୍ସ ଜବତ ହୋଇଛି । ମାର୍ଚ୍ଚ ୧୧ ରେ ଦିଲ୍ଲୀ କଷ୍ଟମ୍ସ ବିଭାଗର ଏକ ଟିମ୍ ଦିଲ୍ଲୀ ଇନ୍ଦିରା ଗାନ୍ଧୀ…

ବାଇଡେନଙ୍କ ଅତିଥି ହେବେ ମୋଦୀ, ହ୍ୱାଇଟହାଉସରେ କରିବେ ରାଜକୀୟ ରାତ୍ରିଭୋଜନ !

ନୂଆଦିଲ୍ଲୀ: ଆସନ୍ତା କିଛି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରିପାରନ୍ତି। ସେଠାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ ସମ୍ମାନିତ କରିବେ ଏବଂ ମୋଦୀ ତାଙ୍କ ସହ ରାତ୍ରୀ ଭୋଜନ…

ଏବେ ଇନଷ୍ଟାଗ୍ରାମ ଏବଂ ଫେସବୁକର ବ୍ଲ୍ୟୁ ଟିକ୍ ପାଇଁ ଦେବାକୁ ପଡିବ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ମେଟା ଘୋଷଣା କରିଥିଲା ଯେ, ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ପାଇଁ ପେଡ ଭାରିଫିକେସନର ସୁବିଧା ଉପସ୍ଥାପନ କରିବ । ବର୍ତ୍ତମାନ କମ୍ପାନୀ ଆମେରିକାରେ ଏହି ପ୍ଲାନର ଆରମ୍ଭ କରିବାର କଥା…

ଦୁନିଆର ସବୁଠୁ ଦାମୀ ଚାଉଳ, ବୃଦ୍ଧମାନେ ଖାଇଲେ ରୁହନ୍ତି ଯବାନ ! ମୂଲ୍ୟ ଜାଣି ହେଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ :ଚାଉଳ କାହାକୁ ବା ଖାଇବା ପସନ୍ଦ ନୁହେଁ । ସମସ୍ତେ ଭାତ ଖେଇବାକୁ ରୁଚି ରଖନ୍ତି ।ଚାଉଳ ଦ୍ୱାରା ଆମ ଶରୀରକୁ ଶ୍ୱେତସାର ମିଳିଥାଏ । ଯାହା ଆମ ଶରୀର ପାଇଁ ବହୁତ ଉପଯୋଗୀ ହେଇଥାଏ ।  ବର୍ତ୍ତମାନ ପର୍ଯ୍ୟନ୍ତ…

ଡଲାରର ଚମକକୁ ଫିକା ପକାଇବ ଟଙ୍କା, ୧୮ ଦେଶ ସହ ସ୍ଥାନୀୟ ମୁଦ୍ରାରେ ବ୍ୟାପରକୁ ମିଳିଲା ସହମତି

ନୂଆଦିଲ୍ଲୀ: ଭାରତୀୟ ଟଙ୍କା ଅନ୍ତରାଷ୍ଟ୍ରୀୟ ମୁଦ୍ରାରେ ପରିଣତ କରିବା ହେବା ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି । ସେଥିପାଇଁ ଦୁନିଆର ବହୁତ ଗୁଡିଏ ଦେଶ ଭାରତ ସହ ଟଙ୍କାରେ ବାଣିଜ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ…

ବ୍ୟାନ ହଟିବା ପରେ ଫେସବୁକ ଏବଂ ୟୁଟ୍ୟୁବକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ , ଆସିଲା ତାଙ୍କର ପ୍ରଥମ ପୋଷ୍ଟ

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସୋସିଆଲ ମିଡିଆକୁ ଫେରିଛନ୍ତି । ପ୍ରତିବନ୍ଧକ ହଟିବା ପରେ ପ୍ରାୟ ୨ ବର୍ଷ ପରେ ସେ ଫେସବୁକ୍ ଏବଂ ୟୁଟ୍ୟବ କୁ ଫେରି ତାଙ୍କର ପ୍ରଥମ ପୋଷ୍ଟ…

ବଡ ଦାଣ୍ଡରେ ଲହୁ ଲୁହାଣ ; ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ୨ ଏସସିବି ମେଡିକାଲ ସ୍ଥାନାନ୍ତର , ୨ ଜଣ ଥାନାରେ ଅଟକ

ପୁରୀ: ଶନିବାର ସକାଳେ ପୁରୀ ବଡଦାଣ୍ଡରେ ଲହୁଲୁହାଣ ପରିସ୍ଥିତି ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ଜଣ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ବାଦାଦନ୍ଦା ବଜାରର ଖଦିପଡା ମେଲାନାରେ ହୋଇଥିବା…