Browsing Category
Breaking News
ମର୍ମନ୍ତୁଦ ସଡକ ଦୁର୍ଘଟଣା :ଜୀବନ୍ତ ଜଳି ଗଲେ ଦୁଇ ଯୁବକ
କଟକ: ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ସଡକ ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତି ଜୀବନ୍ତ ଜଳିଯାଇଥିବା ସୂଚନା ମିଳିଛି । ତେବେ ଉଭୟ ବ୍ୟକ୍ତ ତିର୍ତ୍ତୋଲ ବୋଲି ଜଣା ପଡିଛି । ମିଳିଥିବା…
ଡାର୍କ ଚକୋଲେଟ୍ କୁ ନେଇ ବିଶେଷଜ୍ଞଙ୍କ ମତ ମସ୍ତିଷ୍କର ବିକାଶ ଉପରେ ଏହା ପକାଇପାରେ ଖରାପ ପ୍ରଭାବ
ଭୁବନେଶ୍ୱର: ଡାର୍କ ଚକୋଲେଟ୍ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ । ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ । ଅଧିକାଂଶ ଲୋକେ ଏହାର ସ୍ୱାଦ ଚାଖିବା ପାଇଁ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ସୁସ୍ଥକର…
ବାୟୁ ପ୍ରଦୂଷଣ ମଣିଷକୁ ନଷ୍ଟ କରିଦେବ: ଖରାପ ବାୟୁରେ ରହିଛି ବିଷାକ୍ତ କଣିକା, ଡିପେସନ-ସ୍ମରଣଶକ୍ତି ହ୍ରାସ- ଗମ୍ଭୀର ବୀମାରୀ ବଢ଼ିବ, ଅଧ୍ୟୟନରୁ…
ନୂଆଦିଲ୍ଲୀ: ଦିନକୁ ଦିନ ଲୋକଙ୍କର ଖାଦ୍ୟପେୟ, ଜୀବନଧାରଣର ଶୈଳୀରେ ପରିବର୍ତ୍ତନ ହେବାରେ ଲାଗିଛି । ଫଳରେ ଏବେ ସାରା ବିଶ୍ୱରେ ନୂଆ ନୂଆ ରୋଗ ଦେଖିବାକୁ ମିଳୁଛି । ଦିନକୁ ସାରା ବିଶ୍ୱ ସତେ ଯେମିତି ଧ୍ୱଂସମୁହାଁ ହେବାରେ…
Google କରନ୍ତୁ, ଅଦାନୀ ମାମଲାରେ ମୁଁ କିଛି ଭୁଲ୍ କହିନାହିଁ: ନୋଟିସର ଜବାବ ଦେଲେ ରାହୁଲ
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ଅଦାନୀ ଝଡ଼କୁ ନେଇ ରାଜନୀତି ସରଗରମ୍ ରହିଛି । ତେବେ ଅଦାନୀ ମାମଲାରେ ନିକଟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଅସଂସଦୀୟ ମନ୍ତବ୍ୟ…
LIC Policy ଧାରୀଙ୍କୁ ବଡ଼ ଝଟକା! ଏବେ ପଲିସୀ ଉପରେ ମିଳିବନି ଟ୍ୟାକ୍ସ ରିହାତି, ଅର୍ଥମନ୍ତ୍ରୀଙ୍କ ଘୋଷଣା
ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଅଦାନୀ ଗ୍ରୁପର ଶେୟାର ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ଗୌତମ ଅଦାନୀଙ୍କ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିରୋଧୀ କଂଗ୍ରେସ ଆକ୍ରମଣ କରିବାରେ…
ତୁର୍କୀରୁ ଆସିଲା ବଡ଼ ଅପଡେଟ୍: ପୁଣି ଲାଗିଲା ଭୂକମ୍ପ ଝଟକା, ଭାରତର ଅନେକ ସ୍ଥାନ କ୍ଷତିଗ୍ରସ୍ତ
ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପରେ ଏହା ମଧ୍ୟରେ ମୃତ୍ୟୁସଂଖ୍ୟା ୩୬ ହଜାର ଟପିଗଲାଣି । ଏଥିସହିତ ହଜାର ହଜାର ଲୋକ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ହଜାର ହଜାର ଘରଦ୍ୱାରା ଭାଙ୍ଗି…
ପୂରଣ ହେବ ୬୦୨୫ଟି ଶିକ୍ଷକ ପଦବୀ: ସୃଷ୍ଟି ହେବ ୧୫ ପ୍ରତିଶତ LTR ପଦବୀ, ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୨୦୨୩-୨୪ ବର୍ଷ ଲାଗି ବଜେଟକୁ ରାଜ୍ୟ ମନ୍ତ୍ରୀ…
୨୦୧୯ ମସିହା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପାଇଁ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯାଇଛି । ଆଜି ରାଜଧାନୀ ଭୁବନେଶ୍ୱର ସ୍ଥିତ ଉକ୍ରଳ ମଣ୍ଡପରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ…
୨ ପୁତ୍ରଙ୍କ ତଣ୍ଟି ଚିପି ମାରିଦେଲା ମାଆ, ଶେଷରେ ନିଜେ କଲା ଆତ୍ମହତ୍ୟା
ଯୋଡା: ବଡବିଲ ଯୋଡାରେ ଏକ ଅମାନବୀୟ ହତ୍ୟା ଏବଂ ଆତ୍ମହତ୍ୟା କଥା ସାମ୍ନାକୁ ଆସିଛି । ଜଣେ ମାଆ ତାର ଦୁଇ ଶିଶୁକୁ ମାରି ନିଜେ ଆତ୍ମହତ୍ୟା କରିବା ଅଭିଯୋଗ ଆସିଛି । ଏପରି ଅଭାବନୀୟ ଘଟଣା ଚମ୍ପୂଆ ଥାନା ଦୁରୁକୁଳୁୟା…
ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ: ବିଶାଖାପଟନମ୍ ସ୍ଥାନାନ୍ତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି । ରବିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପ୍ରଥମେ ଜୟପୁର…